ଭାରତରେ ପୁଣି ୩ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା, ୨୪ ଘଣ୍ଟାରେ ୩,୪୯ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ୨୭୬୭ ମୃତ

ନୂଆଦିଲ୍ଲୀ - କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭାରତକୁ କଲବଲ କରୁଛି । କ୍ରମାଗତ ଚତୁର୍ଥ ଦିନ ଧରି ଦେଶରେ ତିନି ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଆସିଛି । ଗତ ୨୪ ଘଣ୍ଟାରେ ପୁଣି ରେକର୍ଡ ୩୪୯,୬୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟୁଛି । ଏହି ରୋଗରେ…

ଏଥର ଆଂଶିକ ଭାବେ ଡିଏଚଏଚ ପାଲଟିବ କୋଭିଡ ହସପିଟାଲ

ଅଣ କୋଭିଡ ରୋଗୀଙ୍କ ଚିକିତ୍ସା ବ୍ୟାହତ ହେବନି ସମ୍ବଲପୁର: କରୋନାର କରାଳ ରୂପ ଦିନକୁ ଦିନ ବେକାବୁ ହେବାରେ ଲାଗିଛି । ରେଗୀ ସଂଖ୍ୟା ମାତ୍ରାଧିକ ବ୍ରୁଦ୍ଧି ପାଉଥିବାରୁ ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ମଧ୍ୟ ସୁଚିନ୍ତିତ ମୁକାବିଲାରେ ଲାଗି ପଡିଛନ୍ତି । ଏହି ପରିପ୍ରେଖିରେ ବୁର୍ଲା…

ରାଜ୍ୟରେ ୬ ହଜାର ୧୧୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୮୭୫, ସୁନ୍ଦରଗଡରୁ ୭୮୫, ନୂଆପଡାରୁ ୪୩୦

ଭୁବନେଶ୍ୱର- ଓଡିଶାରେ ଗତ ୨୪ ଘଂଟା ମଧ୍ୟରେ ୬ ହଜାର ୧୧୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାର ୫୪୬ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୫୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୫, ସୁନ୍ଦରଗଡରୁ ୭୮୫, ନୂଆପଡାରୁ ୪୩୦, କଟକରୁ ୩୪୩, ଯାଜପୁରରୁ…

ରାଷ୍ଟ୍ର ପ୍ରତି ସମ୍ବଲପୁର ପୁଲିସର ପ୍ରତିବଦ୍ଧତା

୩ ରାଜ୍ୟକୁ ପରିବହନ ହେଉଥିବା ଅକ୍ସିଜେନ୍ ଟ୍ୟାଙ୍କରକୁ ନିରଙ୍କୁଶ ରାସ୍ତା ଦେଲା ପୁଲିସ ସମ୍ବଲପୁର: ରାଷ୍ଟ୍ର ପ୍ରତି ନିଜର ପ୍ରତିବଦ୍ଧତାର ପ୍ରମାଣ ଦେଇଛି ସମ୍ବଲପୁର ପୁଲିସ । ଓଡିଶାରୁ ୩ଟି ରାଜ୍ୟକୁ ଯୋଗାଣ ହେଉଥିବା ଅକ୍ସିଜେନ୍ ଟ୍ୟାଙ୍କରକୁ ଜିଲ୍ଲା ସୀମା ଯାଏ ଏକ୍ସକର୍ଟ କରି ନିରଙ୍କୁଶ…

ରାଜ୍ୟ ସରକାରଙ୍କୁ ଡୋଜ୍ ପିଛା ୬୦୦ ଓ ଘରୋଇ ହସ୍ପିଟାଲ ମାନଙ୍କୁ ୧୨୦୦ ଟଙ୍କାରେ ମିଳିବ ‘କୋଭାକ୍ସିନ୍’…

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ 'କୋଭାକ୍ସିନ୍' ଟିକାର ଦର ଘୋଷଣା କରିଛି | କମ୍ପାନୀ କହିଛି ଯେ ରାଜ୍ୟ ସରକାରଙ୍କ ପାଇଁ ଡୋଜ ପିଛା ୬୦୦ ଟଙ୍କା ଏବଂ ଘରୋଇ ହସ୍ପିଟାଲକୁ ଡୋଜ ପିଛା ୧୨୦୦ ଟଙ୍କାରେ ଟିକା ଦିଆଯିବ। ଭାରତ ବାୟୋଟେକ କହିଛି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ…

ପରିବର୍ତ୍ତିତ ଓ ପ୍ରଭାବୀ ଓଡ଼ିଶାର ନେତା ନବୀନ, ଯୋଗାଇଦେଲେ ସଞ୍ଜିବନୀ

ଲେଖକ : ପ୍ରତିଭା ନେପାକ ୧୯୯୯ ମହାବାତ୍ୟାର ଯନ୍ତ୍ରଣା ଯେଉଁମାନେ ଭୋଗିଥିବେ, ସେମାନେ କେବେ ବି ସେ ଦୁଃଖକଷ୍ଟକୁ ଭୁଲି ପାରିବେନି। ଚାରିଆଡ଼େ ଧ୍ବଂସର ତାଣ୍ଡବଲୀଳା ଖେଳି ଯାଇଥିଲା। ଯୁଆଡ଼େ ଦେଖ ମୃତଶରୀର, ସେ ମଣିଷ ହୁଅନ୍ତୁ କି ପଶୁ ପକ୍ଷୀ। ଉଜୁଡ଼ି ଯାଇଥିଲା ମୁଣ୍ଡ ଉପରର ଛାତ।…