ତିହାରରେ କେଜ୍ରିୱାଲଙ୍କୁ ଇନସୁଲିନ ଦିଆଗଲା

ନୂଆଦିଲ୍ଲୀ: ବ୍ଲଡ୍ ସୁଗାର ସ୍ତର ବୃଦ୍ଧି ପରେ ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇନସୁଲିନ୍ ଦିଆଯାଇଛି। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ର ଡାକ୍ତରଙ୍କ ପରାମର୍ଶ କ୍ରମେ କେଜ୍ରିୱାଲଙ୍କୁ ସୋମବାର ସନ୍ଧ୍ୟାରେ ଦୁଇ ଡୋଜ୍ ଇନସୁଲିନ୍…