Odiaଉତ୍କଳରେ ରାମ ଉପାସନା
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଉତ୍କଳୀୟଙ୍କ ଧର୍ମଧାରଣାରେ ଏକ ପ୍ରମୁଖ ସ୍ଥାନର ଅଧିକାରୀ l ଉତ୍କଳର ବିଭିନ୍ନ ସ୍ଥାନରେ ବହୁ ପୁରାତନ ରଘୁନାଥଜୀଉ ମନ୍ଦିରମାନ ପ୍ରତିଷ୍ଠିତ ହୋଇ ଉତ୍କଳୀୟଙ୍କ ରାମଭକ୍ତିର ପରାକାଷ୍ଠା ପ୍ରତିପାଦନ କରୁଛି l କୋଟି ଓଡ଼ିଆର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉତ୍ସବ ବିଗ୍ରହଙ୍କ ବିଜେ ଆସ୍ଥାନ ଦକ୍ଷିଣ ଘରେ ବିରାଜିତ କମନୀୟ କୋଦଣ୍ଡଧାରୀ ଅଷ୍ଟଧାତୁ ରାମବିଗ୍ରହ ଅନନ୍ୟ l ଓଡ଼ିଶାର ପ୍ରସିଦ୍ଧ ରାମଉପାସନାର କ୍ଷେତ୍ର ରୂପେ ନୟାଗଡ଼ ଓଡ଼ଗାଁ ବିଜେ ଶ୍ରୀରଘୁନାଥଜୀଉ ସର୍ବଜନବିଦିତ l ଏଠାରେ [...]
Odiaଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ଜବ ଲଗି ଜିଔଂ କହଉଁ କର ଜୋରୀ । ତବ ଲାଗି ଜନି କଛୁ କହସି ବହୋରୀ॥ ଫିରି ପଛିତୈହସି ଅଂତ ଅଭାଗୀ। ମାରସି ଗାଇ ନହାରୂ ଲାଗୀ ॥ ଭାବାର୍ଥ :- ରାଜା ଦଶରଥ କହିଲେ, ମୁଁ ହାତ ଜୋଡି କହୁଛି କି ଯେପର୍ଯ୍ୟନ୍ତ ମୁଁ ବଞ୍ଚିଛି, ସେ ପର୍ଯ୍ୟନ୍ତ ତୁମେ ମୋତେ କିଛି କହିବ ନାହିଁ । ଆରେ ଅଭାଗିନୀ ! ସାମାନ୍ୟ ଧନୁର ଡୋରି ପାଇଁ ଖଣ୍ଡେ [...]
Odiaଗୀତା ଉପଦେଶ: ବାସ୍ତବରେ ଭଗବାନଙ୍କର ଦୀପ୍ତି ଅସୀମ ଅଟେ, ଏହାକୁ ସୂର୍ଯ୍ୟଙ୍କର ଦୀପ୍ତି ଦ୍ୱାରା ମାପି ହେବ ନାହିଁ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ମହାଭାରତ ଯୁଦ୍ଧ ରେ ନିଜର ବିଶ୍ଵରୂପ ଦର୍ଶନ କରାଉଛନ୍ତି।ଅର୍ଜୁନ ଦେଖୁଛନ୍ତି :- ଦିବି ସୂର୍ଯ୍ୟସହସ୍ରସ୍ୟ ଭବେଦ୍ୟୁଗପଦୁତ୍ଥିତା । ଯଦି ଭାଃ ସଦୃଶୀ ସା ସ୍ୟାଦ୍ଭାସସ୍ତସ୍ୟ ମହାତ୍ମନଃ ।।୧୨।। ଅର୍ଥାତ୍ ;- ସଞ୍ଜୟ ବର୍ତ୍ତମାନ ବିଶ୍ୱରୂପର ଦୀପ୍ତି ବର୍ଣ୍ଣନା କରୁଛନ୍ତି । ଏହାର ଉଜ୍ଜ୍ୱଳମୟ କାନ୍ତି ସମ୍ବନ୍ଧରେ ସାମାନ୍ୟ ଧାରଣା ଦେବା ପାଇଁ, ସେ ଏହାକୁ ମଧ୍ୟାହ୍ନ ଆକାଶରେ ଏକ ସଙ୍ଗେ ଏକ ହଜାର ସୂର୍ଯ୍ୟ ପ୍ରଜ୍ଜ୍ୱଳିତ ହେବାର କାନ୍ତି ସହିତ ତୁଳନା କରୁଛନ୍ତି [...]
