ପତଞ୍ଜଳି ଦୁଗ୍ଧ ବିଭାଗର ମୁଖ୍ୟଙ୍କ କରୋନାରେ ମୃତ୍ୟୁ, ଏଲୋପାଥି ଚିକିତ୍ସା ଗ୍ରହଣ କରୁଥିଲେ
ନୂଆଦିଲ୍ଲୀ: ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ଦୁଗ୍ଧ ବିଭାଗ ମୁଖ୍ୟ ସୁନୀଲ ବଂଶଲଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି । ବଂଶଲଙ୍କ ଏଲୋପାଥି ଚିକିତ୍ସାରେ ପତଞ୍ଜଳିର କୌଣସି ଭୂମିକା ନଥିଲା ବୋଲି ଏହି ଆୟୁର୍ବେଦ କମ୍ପାନୀ ପକ୍ଷରୁ କୁହାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ…