Newsroom: Morning Headlines

PM Modi Speaks with CM Naveen Patnaik over COVID-19 Situation in Odisha Exempt GST on Purchase of COVID-19 Vaccine: Naveen to Centre Chattisa Nijog to Decide Whether Chandan Yatra to Be Held Outside Srimandir Naveen Wishes RS…

କରୋନା ଚେନ୍ ଭାଙ୍ଗିବାକୁ ରାଉରକେଲା ମହାନଗରବାସୀଙ୍କୁ ନିବେଦନ କଲେ କମିଶନର

ରାଉରକେଲା: କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସରକାର ରାଜ୍ୟରେ ଲକଡାଉନ୍ ଲାଗୁ କରିଛନ୍ତି। ତେଣୁ ଏହି ନିୟମକୁ ଠିକ ଭାବେ ପାଳନ କରି କୋଭିଡ୍ ମହାମାରୀ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଆଣିବା ଲାଗି ରାଉରକେଲା ମହାନଗରବାସୀଙ୍କୁ ଅନୁରୋଧ କରିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା। ଏହା ସହ…

ରାଜ୍ୟର କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟର କୋଭିଡ ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ତେଲେଙ୍ଗାନା, ଆନ୍ଧ୍ର, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ପୁଡୁଚେରୀ ଓ ଜାମ୍ମୁ ଓ…

ନାଟ୍ୟ ଜଗତରେ ବିରାଟ ଶୂନ୍ୟସ୍ଥାନ, ଚାଲିଗଲେ ନାଟ୍ୟଶ୍ରୀ ଡ. ପଞ୍ଚାନନ ମିଶ୍ର

ସମ୍ବଲପୁର : ଓଡିଶାର ନାଟ୍ୟ ଜଗତ ପାଇଁ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ମହାମାରୀ କରୋନାର ଶିକାର ହୋଇ ଚାଲିଗଲେ ନାଟ୍ୟ ଜଗତର ଅନ୍ୟତମ ପୁରୁଖା ଡ . ପଞ୍ଚାନନ ମିଶ୍ର । ମୃତ୍ୟୁ ବେଳକୁ ତଙ୍କୁ ୭୧ ବର୍ଷ ବୟସ ହେଉଥିଲା । ଓଡିଆ , ସମ୍ବଲପୁରୀ ସମେତ ବଙ୍ଗଳା , ହିନ୍ଦୀ , ସଂସ୍କୃତି ଏବଂ…

ଅନ୍ଧାରୁଆରେ ଟିକା ଉତ୍ପାଦନ କେନ୍ଦ୍ରର ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ୨୦୨୨ ଜୁନ୍ ସୁଦ୍ଧା…

ଭୁବନେଶ୍ୱର- ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ଟିକା ଉତ୍ପାଦନ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଭାରତ ବାୟୋଟେକ୍ ଏଠାରେ ଟିକା ଉତ୍ପାଦନ କରିବ । କୋରୋନା ସମେତ ୧୦ଟିରୋଗର ଟିକା ଏଠାରେ ଉତ୍ପାଦନ ହେବ । ନିର୍ମାଣ କାର୍ଯ୍ୟ ସରିଲେ ୨୦୨୨ ଜୁନ୍ ସୁଦ୍ଧା ଉତ୍ପାଦନ ଆରମ୍ଭ ପାଇଁ ଲକ୍ଷ୍ୟ…

ଖଲ୍ଲିକୋଟ କଲେଜ ହେଲା ଏକକ ବିଶ୍ୱବିଦ୍ୟାଳୟ: ଦକ୍ଷିଣ ଓଡ଼ିଶାକୁ ନବୀନଙ୍କ ଆଉ ଏକ ଶିକ୍ଷା ଉପହାର

ଲେଖକ : ପ୍ରତିଭା ନେପାକ କେବଳ ଅବିଭକ୍ତ ଗଞ୍ଜାମ ଜିଲ୍ଲା ନୁହେଁ, ବରଂ ସାରା ରାଜ୍ୟ ଏପରିକି ଦେଶର ଅନ୍ୟତମ ପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ମହାବିଦ୍ୟାଳୟ । ଦେଢ଼ଶହ ବର୍ଷରୁ ଅଧିକ ପ୍ରାଚୀନ ଏଇ ଶିକ୍ଷାନୁଷ୍ଠାନ ୧୮୫୬ ମସିହାରେ ଏକ ସ୍କୁଲ ଭାବେ ଆରମ୍ଭ ହୋଇ ପରେ ମହାବିଦ୍ୟାଳୟରେ…