କୋଭିଡ-୧୯: ଭାରତକୁ ସହାୟତାର ହାତ ବଢାଇଲେ ପ୍ୟାଟ୍ କମିନ୍ସ, ‘ପିଏମ୍ କେୟାର୍ସ ପାଣ୍ଠି’କୁ ଦାନ କଲେ ୩୭…
ନୂଆଦିଲ୍ଲୀ: ସମଗ୍ର ଦେଶ ବର୍ତ୍ତମାନ କରୋନାର ଦ୍ବିତୀୟ ଲହରୀରେ କଲବଲ ହେଉଛି । ଦେଶର ସମସ୍ତ ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇଛି | ଅକ୍ସିଜେନ ଅଭାବରୁ କରୋନା ସଂକ୍ରମିତ ଲୋକମାନେ ପ୍ରାଣ ହରାଉଛନ୍ତି। ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲୀୟ ଷ୍ଟାର୍ ତଥା କୋଲକାତା ନାଇଟ୍…