କରୋନାରୁ ସୁସ୍ଥ ହେଲେ ମନମୋହନ ସିଂହ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନାରୁ ସୁସ୍ଥ ହୋଇଛନ୍ତି । ଗୁରୁବାର ତାଙ୍କୁ ହସ୍ପିଟାଲରୁ ଛାଡ଼ ମିଳିଛି । ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଏହି ୮୭ ବର୍ଷୀୟ କଂଗ୍ରେସ ନେତା ଏପ୍ରିଲ ୧୯ରେ କୋଭିଡ୍ ପଜିଟିଭ୍ ହୋଇଥିଲେ । ଏହାପରେ…