ଅନ୍ତର୍ଜାତୀୟ ବିମାନ ସେବା କଟକଣା ଫେବୃଆରୀ ୨୮ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତରୁ ଅନ୍ତର୍ଜାତୀୟ ବିମାନ ସେବା କଟକଣା ଫେବୃଆରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦ୍ବାରା ଜାରି ସର୍କୁଲାରରେ ଏହା କୁହାଯାଇଛି। ତେବେ ଏୟାର ବବଲ୍ ବ୍ୟବସ୍ଥା ସହ ଚଳାଚଳ କରୁଥିବା…

ଜାନୁଆରୀ ୨୬ରୁ ସ୍ୱାଭିମାନ ଅଂଚଳରେ ବିଏଏସଫର ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର- ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ ଜାନୁଆରୀ ୨୬ ତାରିଖରୁ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିବ ବିଏସଏଫ । ଏହି ସେବା ଦ୍ୱାରା ୩୫ଟି ଗାଁର ୧୦ ହଜାରରୁ ଅଧିକ ଲୋକ ଉପକୃତ ହୋଇପାରିବେ । ବାଲିମେଳା ଡ୍ୟାମ୍‌ର ୁଭଭୟ ପାଶ୍ୱର୍ରେ ରୋଗୀଙ୍କୁ ମେଡିକାଲ ସେବା ଯୋଗାଇ ଦିଆଯିବ ।…

ଇଭିଏମକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପୁଣି ପିଟିସନ, ଆବେଦନକାରୀ କହିଲେ ସଂସଦର ମିଳିନି ମଞ୍ଜୁରି

ନୂଆଦିଲ୍ଲୀ: ଇଭିଏମ୍ ମେସିନ୍ ମାମଲା ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଇଭିଏମ୍ ମାଧ୍ୟମରେ ଭୋଟ୍ ବିରୋଧରେ ଆବେଦନ କରି ଓକିଲ ମନୋହର ଲାଲ ଶର୍ମା ଶୀଘ୍ର ଏହାର ଶୁଣାଣି କରିବାକୁ ଦାବି କରିଛନ୍ତି। ଇଭିଏମ୍ ମେସିନ୍ ସହି ତାଙ୍କର କଣ ସମସ୍ୟା ଅଛି ବୋଲି ପ୍ରଧାନ…

୧୬ ନମ୍ବର ଜାତୀୟ ରାଜପଥରେ ଆଉ ଏକ ଲୁଟ୍‌, ପେଟ୍ରୋଲ ପମ୍ପରୁ ଟଙ୍କା ଧରି ପଳାଇଗଲେ ଦୁର୍ବୁତ୍ତ

ଖୋର୍ଦ୍ଧା – ୧୬ ନମ୍ବର ଜାତୀୟ ରାଜପଥରେ ଆଉ ଏକ ଲୁଟ୍ । ଜଙ୍କିଆ ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପରୁ ଦୁର୍ବୁତ୍ତମାନେ ଦୁଇ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଗତକାଲି ରାତିରେ ଘଟିଛି ଏହି ଘଟଣା । ଗତକାଲି ରାତି ୧୦ଟା ବେଳେ ତିନି ଜଣ ଦୁର୍ବୁତ୍ତଗୋଟିଏ ବାଇକରେ ପେଟ୍ରୋଲ ପମ୍ପକୁ ଆସି…

ଓଡିଶାରେ ପହଂଚିଲା ଓମିସିୟର କିଟ୍‌, ଚାଲିଛି ଡ୍ରାଏ ରନ୍

ଭୁବନେଶ୍ୱର- ଓଡିଶାରେ ପହଂଚିଛି ଓମିସିୟର କିଟ୍ । କିଟ୍ ପହଂଚିବା ପରେ ଡ୍ରାଏ ରନ୍ ଚାଲିଛି । କିଟ୍ ଠିକ ଅଛି କି ନାହିଁ , ସେ ନେଇ ପରୀକ୍ଷା କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଇଂଟରନାଲ ଷ୍ଟଡି ପାଇଁ ଏହି କିଟ୍ ବ୍ୟବହାର କରାଯିବ । ଯେଉଁ ଜିଲ୍ଲାରେ ଅଧିକ…