ଶାଗୁଆନ କାଠ ପଟା ଜବତ, ୩ ଗିରଫ

ଜଗନ୍ନାଥପ୍ରସାଦ: ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କମସର ନିକଟ ସଖପାଲି ପୋଲ ପାଖରୁ ଗୋଟିଏ ଭ୍ୟାନ୍‌ରୁ ୩୪ ଖଣ୍ଡ ଶାଗୁଆନ କାଠପଟା ଜବତ ହୋଇଛି। ଜଗନ୍ନାଥପ୍ରସାଦ ବନ ବିଭାଗ ଷ୍ଟାଫ୍ କାଠପଟା ଚାଲାଣ ସମ୍ପର୍କରେ ସୂଚନା ପାଇ ଯାଞ୍ଚ କରୁଥିବା ବେଳେ ଡାଲା ଟାଟା ଏସ୍ ଭ୍ୟାନ୍ (ଓଆର୍‌୦୨ଏସି ୪୧୭)…

କଙ୍ଗନାଙ୍କ କାରକୁ ଘେରିଲେ ଚାଷୀ, କୃଷକ ଆନ୍ଦୋଳନ ବିରୋଧରେ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଦାବି କଲେ

ଚଣ୍ଡିଗଡ଼: ପଞ୍ଜାବର କୀରତପୁରରେ ଶୁକ୍ରବାର ଆନ୍ଦୋଳନରତ କୃଷକମାନେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ କାରକୁ ଅଟକାଇଛନ୍ତି। ଚାଷୀଙ୍କ ଆନ୍ଦୋଳନକୁ ନେଇ କଙ୍ଗନା କ୍ରମାଗତ ଭାବେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ସେ ଚାଷୀଙ୍କୁ ଆତଙ୍କବାଦୀ ବୋଲି ଅଭିହିତ କରିଛନ୍ତି ।…

୪୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ବୁଷ୍ଟର୍ ଡୋଜ୍ ଦେବାକୁ କେନ୍ଦ୍ର ସରକାରଙ୍କୁ ବୈଜ୍ଞାନିକ ଗୋଷ୍ଠୀର ସୁପାରିସ

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ଭାରିଆଣ୍ଟ ବିପଦ ମଧ୍ୟରେ ଭାରତର ଟପ୍ ବୈଜ୍ଞାନିକମାନେ ୪୦ ବର୍ଷରୁ ଅଧିକ ଲୋକଙ୍କୁ ଦେଶରେ ବୁଷ୍ଟର୍ ଡୋଜ୍ ଦିଆଯିବାକୁ ପରାମର୍ଶ ଦେଇଛନ୍ତି | ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକାର ବୁଷ୍ଟର ଡୋଜ୍ ଦେବାକୁ ଦେଶର ଶୀର୍ଷ…

ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ : ମମିତା ହତ୍ୟା ଘଟଣା ନେଇ ହେଉଛି ରାଜନୀତିକରଣ, ଦୋଷୀଙ୍କ ବିରୋଧରେ ହେବ ଦୃଢ…

ଭୁବନେଶ୍ୱର- ମମିତା ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ଘଟଣା । ଏହାକୁ ନେଇ ଅଯଧା ରାଜନୀତିକରଣ କରାଯାଉଛି । ଏଥିରେ ସେ ଦୁଃଖିତ । ସେ ପୋଲିସକୁ ବିନା ଭୟ ଓ ଦ୍ୱନ୍ଦ୍ୱରେ କାର୍ଯ୍ୟ କରିବାକୁ…