ସାବାଳକଙ୍କ ଟିକାକରଣ ପାଇଁ ରାଜ୍ୟରେ ଟିକା କେନ୍ଦ୍ର ବୃଦ୍ଧି କରାଯିବ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ୫୩ ଲକ୍ଷ ୯ ହଜାର ୭୯୪ ଲୋକଙ୍କୁ ଟିକା ଦିଆଗଲାଣି । ଗତକାଲି ୧୦ ଲକ୍ଷ ୨ ହଜାର ୪୦୭ ଜଣଙ୍କୁ ଟିକା ଦିଆଯାଇଥିଲା । ଆଜି ରାଜ୍ୟର ୭୫୦ କେନ୍ଦ୍ରରେ ଚାଲିଛି କୋଭିଡ ଟିକାକରଣ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି…

ସ୍ଥିତିକୁ ଦେଖି ଜୁନ୍ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ବାବଦରେ ନିଷ୍ପତ୍ତି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର- ମାଟ୍ରିକ ପରୀକ୍ଷା ବାତିଲ ହେଉ ବୋଲି କାହାର ବି ଇଛା ନ ଥିଲା । ପରୀକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ତେବେ, ପରିସ୍ଥିତି ଯୋଗୁଁ ହିଁ ପରୀକ୍ଷାକୁ ବାତିଲ କରିବାକୁ ପଡିଲା ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଯୁକ୍ତ ଦୁଇ ପରୀକ୍ଷା…

ଦିଲ୍ଲୀକୁ ଅକ୍ସିଜେନ ଯୋଗାଇବ ଓଡିଶା, ନବୀନ ସରକାରଙ୍କ ବଦାନ୍ୟତାକୁ କେଜ୍ରିୱାଲଙ୍କ ପ୍ରଶଂସା

ନୂଆଦିଲ୍ଲୀ - କୋଭିଡ ମହାମାରୀ ଯୋଗୁଁ ଦିଲ୍ଲୀରେ ସଂଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ରୋଗୀଙ୍କ ପାଇଁ ଅକ୍ସିଜେନ୍‌ର ଉତ୍କଟ ଅଭାବ ଦେଖାଦେଇଛି । ଏଭଳି ଏକ ଦୁଃସ୍ଥିତିରେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ୍ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ଓଡିଶା ସରକାର । ଓଡିଶା ଦିଲ୍ଲୀକୁ ଅକ୍ସିଜେନ…

ହରିୟାଣା: ସ୍ବାସ୍ଥ୍ୟ କେନ୍ଦ୍ରରୁ ୧୭୧୦ ଟିକା ଡୋଜ୍ ଚୋରି

ଜିନ୍ଦ: କରୋନା ଟିକା ଅଭାବ ଅଭିଯୋଗ ମଧ୍ୟରେ ଏବେ ଟିକା ଚୋରି ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଏବେ ହରିୟାଣାର ଜିନ୍ଦ ସ୍ଥିିତ ଏକ ସ୍ବାସ୍ଥ୍ୟ କେନ୍ଦ୍ରରୁ ୧୭୧୦ ଟିକା ଡୋଜ ଚୋରି ହୋଇଯାଇଛି। ହରିୟାଣାରେ ଟିକା ଚୋରିର ଏହା ପ୍ରଥମ ଘଟଣା। ଏହାପୂର୍ବରୁ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ…

ଓଡିଶାରେ ୯୦ ପ୍ରତିଶତ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ବର୍ତ୍ତମାନ ୯୦ ପ୍ରତିଶତ କୋରୋନା ଆକ୍ରାନ୍ତ ଲୋକ ହୋମ୍ ଆଇସୋଲେସନରେ ଅଛନ୍ତି । ୫ରୁ ୬ ପ୍ରତିଶତ ଆକ୍ରାନ୍ତ ଆଇସିୟୁରେ ଅଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସଂକ୍ରମଣ ବଢୁଥିଲେ ବି ରାଜ୍ୟରେ ମୃତ୍ୟୁ ସଂଖ୍ୟା କମ୍ ରହିଛି ବୋଲି…

ସୀତାରାମ ୟେଚୁରୀଙ୍କ ପୁତ୍ର ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର-କୋରୋନାରେ ବରିଷ୍ଠ ସିପିଏମ ନେତା ସୀତାରାମ ୟେଚୁରୀଙ୍କ ପୁଅ ଆଶିଷ ୟେଚୁରୀଙ୍କ ପରଲୋକ ହୋଇଯାଇଛି । ଆଶିଷଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୀତାରାମ ୟେଚୁରୀଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସାହସର ସହ…