କରୋନା ଅପଡେଟ୍: ଦେଶରେ ୮,୫୦୩ ନୂଆ ମାମଲା, ୬୨୪ ମୃତ
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୮,୫୦୩ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ୬୨୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନା ଓମିକ୍ରନ୍ ଭାରିଆଣ୍ଟସ୍ ର ୨୩ ଟି ମାମଲା ରୁଜୁ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ…