ନବୀନଙ୍କ ବଦାନ୍ୟତା : ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର : କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଅପ୍ରେଲରୁ ବ୍ୟବହାର କରିଆସୁଥିଲେ । ଏହାର ଭଡ଼ା ବାବଦ ଦେୟ ଦୁଇ କୋଟି…

ରାଜ୍ୟ ସରକାରଙ୍କ ସୁଚିନ୍ତିତ କୋଭିଡ୍ ମୁକାବିଲା: ଲକଡାଉନ୍ ଭିତରେ ବି ଜୀବନ ଜୀବିକାକୁ ଗୁରୁତ୍ବ, ଆଶ୍ବସ୍ତ ହେଲେ ପରିବା…

ସମ୍ବଲପୁର : କରୋନାର ପ୍ରଥମ ଲହରରେ ଓଡିଶା ସଫଳ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସିତ ହୋଇସାରିଛି । ଆଉ ଏବେ ଦ୍ବିତୀୟ ଲହରର ବି ସଫଳ ମୁକାବିଲା ଦିଗରେ ସବୁ ପ୍ରଚେଷ୍ଟା ଜାରି ରଖିଛି । ସଂକ୍ରମଣର ଭୟାବହତାକୁ ଦେଖି ରାଜ୍ୟ ସରକାର ଗତ ୫ ତାରିଖରୁ ରାଜ୍ୟରେ ୧୪ ଦିନିଆଁ ଲକଡାଉନ୍ ଘୋଷଣା…

କୋଭିଡ ସମୟରେ ମାନବିକତାର ଦୂତ

ପର କରିଦେଲା ପରିବାର। କରୋନା ସଂକ୍ରମଣର ଭୟ ଏତେ ଘାରିଲା ଯେ ପରିବାର ଲୋକ ମୃତଦେହ ଦେଖିଲେ ପଛେ ନେବାକୁ ପଛଘୁଞ୍ଚା ଦେଲେ । ଅଲୋଡ଼ା ହୋଇଗଲା ପାର୍ଥିବ ଶରୀର । ସମ୍ମାନର ସହ ଶେଷକୃତ୍ୟ ପାଇଁ ବେଶ୍ ଘାଣ୍ଟଚକଟ ହେବାକୁ ପଡିଲା। ଜୀବନ ବିକଳ ଭୟ ସତେଯେମିତି ମାନବିକତାକୁ ହିଁ ଶେଷ କରିଦେଲା। ହେଲେ…

ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ବନରାଜ ଭାଟିଆଙ୍କ ୯୩ ବର୍ଷ ବୟସରେ ପରଲୋକ

ମୁମ୍ବାଇ –ଜାତୀୟ ପୁରସ୍କାରପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ବନରାଜ ଭାଟିଆଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସେ ଅନେକ ଦିନ ହେଲା ଅସୁସ୍ଥ ଥିଲେ । ଅନେକ ହିନ୍ଦି କଳାତ୍ମକ ଫିଲ୍ମ, ଟିଭି ଧାରାବାହିକ ଓ ବିଜ୍ଞାପନ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇ…

ମୋଦିଙ୍କୁ ରାହୁଲଙ୍କ ଚିଠି: ସ୍ପଷ୍ଟ ରଣନୀତି ଅଭାବରୁ ଦେଶ ଆଜି ଲକ୍‌ଡାଉନ୍ ଦ୍ୱାରଦେଶରେ

ନୂଆଦିଲ୍ଲୀ: ଦେଶରେ ସାଂଘାତିକ କୋଭିଡ୍ ସ୍ଥିତି ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍ ସଙ୍କଟ ପାଇଁ ସେ କେନ୍ଦ୍ରକୁ ଦାୟୀ କରିଛନ୍ତି । କେନ୍ଦ୍ରର ବିଫଳତା ପାଇଁ କାରଣରୁ ଦେଶ ଆଜି ଲକ୍‌ଡାଉନ୍ ଦ୍ୱାରଦେଶରେ ପହଞ୍ଚିଛି ବୋଲି…

କାକଟପୁରରେ ଲୋକଙ୍କୁ ଜାଲ୍ କୋଭିଡ ଟେଷ୍ଟିଂ ରିପୋର୍ଟ ଦେଉଥିବା ପ୍ୟାଥୋଲୋଜି ଲ୍ୟାବ୍ ସିଲ୍

ଭୁବନେଶ୍ୱର- କୋରୋନା ମହାମାରୀ ଭଳି ସଂକଟ ମଧ୍ୟରେ ବି କିଛି ଲୋକେ ଅସାଧୁ ଉପାୟ ଅବଲମ୍ବନ କରିବାରେ ପଛାଉ ନାହାନ୍ତି । ଏଭଳି ଏକ ବିଷମ ପରିସ୍ଥିତିରେ ମଧ୍ୟ ସେମାନେ ଅନ୍ୟକୁ ଠକି, ଶୋଷଣ କରି ଫାଇଦା ନେବାରେ ହେଳା କରୁନାହାନ୍ତି । ପୁରୀ-କାକଟପୁର ଅଂଚଳରେ ଜାଲ୍ କୋଭିଡ ଟେଷ୍ଟିଂ ରିପୋର୍ଟ ଦେଇ…

ଆମକୁ କଡ଼ା ନିଷ୍ପତ୍ତି ନେବାକୁ ବାଧ୍ୟ କରନାହିଁ, ଅକ୍ସିଜେନ ସଙ୍କଟ ନେଇ ପୁଣି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ସଙ୍କଟର ସମାଧାନ କରିବାରେ କେନ୍ଦ୍ର ବିଫଳ ହୋଇଛି । ଏନେଇ ସୁପ୍ରିମକୋର୍ଟ ଆଜି ପୁଣିଥରେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଏହି ପ୍ରସଙ୍ଗରେ କଡ଼ା ନିଷ୍ପତ୍ତିି ନେବାକୁ ଆମକୁ ବାଧ୍ୟ କରନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ…

କେନ୍ଦ୍ର ଦ୍ୱାରା ଆଂବଟିତ ଟିକାର ସଠିକ ବ୍ୟବହାର ହୋଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ର ଦ୍ୱାରା ଆଂବଟିତ ଟିକାକୁ ସଠିକ୍ ଭାବେ ବ୍ୟବହାର କରାଯାଇଛି । ନଷ୍ଟ ଆଶଙ୍କାରେ ଆସୁଥିବା ଅତିରିକ୍ତ ଟିକାକୁ ମଧ୍ୟ ବ୍ୟବହାର କରାଯାଇଥିବା ମୁଖ୍ୟମନ୍ତ୍ରୀ…