ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ: ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ…

ଛତ୍ରସାଲ ଷ୍ଟାଡିୟମ ହତ୍ୟା ମାମଲା: ସୁଶୀଲ କୁମାରଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଛତ୍ରସାଲ ଷ୍ଟାଡିୟମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ୨୩ ବର୍ଷୀୟ ରେସଲର ସାଗର ରାଣାଙ୍କ ହତ୍ୟା ପରେ ଫେରାର ଥିବା ଡବଲ୍ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ଦିଲ୍ଲୀର ରୋହିଣୀ କୋର୍ଟ ତାଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ…

ଦୁନିଆକୁ ଏକାଠି ଆସିଥିଲେ, ଏକାଠି ଚାଲିଗଲେ

ହାଇଦ୍ରାବାଦ: ଏକାଠି ଏହି ଦୁନିଆକୁ ଆସିଥିଲେ । ଏକାଠି ବିଦାୟ ନେଇଗଲେ । କୋଭିଡ୍‌ରେ ଆଗପଛ ହୋଇ ଚାଲିଗଲେ ଯାଆଁଳା ଭାଇ ଜୋଫ୍ରେଡ୍ ଓ ରାଲଫ୍ରେଡ୍ । ଉତ୍ତର ପ୍ରଦେଶର ମେରଟ୍ ସହରରୁ ଏଭଳି ଏକ ଦୁଃଖଦ ଖବର ଆସିଛି । ଜୋଫ୍ରେଡ୍ ଓ ରାଲଫ୍ରେଡ୍ ନା କେବଳ ଦେଖିବାକୁ ସମାନ, ଦୁହେଁ ସବୁ କାର୍ଯ୍ୟ…

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମମତା

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ତୁରନ୍ତ ବଦଳାଯାଉ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ସୁଶାସନ ପାଇଁ ରାଜ୍ୟପାଳଙ୍କୁ ହଟାଯିବା ଉଚିତ ବୋଲି ସେ କହିଛନ୍ତି । ନାରଦ ସ୍କାମ୍‌ରେ ସୋମବାର ସିବିଆଇ ରାଜ୍ୟର ଦୁଇ…

ସତର୍କତାର ସହ ଚାଲିଛି ରଥ ଯାତ୍ରା ପ୍ରସ୍ତୁତି

ସେ ବିଶ୍ଵନିୟନ୍ତା, ସେ ଜଗତର ନାଥ। କୌଣସି ମହାମାରୀ ଅଟକାଇ ପାରିବନି ତାଙ୍କ ମହାର୍ଘ୍ୟ କାର୍ଯ୍ୟ। କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ସେ, ଲକ୍ଷ ଲକ୍ଷ ଓଡ଼ିଆ ଯାହାକୁ ଭୋର ହେବା ମାତ୍ରକେ ଭକ୍ତିର ସହ ସ୍ମରଣ କରି ହାତ ଯୋଡ଼ନ୍ତି ତାଙ୍କର ବାର୍ଷିକ ଓ ପାରମ୍ପରିକ ଯାତ୍ରାକୁ ପୁଣି ଅଟକାଇ…

ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଭଗବାନ ସାହା: ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: କରୋନା ମହାସଙ୍କଟ ମଧ୍ୟରେ ଉତ୍ତର ପ୍ରଦେଶର ବିପର୍ଯ୍ୟୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ଆହ୍ଲାବାଦ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ବିଶେଷକରି ରାଜ୍ୟର ଛୋଟ ସହର, ଗ୍ରାମାଞ୍ଚଳ ଗୁଡିକରେ ଦୟନୀୟ ସ୍ୱାସ୍ଥ୍ୟସେବା ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଉତ୍ତର ପ୍ରଦେଶର…