ନିର୍ବାଚନ ସରିଲା, ତେଲ ଦର ପୁଣି ବଢିଲା
ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି କରାଯାଇଛି। ମଙ୍ଗଳବାର ପେଟ୍ରୋଲ ମୂଲ୍ୟ ୧୫ ପଇସା ଏବଂ ଡିଜେଲ ଲିଟର ପିଛା ୧୯ ପଇସା ବୃଦ୍ଧି ପାଇଛି। ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୫୫ ଟଙ୍କା ଏବଂ ଡିଜେଲ ୮୦.୯୧ ଟଙ୍କା…