କଡା କୋଭିଡ କଟକଣା ମଧ୍ୟରେ ହେବ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା, ଗାଇଡଲାଇନ ଜାରି କଲା ବିଏମସି
ଭୁବନେଶ୍ୱର- ଏ ଥର କଠୋର କୋଭିଡ କଟକଣା ମଧ୍ୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଆୟୋଜନ କରାଯିବ । ଧାର୍ମିକ ମହତ୍ତ୍ୱ ଦୃଷ୍ଟିରୁ ଶ୍ରୀଲିଙ୍ଗରାଜ ମନ୍ଦିର କର୍ତ୍ତୃପକ୍ଷଙ୍କ ଆବେଦନ ବିଚାର କରି ଭୁବନେଶ୍ୱର ମହାନଗର ନିଗମ ବିଏମସି ଚନ୍ଦନ ଯାତ୍ରା ଲାଗି ଅନୁମତି ପ୍ରଦାନ କରିଛି । କୋଭିଡ…