ରାଜ୍ୟରେ ୩ ହଜାର ୬୬୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ପଜିଟିଭ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟାରେ ୩ ହଜାର ୬୬୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୧୨୭ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୫୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୭ ଶହ ଟପିଛି ଦୈନିକ ସଂକ୍ରମଣ ସଂଖ୍ୟା । ଦିନକରେ ଏହି ଜିଲ୍ଲାରୁ ସର୍ବାଧିକ…

ଆଇପିଏଲ୍: ହାଇଦ୍ରାବାଦର ହ୍ୟାଟ୍ରିକ୍ ପରାଜୟ, ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ୧୩ ରନରେ ପରାସ୍ତ

ଚେନ୍ନାଇ - ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ପରାଜୟ ଧାରା ଜାରି ରହିଛି । ଦଳ ପୁଣିଥରେ ଏକ ମାମଲି ଟାର୍ଗେଟର ପିଛା କରିବାକୁ ଯାଇ ଝୁଣ୍ଟିଛି । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଲୋ’ସ୍କୋରିଂ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୧୩ ରନରେ…

କୁମ୍ବମେଳା ତୀର୍ଥଯାତ୍ରୀଙ୍କ ଉପରେ ବର୍ଷିଲେ ମୁମ୍ବାଇ ମେୟର, କହିଲେ କୁମ୍ଭରୁ ଫେରି ‘କରୋନା ପ୍ରସାଦ’…

ନୂଆଦିଲ୍ଲୀ: କୋଭିଡ୍-୧୯‌ର ଦ୍ୱିତୀୟ ଲହରୀ ମଧ୍ୟରେେ କୁମ୍ବମେଳାକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ଉପରେ ବର୍ଷିଛନ୍ତି ମୁମ୍ବାଇ ମେୟର । ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି ଯେ ଉତ୍ତରାଖଣ୍ଡର ହରିଦ୍ୱାର କୁମ୍ବରୁ ଫେରୁଥିବା ସାଧୁ ଓ ତୀର୍ଥଯାତ୍ରୀମାନେ ଯେଉଁ ସବୁ ରାଜ୍ୟକୁ ଯିବେ,…