ସ୍ଥଳସେନା ମୁଖ୍ୟ ଥିଲା ବେଳେ ୨୦୧୯ରେ ବ୍ରହ୍ମପୁର ଗୋଳାବନ୍ଧ ଆସିଥିଲେ ବିପିନ ରାୱତ

ବ୍ରହ୍ମପୁର- ହେଲିକପଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ଜେନେରାଲ ବିପିନ ରାୱତ ୨୦୧୯ ମସିହା ସେପଟେମ୍ବର ମାସରେ ବ୍ରହ୍ମପୁର ଗୋଳାବନ୍ଧ ମିଲିଟାରୀ ଷ୍ଟେସନ ତଥା ଆର୍ମି ଏୟାର ଡିଫେନ୍ସ କଲେଜ ଆସିଥିଲେ । ସ୍ୱତନ୍ତ୍ର ବାହିନୀ ଭାବେ ୨୫ ବର୍ଷର ଉଲ୍ଲେଖନୀୟ ସେବା ଲାଗି ଏୟାର ଡିଫେନ୍ସ…

କାନ୍ତକବିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର-ଆଜି ହେଉଛି ବିଶିଷ୍ଟ ସଂଗ୍ରାମୀ ତଥା ସାହିତ୍ୟିକ କାନ୍ତକବି ଲକ୍ଷ୍‌ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ । ଏହି ଅବସରରେ କାନ୍ତକବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାନ୍ତକବିଙ୍କ ରଚିତ କାଳଜୟୀ ସୃଜନ ସୃଷ୍ଟି ‘ବନ୍ଦେ ଉତ୍କଳ ଜନନୀ’ ଓଡିଆ ଅସ୍ମିତା ଓ…

ରାଜ୍ୟରେ ଆଉ ୧୯୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୯୫ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୧୫ ଓ ସ୍ଥାନୀୟ ଅଂଚଳରୁ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯, ମୟୂରଭଞ୍ଜରୁ ୧୩,…

ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ମୃତ୍ୟୁ ନେଇ ପାକିସ୍ତାନୀ ସେନାର ଶୋକ

ନୂଆଦିଲ୍ଲୀ: ତାମିଲନାଡୁର କୁନୁରରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ସେନାର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ସିଡିଏସଙ୍କ ମୃତ୍ୟୁକୁ ନେଇ ପାକିସ୍ତାନୀ ସେନା ମଧ୍ୟ ଟ୍ୱିଟ କରି ଦୁଃଖ ପ୍ରକାଶ…

ଆଜି ଦିଲ୍ଲୀ ଅଣାଯିବ ଜେନେରାଲ୍ ବିପିନ ରାୱତ ଓ ପତ୍ନୀଙ୍କ ପାର୍ଥିବ ଶରୀର, କାଲି ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରିରେ ସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ଜେନେରାଲ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ଡ଼.ମଧୁଲିକା ରାୱତଙ୍କ ପାର୍ଥିବ ଶରୀରକୁ ଆଜି ଦିଲ୍ଲୀ ଅଣାଯିବ। ସୂଚନାନୁସାରେ, ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ମୃତଦେହକୁ ଦିଲ୍ଲୀ…