ଏଲୋପାଥି ଚିକିତ୍ସା ଉପରେ ରାମଦେବଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଲେ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏଲୋପାଥି ଚିକିତ୍ସା ଉପରେ ଯୋଗଗୁରୁ ରାମଦେବଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ ତାଙ୍କର ଏହି ମନ୍ତବ୍ୟ ପ୍ରତ୍ୟାହାର କରନ୍ତୁ ବୋଲି ହର୍ଷ ବର୍ଦ୍ଧନ ରାମଦେବଙ୍କୁ ଅନୁରୋଧ କରିଛନ୍ତି । ଏଲୋପାଥି ଚିକିତ୍ସା…

ପ୍ରଥମ ଦିନିକିଆ: ହସରଙ୍ଗାଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ବାଂଲାଦେଶ ଠାରୁ ହାରିଲା ଶ୍ରୀଲଙ୍କା

ଢାକା: ତମିମ ଇକବାଲ ଏବଂ ମୁସଫିକର ରହିମଙ୍କ ଅର୍ଦ୍ଧଶତକ ପରେ ସ୍ପିନର ମେହେଦି ହସନ ମିରାଜଙ୍କ ଯାଦୁକରୀ ସ୍ପିନ ବୋଲିଂ ବଳରେ ରବିବାର ଅନୁଷ୍ଠିତ ପ୍ରଥମ ଦିନିକିଆରେ ବାଂଲାଦେଶ ୩୩ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ…

ଯୁବକଙ୍କୁ ଚାପୁଡ଼ା ମାରିଥିବା କଲେକ୍ଟରଙ୍କୁ ହଟାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ରାୟପୁର: ଜଣେ ଯୁବକଙ୍କୁ ଚାପୁଡ଼ା ମାରିବାରୁ ଛତିଶଗଡର ସୁରଗୁଜା ଡିଭିଜନର ସୁରଜପୁର ଜିଲ୍ଲାର କଲେକ୍ଟର ରଣବୀର ଶର୍ମାଙ୍କୁ ପଦରୁ ହଟାଯାଇଛି । ଲକଡାଉନ୍ ସମୟରେ ଔଷଧ କିଣିବା ପାଇଁ ଆସିଥିବା ଜଣେ ଯୁବକଙ୍କୁ ସେ ଚାପୁଡ଼ା ମାରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ…

ଆସାମ: ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୮ ଉଗ୍ରବାଦୀ ନିହତ

ଦିଫୁ: ନାଗାଲାଣ୍ଡ ସୀମାବର୍ତ୍ତୀ ଆସାମର ପଶ୍ଚିମ କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଡିମାସା ନ୍ୟାସନାଲ ଲିବରେସନ୍ ଆର୍ମି (ଡିଏନ୍ଏଲ୍ଏ) ର ଆଠ ଜଣ ଉଗ୍ରବାଦୀ ନିହତ ହୋଇଛନ୍ତି । ଏହାପୂର୍ବରୁ ଅନ୍ୟ ଦୁଇ ଉଗ୍ରବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇ ନ ଥିବାରୁ…

‘ଟୁଲକିଟ୍’ ମାମଲା: ସମ୍ବିତ ପାତ୍ରଙ୍କୁ ଛତିଶଗଡ ପୋଲିସର ନୋଟିସ୍

ରାୟପୁର: ଛତିଶଗଡ ପୋଲିସ 'ଟୁଲକିଟ୍' ମାମଲାରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନୋଟିସ ଜାରି କରିଛି। ତାଙ୍କୁ ମେ ୨୩ରେ ଅର୍ଥାତ୍ ଆଜି ଅପରାହ୍ନ ୪ଟାରେ ରାୟପୁରର ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନରେ ରିପୋର୍ଟ କରିବାକୁ କୁହାଯାଇଛି। କଂଗ୍ରେସର ଛାତ୍ର ସଂଗଠନ ଏନ୍ଏସଏୟୁଆଇ 'ଟୁଲକିଟ୍'…