କରୋନା ଆକ୍ରାନ୍ତ ଭାଇଙ୍କୁ ବେଡ୍ ଦେବା ପାଇଁ ଟ୍ବିଟ୍ କରି ସାହାଯ୍ୟ ମାଗିଲେ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ, ପରେ ଦେଲେ…

ନୂଆଦିଲ୍ଲୀ - ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଥିବା ବେଳେ ହସ୍ପିଟାଲରେ ରୋଗୀଙ୍କ ପାଇଁ ବେଡ୍ ଓ ଅକ୍ସିଜେନର ଅଭାବ ଚିନ୍ତା ବଢାଇ ଦେଇଛି । ଦେଶରେ କୋଭିଡ୍ ସ୍ଥିତି କେତେ ଶୋଚନୀୟ ହୋଇପଡିଛି ତାହା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ…

ଜେଇଇ ମେନ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ ବିଗୁଡୁଥିବା କରୋନା ସ୍ଥିତି ଦୃଷ୍ଟିରୁ ଜେଇଇ (ମେନ୍) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଚଳିତ ବର୍ଷ ଏପ୍ରିଲ ୨୭, ୨୮ ଏବଂ ୩୦ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏବେ ଏହି ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) କହିଛି ଯେ…

ଜାତୀୟ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ସିବଲଙ୍କ ଅପିଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତୀୟ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିବାକୁ ଅପିଲ କରିଛନ୍ତି। ଦ୍ରୁତ ଗତିରେ ବଢୁଥିବା କୋଭିଡ-୧୯ ମାମଲାକୁ ଦୃଷ୍ଟିରେ ରଖି ପୂର୍ବତନ କେନ୍ଦ୍ର ମନ୍ତ୍ରୀ…

ନେରେଡି ବ୍ୟାରେଜ ପ୍ରକଳ୍ପ ନିର୍ମାଣ ରେ ସହଯୋଗ ଅନୁରୋଧ କରି ନବୀନଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର- ନେରେଡି ବ୍ୟାରେଜ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସହଯୋଗ ପାଇଁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଏଥିପାଇଁ ଆଲୋଚନା କରିବାକୁ ଏକ ତାରିଖ ସ୍ଥିର କରିବା ପାଇଁ ନବୀନଙ୍କୁ ଅନୁରୋଧ କରିଛନ୍ତି ଜଗନ ।…

ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବା ମନା

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ି ବା ମନା ହୋଇଛି । କୋଭିଡ ମୁକାବିଲା ପାଇଁ ଏହି ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ଜରୁରୀ କାମ ଥିଲେ ବିଭାଗୀୟ ଅନୁମତି ଦରକାର । କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜିଲ୍ଲା ଜରୁରୀକାଳୀନ ବିଭାଗ…

ବୁର୍ଲାରେ ଆଉ ୨ କୋଭିଡ ହସପିଟାଲ ଯୋଜନା, ମୋଟ୍ ୪ଟି କୋଭିଡ ହସପିଟାଲରେ ହେବ ଚିକିତ୍ସା

ସମ୍ବଲପୁର: କରୋନାର ଦ୍ବିତୀୟ ଲହର କଳ୍ପନା ବାହାରକୁ ଚାଲିଗଲାଣି । ଏହା ଭୟଙ୍କର ରୂପ ଧାରଣ କରିସାରିଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରାଣମୁର୍ଛା ଉଦ୍ୟମ ଚଲାଇଛନ୍ତି । ସାଂପ୍ରତିକ ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଗତବର୍ଷ ଠାରୁ ୫ ଗୁଣ ଅଧିକ କୋଭିଡ ହସପିଟାଲ ଖୋଲିବାକୁ…