Odiaମେ’ ୫ ପରଠୁ ତାତିରୁ ମିଳିବ ତ୍ରାହି
ଭୁବନେଶ୍ୱର – ମେ’ ୫ ପରେ ରାଜ୍ୟରେ ଅସହ୍ୟ ତାତିରୁ ମିଳିବ ତ୍ରାହି । ଆଶ୍ୱସ୍ତି ଆଣିବ କାଳବୈଶାଖୀ। ଚଳିତମାସ ୫ ତାରିଖ ପରଠାରୁ ତାତି କମିବା ସମ୍ଭାବନା ରହିଛି। ଏନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଏହିମାସ ୫ ପରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ହ୍ରାସ ପାଇପାରେ। ରାଜ୍ୟରେ ଆଗାମୀ ୭ ଦିନ ଯାଏଁ ଘଡଘଡି ସହ ଝଡ ବର୍ଷା [...]
Odiaଆଜି ବି ଜାରି ରହିବ ଗ୍ରୀଷ୍ମ ପ୍ରକୋପ : ହିଟୱେଭ୍ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଆଜି ମଧ୍ୟ ଜାରି ରହିବ । ହିଟୱେଭ୍ ନେଇ ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ନୟାଗଡ଼, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ଝାରସୁଗୁଡ଼ାରେ ଭୀଷଣ ତାତି ଅନୁଭୂତ ହେବ । ସେହିପରି ୧୧ ଜିଲ୍ଲାକୁ ଦିଆଯାଇଛି ୟେଲୋ ମଧ୍ୟ ଜାରି କରାଯାଇଛି। ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ [...]
Odiaଆଜି ବିଭିନ୍ନ ହାଇପ୍ରୋଫାଇଲ୍ ଆସନରେ ହେଭିୱେଟ୍ ନେତା କରିବେ ପ୍ରାର୍ଥିପତ୍ର ଦାଖଲ
ଭୁବନେଶ୍ୱର -ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଆଜି ବିଭିନ୍ନ ଦଳର ହେଭିୱଟ ପ୍ରାର୍ଥୀ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ।ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ୱଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବରୁ ଏହି ଆସନ ପାଇଁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗତ ୩୦ ତାରିଖରେ ନାମାଙ୍କନ ଦାଖଲ କରିସାରିଛନ୍ତି। ମେ’ ୨୫ରେ ସମ୍ବଲପୁର ଲୋକସଭା ଆସନ ପାଇଁ ମତଦାନ [...]
Odiaଆଜି କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମଧ୍ୟାହ୍ନରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ। ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବେ। ହିଞ୍ଜିଳି ଆସନ ପାଇଁ ମୁଖ୍ୟମନ୍ତ୍ରୀ ଏପ୍ରିଲ ୩୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ହିଞ୍ଜିଳିରୁ ଷଷ୍ଠ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି ନବୀନ । ୨୦୧୯ରେ ନବୀନ ହିଞ୍ଜିଳି [...]
Odiaକେସିଆରଙ୍କ ଉପରେ ପ୍ରଚାର କଟକଣା
ନୂଆଦିଲ୍ଲୀ: ଆପତ୍ତିଜନକ ବୟାନ ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ସଭାପତି ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଶନ ଆସନ୍ତା ଦୁଇ ଦିନ ପାଇଁ କେସିଆରଙ୍କୁ ନିର୍ବାଚନ ପ୍ରଚାର କରିବାରୁ ବାରଣ କରିଛନ୍ତି। କଂଗ୍ରେସ ବିରୋଧରେ ଆପତ୍ତିଜନକ ବୟାନ ମାମଲାରେ କେସିଆରଙ୍କ ଉପରେ ଏହି କଟକଣା ଲାଗିଛି । କେସିଆରଙ୍କ ଉପରେ ଏହି ନିଷେଧାଦେଶ ଆଜି ରାତି ୮ଟାରୁ ଲାଗୁ ହେବ, ଯାହା [...]
ଛତ୍ରପୁରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସରଗରମ ନିର୍ବାଚନ ପ୍ରଚାର : କହିଲେ ଠକମାନଙ୍କୁ ଜେଲ୍ ପଠାଇବେ ଗଞ୍ଜାମବାସୀ
ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଛତ୍ରପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର୍ କରି ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ବେହେରାଙ୍କୁ ୯୫ ପ୍ରତିଶତ ଭୋଟ ଦେଇ ଜିତାଇବା ପାଇଁ ସେ ଅନୁରୋଧ କରିଛନ୍ତି। ବିରୋଧୀ ଦଳଙ୍କୁ ଶାଣିତ ଆକ୍ରମଣ କରି ସେ କହିଲେ ଯେ, ଠକମାନଙ୍କ ସ୍ଥାନ ଜେଲରେ। ଗଞ୍ଜାମବାସୀ କେବେ [...]
