କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୨୨ ତାରଖରେ ଲଘୁଚାପ ସମ୍ଭବନା, ୨୪ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବା ଅନୁମାନ
ଭୁବନେଶ୍ୱର- କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି । ୨୪ ତାରିଖ ସୁଦ୍ଧା ଲଘୁଚାପ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟାର ନାମ ରହିବ ୟସ । ଉତ୍ତର ଓଡିଶା ଦେଇ ପଶ୍ଚିମବଙ୍ଗ ଆଡକୁ ବାତ୍ୟା ୟସ ଗତି କରିବା ସମ୍ଭାବନା…