କରୋନା ସଙ୍କଟ: ଭାରତରେ ଆଉ ୩.୧୧ ଲକ୍ଷ ସଂକ୍ରମିତ ଚିହ୍ନଟ, ୪୦୭୭ ମୃତ
ନୂଆଦିଲ୍ଲୀ: ଭାରତରେ ଗତ କିଛି ଦିନ ଧରି ଦୈନିକ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩,୧୧,୧୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ଗ୍ରାଫ୍ ସାମାନ୍ୟ ଖସୁଥିବା ବେଳେ ଦୈନିକ ମୃତ୍ୟୁସଂଖ୍ୟା କିନ୍ତୁ ଚିନ୍ତାଜନକ ରହିଛି । ଦିନକରେ ଏହି ରୋଗରେ ୪୦୭୭ ଲୋକ…