ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା : ସବୁଆଡେ ଖାଲି ପାଣି ହିଁ…
ଭୁବନେଶ୍ୱର- ବାତ୍ୟା ୟାଶ୍ ଦ୍ୱାରା ପ୍ରଭାବିତ ହୋଇଥିବା ଅଂଚଳ ଆକାଶମାର୍ଗରୁ ବୁଲି ଦେଖିଲା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ୍ କରିଛନ୍ତି ଯେ, ଯେଉଁଆଡେ ଆଖି ଯାଉଛି, ଖାଲି ପାଣି ହିଁ ପାଣି । କେଉଁପଟେ ସ୍ଥଳଭାଗ ଓ କେଉଁଠାରେ ସମୁଦ୍ର,ତାହା ଜାଣିବା…