ତାତିରୁ ନାହିଁ ନିସ୍ତାର: ୪୫ ଡିଗ୍ରୀ ସହ ତାଳଚେର ଉତ୍ତପ୍ତ ସହର , ୧୫ ସହରରେ ତାପମାତ୍ରା ୪୩ ଉପରେ
ଭୁବନେଶ୍ୱର – ଆଜି ବି ରାଜ୍ୟରେ ଭୀଷଣ ଗ୍ରୀଷ୍ମ ତାତି ଅନୁଭୂତ ହୋଇଛି। ଅପରାହ୍ନରେ କାଳବୈଶାଖୀ ବର୍ଷା କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ କରିଛି । ୧୫ ସହରରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଥିବା ବେଳେ ଆଜି ତାଳଚେର ପାଲଟିଛି ରାଜ୍ୟର ଉତ୍ତପ୍ତ ସହର । ଏଠାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବୋୖଦ୍ଧ ଓ ଟିଟିଲାଗଡରେ ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ [...]
Odiaଯୌନ ନିର୍ଯାତନା ଭିଡ଼ିଓ ବିବାଦ ନେଇ ମୁହଁ ଖୋଲିଲେ ପ୍ରଜ୍ଜ୍ବଳ ରେଭାନ୍ନା, କହିଲେ ଏମିତି
ବେଙ୍ଗାଲୁରୁ: ଯୌନ ନିର୍ଯାତନା ଭିଡିଓ ବିବାଦ ନେଇ କର୍ଣ୍ଣାଟକର ହାସନ ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନା ପ୍ରଥମ ଥର ମୁହଁ ଖୋଲିଛନ୍ତି। ପ୍ରଜ୍ବଳ ରେଭାନ୍ନାଙ୍କ ଅନେକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ବହୁ ମହିଳା ଓ ଯୁବତୀମାନଙ୍କୁ ବ୍ଲାକମେଲିଂ କରି ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ତାଙ୍କର ଏଭଳି ଵହୁ ଅଶ୍ଲୀଳ ଭିଡ଼ିଓ ଭାଇରାଲ ହେବା ପରେ ପ୍ରଜ୍ବଳ ଦେଶ ଛାଡ଼ି ଜର୍ମାନୀ ପଳାଇଛନ୍ତି। ତାଙ୍କ ଯୌନ ନିର୍ଯାତନା ଭିଡ଼ିଓ ବିବାଦ ମଧ୍ୟରେ ପ୍ରଜ୍ବଳ [...]
Odiaପ୍ରଜ୍ବଳ ରେଭାନ୍ନାଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସିଦ୍ଧରମୈୟା
ବେଙ୍ଗାଲୁରୁ: କର୍ଣ୍ଣାଟକର ହାସନ ସାଂସଦ ତଥା ଜନତା ଦଳ (ସେକ୍ୟୁଲାର) ନେତା ପ୍ରଜ୍ବଳ ରେଭାନ୍ନାଙ୍କ ଯୌନ କେଳେଙ୍କେରୀ ଭିଡ଼ିଓ ସାମ୍ନାକୁ ଆସିବା ପରେ ଏହି ମାମଲାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଏହି ମାମଲା ନେଇ କଂଗ୍ରେସ ଓ ଜେଡିଏସ୍-ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ମାମଲାରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ପ୍ରଜ୍ବଳ ରେଭାନ୍ନାଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବାକୁ କେନ୍ଦ୍ର ବୈଦେଶିକ [...]
Odiaଟୁଇନ୍ ସିଟିରେ କାଳବୈଶାଖୀ ବର୍ଷା ଆଣିଲା ଅସହ୍ୟ ତାତିରୁ ଆଶ୍ୱସ୍ତି
ଭୁବନେଶ୍ୱର – ବେଶ୍ କିଛି ଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଥିବା ଭୁବନେଶ୍ୱର ଓ କଟକ ବାସୀଙ୍କୁ ଆଜି କାଳବୈଶାଖୀ ସାମାନ୍ୟ ଆଶ୍ୱସ୍ତି ଆଣିଛି । ଅପରାହ୍ନରେ କାଳବୈଶାଖୀ ବର୍ଷାରେ ଭିଜିଛି ଟୁଇନ ସିଟି । ଅସହ୍ୟ ତାତି ଥିବା ବେଳେ ସାଢେ ୨ଟା ପରେ ଉଭୟ ସହରରେ ବର୍ଷା ଆରମ୍ଭ ହୋଇଯାଇଥିଲା । ବର୍ଷା ସହ କେତେକ ସ୍ଥାନରେ କୁଆପଥର ବୃଷ୍ଟି ବି ହୋଇଛି । ହିଟୱେଭ ଦୃଷ୍ଟିରୁ ଆଜି ପାଇଁ କଟକକୁ [...]
