ଶ୍ରୀମନ୍ଦିରରେ ରକ୍ତଛିଟା ଯୋଗୁଁ ଶ୍ରୀଜିଉଙ୍କ ହେଲା ବଡ଼ ମହାସ୍ନାନ

ପୁରୀ - ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା ଦୃଷ୍ଟିଗୋଚର ହେବା ପରେ ମହାପ୍ରଭୁଙ୍କର ବଡ଼ମହାସ୍ନାନ କରାଯାଇଛି। ମଙ୍ଗଳ ଆଳତି ପୂର୍ବରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୫ଟା ୨୧ରେ ସିଂହଦ୍ଵାର ଖୋଲାଯିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ…

ଏପ୍ରିଲ ଶେଷ ସପ୍ତାହରୁ ରାଜ୍ୟରେ ବଢିବ ରାଜନୈତିକ ତାତି: ହେଭିୱଟଙ୍କ ସହ ହାଇଭୋଲଟେଜ ପ୍ରଚାର ପାଇଁ ତିନି ଦଳ ପ୍ରସ୍ତୁତ…

ଭୁବନେଶ୍ୱର - ଏପ୍ରିଲ ଶେଷ ସପ୍ତାହରେ ରାଜ୍ୟରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବ । ପ୍ରଚାର ମଇଦାନରେ ତିନି ପ୍ରମୁଖ ଦଳର ତାରକା ପ୍ରଚାରକଙ୍କୁ ଦେଖିବାକୁ ମିଳିବ । ମେ'୧୩ ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବର୍ତ୍ତମାନ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ପ୍ରଥମ…