ଏମଡିଏଚ୍-ଏଭରେଷ୍ଟ ମସଲା ବିବାଦ: ଦେଶରେ ବିକ୍ରି ହେଉଥିବା ସମସ୍ତ ମସଲା ଗୁଣ୍ଡର ମାନ ଯାଞ୍ଚ୍ କରାଯିବ

ନୂଆଦିଲ୍ଲୀ: ହଂକଂ ଓ ସିଙ୍ଗାପୁରରେ ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ୍ ଓ ଏଭରେଷ୍ଟର କିଛି ଉତ୍ପାଦ ଉପରେ କଟକଣା ଲଗାଯିବା ପରେ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଦେଶରେ ବିକ୍ରି ହେଉଥିବା ସମସ୍ତ ମସଲା ଗୁଣ୍ଡର ମାନ ଯାଞ୍ଚ୍ କରିବାକୁ ନିଷ୍ପତ୍ତି ନେଇଛି |…

‘ଯୋଡ଼ି ଶଙ୍ଖ’ ଚୟନ ପାଇଁ ଭୋଟରଙ୍କୁ ନବୀନଙ୍କ ନିବେଦନ

ଭୁବନେଶ୍ବର - ଭୋଟରଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍ । ଏଥର ନିର୍ବାଚନରେ 'ଯୋଡ଼ି ଶଙ୍ଖ' ବାଛିବାକୁ ଭୋଟରଙ୍କୁ ନବୀନଙ୍କ ନିବେଦନ। ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯୋଡ଼ି ଶଙ୍ଖ ଅର୍ଥାତ ବିଜେଡିର…