ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ : ନବୀନ

ଭୁବନେଶ୍ବର: ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ଗୋଟିଏ ଗୋଟିଏ ଜୀବନ ରକ୍ଷା ପାଇଁ ଆମେ ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର କୋଭିଡ ପରିସ୍ଥିତି ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ…

କୋଭିଡ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟ୍ : ଡବଲ୍ ମାସ୍କ ବ୍ୟବହାର ପାଇଁ ପରାମର୍ଶ, ନୂଆ ଭୂତାଣୁ ଦ୍ୱାରା ସବୁ…

ଭୁବନେଶ୍ୱର- ରାଜ୍ୟରେ ପ୍ରଥମ କୋରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ସଂକ୍ରମଣ ଅଧିକ ରହୁଛି । ଭୂତାଣୁ ଅଧିକ ସମୟ ବାୟୁମଣ୍ଡଳରେ ରହୁଥିବାରୁ ମାସ୍କର ସଠିକ୍ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର । କୋଭିଡ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପ୍ରେସ ମିଟ୍‌ରେ ଡାକ୍ତର…

କୋରୋନା ଆକ୍ରାନ୍ତ ଭାରତୀୟ ମହିଳା ହକି ଦଳର ସଦସ୍ୟ ଓ ଷ୍ଟାଫ୍‌ଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲଙ୍କ ସମେତ ୭ ଜଣ ଖେଳାଳି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦଳର ଦୁଇ ଜଣ ସପୋର୍ଟ ଷ୍ଟାଫ୍ ବି କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରି ସମସ୍ତଙ୍କ ଆଶୁ ଆରୋଗ୍ୟ ଓ…

କୋଭିଡ ନିୟନ୍ତ୍ରଣ ପାଇଁ ୧୨ ଓଏଏସ ଅଧିକାରୀଙ୍କୁ ପଶ୍ଚିମ ଓଡିଶାର ୫ଟି ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର- କୋରୋନା ମୁକାବିଲା ପାଇଁ ପଦକ୍ଷେପ ସ୍ୱରୂପ ୧୨ ଓଏଏସ ଅଧିକାରୀଙ୍କୁ ପଶ୍ଚିମ ଓଡିଶାର ୫ଟି ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ନୂଆପଡା ଜିଲ୍ଲା ପାଇଁ ଓଏଏସ ଅଧିକାରୀ ହେମନ୍ତ କୁମାର ସିଂହ, ବିବେକାନନ୍ଦ ସାହୁ ଓ ଶ୍ୱେତକୁମାର ଦାଶଙ୍କୁ ଦାୟିତ୍ୱ ଦିଆଯାଇଛି । ବଲାଙ୍ଗିର…

କୋଭିଡ୍‌-୧୯: ପିଏମ୍ କେୟାର୍ସ ଫଣ୍ଡ୍‌କୁ ଦାନକଲେ ଦଲାଇ ଲାମା

ଧର୍ମଶାଳା: କରୋନା ବିରୋଧରେ ଭାରତର ଲଢ଼େଇକୁ ସୁଦୃଢ଼ କରିବା ପାଇଁ ତିବ୍ଦଦୀୟ ଧର୍ମଗୁରୁ ଦଲାଇ ଲାମା ପିଏମ୍ କେୟାର୍ସ ଫଣ୍ଡ୍‌କୁ ଅର୍ଥ ଦାନ କରିଛନ୍ତି । ଏକ ବିବୃତିରେ ଦଲାଇ ଲାମା ଏନେଇ ଘୋଷଣା କରିଛନ୍ତି । ଦଲାଇ ଲାମା କହିଛନ୍ତି, ଭାରତ ସମେତ ପୂରା ବିଶ୍ୱରେ କୋଭିଡ୍‌-୧୯ ମହାମାରୀ…

ବାଜପେୟୀଙ୍କ ଝିଆରି ଓ ପୂର୍ବତନ ସାଂସଦ କରୁଣା ଶୁକ୍ଲାଙ୍କ କରୋନାରେ ଦେହାନ୍ତ

ରାୟପୁର : କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ କରୁଣା ଶୁକ୍ଲାଙ୍କ ପରଲୋକ ହୋଇଯାଇଛି । ସେ କରୋନାରେ ସଂକ୍ରମିତ ଥିଲେ ଏବଂ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୋମବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ଲା ପୂର୍ବତନ…