ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର – ଆଜି ପ୍ରକାଶ ପାଇବ ଏ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳ । ସଂଧ୍ୟା ୬ଟାରୁ ୨ଟି ୱେବସାଇଟ- bseodisha.ac.in , bseodisha.nic.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଏସଏମଏସ ମାଧ୍ୟମରେ ବି ପରୀକ୍ଷାଫଳ…

ନ୍ୟୁଜରୁମ୍ ଓଡିଶା : ସକାଳର ଖବର

ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ ଘରୋଇ ହସପିଟାଲକୁ ଆଉ କୋଭିଡ ଟିକା ଯୋଗାଇବେ ନାହିଁ ରାଜ୍ୟ ସରକାର ୮ଟି ଜିଲ୍ଲାରେ ଅକସିଜେନ ପ୍ଲାଂଟ୍ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, କୋରୋନାର ତୃତୀୟ ଲହର ପ୍ରତି ସତର୍କ ରହିବାକୁ ପରାମର୍ଶ ଆଇପିଏସ ସ୍ତରରେ ଅଦଳବଦଳ :…

ଘରୋଇ ହସପିଟାଲକୁ ଆଉ କୋଭିଡ ଟିକା ଯୋଗାଇବେ ନାହିଁ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟର ଘରୋଇ ହସପିଟାଲଗୁଡିକୁ ରାଜ୍ୟ ସରକାର ଆଉ ଟିକା ଯୋଗାଣ କରିବେ ନାହିଁ । ସରକାର ଟିକା କିଣି ଘରୋଇ ହସପିଟାଲଗୁଡିରକୁ ଯୋଗାଉ ଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ନୂଆ କୋଭିଡ ଟିକାକରଣ ନୀତି ପରେ ରାଜ୍ୟ ସରକାର ଆଉ ଘରୋଇ ହସପିଟାଲକୁ ଟିକା ଦେବେ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ…

ଜମ୍ମୁ-କାଶ୍ମୀର ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି, ଖୁବ୍‌ଶୀଘ୍ର ହେବ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଜମ୍ମୁ-କାଶ୍ମୀରର ୮ ରାଜନୈତିକ ଦଳର ୧୪ ନେତା ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ମୋଦି…

୮ଟି ଜିଲ୍ଲାରେ ଅକସିଜେନ ପ୍ଲାଂଟ୍ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, କୋରୋନାର ତୃତୀୟ ଲହର ପ୍ରତି ସତର୍କ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ Liquid Medical Oxygen ଓ PSA Plant ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହି ଜିଲ୍ଲାଗୁଡିକ ହେଲା – ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ରାୟଗଡା ଓ…

ଆଇପିଏସ ସ୍ତରରେ ଅଦଳବଦଳ : ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ, ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଂଚ ଏଡିଜି

ଭୁବନେଶ୍ୱର- ଆଇପିଏସ ସ୍ତରରେ ଅଦଳବଦଳ ହୋଇଛି । ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଂଚ ଏଡିଜି ଦାୟିତ୍ୱ ଦିଆଯାଇଛି । ସେ ପୋଲିସ ଗୃହ ନିର୍ମାଣ ନିଗମ ବିଭାଗର ଅତିରିକ୍ତ ଦାୟିତ୍ୱ ବି ତୁଲାଇବେ । ଲଳିତ ଦାସଙ୍କୁ…

ହାର୍ଡକୋର ନକ୍ସଲ ହରିଭୂଷଣର କରୋନାରେ ମୃତ୍ୟୁ, ମୁଣ୍ଡ ଉପରେ ଥିଲା ୪୦ ଲକ୍ଷ ଟଙ୍କା ପୁରସ୍କାର

ରାୟପୁର: ହାର୍ଡକୋର ନକ୍ସଲ ହରିଭୂଷଣର କରୋନାରେ ମୃତ୍ୟୁ ହୋଇଯାଇଛି। ସୋମବାର ରାତିରେ ଦକ୍ଷିଣ ବିଜାପୁର-ସୁକମା ଆନ୍ତଃ ଜିଲ୍ଲା ସୀମା ଅଞ୍ଚଳରେ କୋଭିଡ-୧୯ ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତା' ମୁଣ୍ଡ ଉପରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ସେ ତେଲେଙ୍ଗାନା ରାଜ୍ୟ କମିଟିର…

ଜୁଲାଇ ୩୧ ପୂର୍ବରୁ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ କରିବାକୁ ସବୁ ରାଜ୍ୟ ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜୁଲାଇ ୩୧ ପୂର୍ବରୁ ଦ୍ବାଦଶ ପରୀକ୍ଷା ଫଳ ଘୋଷଣା କରିବାକୁ ସମସ୍ତ ରାଜ୍ୟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜ୍ୟ ବୋର୍ଡଗୁଡିକ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଯୋଜନା ପ୍ରସ୍ତୁତ କରିବା ଉଚିତ…