କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ: ସୋସିଆଲ ମିଡିଆରେ କୋଭିଡ୍ ସମ୍ବନ୍ଧୀୟ ତଥ୍ୟ ଚାପି ଦିଆଗଲେ ଅଦାଲତ ଅବମାନନା…

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଅକ୍ସିଜେନ ଅଭାବ ଏବଂ ବ୍ୟବସ୍ଥାର ବିଫଳତା ପ୍ରସଙ୍ଗରେ ଶୁକ୍ରବାର ଦିନ ସୁପ୍ରିମକୋର୍ଟର ପୁଣି ଶୁଣାଣି ହୋଇଛି। କୋର୍ଟ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି, 'ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଯଦି ଜଣେ ନାଗରିକ ସୋସିଆଲ ମିଡିଆରେ ଅଭିଯୋଗ କରନ୍ତି…

ଜଣାଶୁଣା ଟିଭି ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ କରୋନାରେ ପରଲୋକ

ନୂଆଦିଲ୍ଲୀ: ଜଣାଶୁଣା ଟିଭି ସାମ୍ବାଦିକ ତଥା ଆଙ୍କର୍ ରୋହିତ ସର୍ଦ୍ଦାନାଙ୍କ କୋଭିଡ-୧୯ରେ ପରଲୋକ ହୋଇଯାଇଛି। ଜି ନ୍ୟୁଜ୍ ସଂପାଦକ ସୁଧୀର ଚୌଧୁରୀ ତାଙ୍କର ଅକାଳ ବିୟୋଗ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ରୋହିତ ସର୍ଦ୍ଦାନା ବହୁ ପୂର୍ବରୁ ଜି ମିଡିଆ ସହିତ ଜଡିତ ଥିଲେ। ସେ…

ମହାମାରୀ ମୁକାବିଲାରେ ପ୍ରଶାସନର ଆଉ ଏକ ବଳିଷ୍ଠ ପଦକ୍ଷେପ, କାର୍ଯ୍ୟକ୍ଷମ ହେଲା ସମ୍ବଲପୁର କୋଭିଡ୍ ହସପିଟାଲ

୨୪ ଘଣ୍ଟାରେ ୪୫ ରୋଗୀ ଭର୍ତ୍ତି ୨୦୦ ଶଯ୍ୟରୁ ୮୦ରେ ଆଇସିୟୁ ବ୍ୟବସ୍ଥା ସମ୍ବଲପୁର : କରୋନାର ପ୍ରଥମ ଲହର ପରି ଦ୍ବିତୀୟ ଲହରକୁ ସଫଳତାର ସହ ମୁକାବିଲା କରିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପୁରା ଦମ୍ ଲଗାଇ ଦେଇଛି । ଏହି ପରିପ୍ରେକ୍ଷୀରେ ବୁର୍ଲାରେ ୨ଟି କୋଭିଡ୍ ହସପିଟାଲରେ ମୋଟ୍ ୫୨୫…

କୋରୋନା ବିରୋଧୀ ଲଢେଇ : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାର ଦାନ

ଭୁବନେଶ୍ୱର – କୋରୋନା ବିରୋଧରେ ଲଢେଇ ଦୃଢୀଭୂତ କରିବାକୁ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ଆଗେଇ ଆସୁଛନ୍ତି । କୋରୋନା ବିରୋଧରେ ଚାଲିଥିବା ଲଢେଇରେ ସହାୟତା ପାଇଁ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛି । ବିଶ୍ୱବିଦ୍ୟାଳୟର…

କୋରୋନାରୁ ମୁକ୍ତି ପାଇଁ ପ୍ରାର୍ଥନା ସହ ଶ୍ରୀମନ୍ଦିରରେ ଦୀପଦାନ

ପୁରୀ – କୋରୋନା ମହାମାରୀରୁ ମୁକ୍ତି ପାଇଁ ପ୍ରାର୍ଥନା କରାଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦୀପଦାନ । ସାଂପ୍ରତିକ କୋଭିଡ ପରିସ୍ଥିତିରେ ସମସ୍ତ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ସମ୍ମୁଖରେ ଦୀପ ଦାନ ହୋଇଛି । ତିନଟି ଦୀପ ଦାନ କରି ନିର୍ଦ୍ଦିଷ୍ଟ ଭାବେ ଓଡିଶା, ଭାରତ…