Odiaବିଜେପି ଛାଡିଥିବା ନେତା କଂଗ୍ରେସର କାକଟପୁର ଆସନରୁ ପ୍ରାର୍ଥୀ
ଭୁବନେଶ୍ବର – କାକଟପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ବିଶ୍ୱଭୂଷଣ ଦାସଙ୍କୁ କାକଟପୁର ଆସନରେ ପ୍ରାର୍ଥୀ କରିଛି ଦଳ । ବିଶ୍ୱଭୂଷଣ ଦାସ ୨୦୧୯ ନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଥିଲେ । ଗତ ନିର୍ବାଚନରେ ସେ ୩୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ହେଲେ ଏଥର ବିଜେପି ତାଙ୍କୁ ଟିକଟ ନଦେବାରୁ ସେ କଂଗ୍ରେସର ହାତ ଧରିଥିଲେ ।
Odiaବିଜେଡ଼ିରେ ମିଶିଲେ ମୋହନା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ
ଭୁବନେଶ୍ବର – ମୋହନା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ବାସନ୍ତୀ ମଲ୍ଲିକ। ବାସନ୍ତୀଙ୍କୁ ଉପଢୌକନ ଦେଇ ଦଳକୁ ସ୍ଵାଗତ କରିଥଲେ ସସ୍ମିତ ପାତ୍ର । ବାସନ୍ତୀ ମଲ୍ଲିକଙ୍କ ଯୋଗଦାନ ଫଳରେ ବିଶେଷକରି ମୋହନା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ସସ୍ମିତ ପାତ୍ର କହିଥିଲେ। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି [...]
Odiaମୋହନା ଓ ଚିକିଟିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର : ଦଳୀୟ ପ୍ରାର୍ଥୀଙ୍କୁ ରେକର୍ଡ ବ୍ୟବଧାନରେ ଜିତାଇବାକୁ ଆହ୍ୱାନ
ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଆଜି ସେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧୀନସ୍ଥ ମୋହନା ଓ ଚିକିଟି ବିଧାନସଭା ଅଞ୍ଚଳ ଗସ୍ତ କରି ଦଳୀୟ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗୋ ଓ ଚିକିଟି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କୁ ରେକର୍ଡ ଭୋଟ ବ୍ୟବଧାନରେ ଜିତାଇବାକୁ ଆହ୍ବାନ [...]
ବିଶ୍ଵର ଉତ୍ତପ୍ତ ସହର ତାଲିକାରେ ବାରିପଦା ଦ୍ୱିତୀୟ ଓ ବାଲେଶ୍ଵର ତୃତୀୟ
ଭୁବନେଶ୍ୱର -ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଆଜି ରାଜ୍ୟର ଉତ୍ତପ୍ତ ସହର ତାଲିକାରେ ବାରିପଦା ପ୍ରଥମ, ବାଲେଶ୍ଵର ଦ୍ୱିତୀୟ ଓ ଭୁବନେଶ୍ୱର ତୃତୀୟ ସ୍ଥାନରେ ରହିଛି । ଭାରତୀୟ ସମୟ ସଂଧ୍ୟା ସାଢେ ୫ଟା ସୁଦ୍ଧା ( ମଧ୍ୟାହ୍ନ ୧୨ଟା ୟୁଟିସି ) ବିଶ୍ୱର ୧୦ଟି ଉତ୍ତପ୍ତ ସହର ତାଲିକାରେ ବାରିପଦା ଦ୍ୱିତୀୟ, ବାଲେଶ୍ଵର ତୃତୀୟ ଓ ଭୁବନେଶ୍ୱର ଦଶମ ସ୍ଥାନରେ ରହିଛି। ଓମାନର ଯୋବା ୪୯ ଦଶମିକ ୨ ଡିଗ୍ରୀ ସେଲସିୟସ [...]
ଭୀଷଣ ଗ୍ରୀଷ୍ମ ତାତିରେ ଜଳୁଛି ଓଡ଼ିଶା : ବାରିପଦା, ବାଲେଶ୍ୱରରେ ୪୬ ଛୁଇଁଲା ପାରା, ୧୫ ସହରରେ ତାପମାତ୍ରା ୪୪ ଡିଗ୍ରୀ ବା ଅଧିକ
ଭୁବନେଶ୍ୱର – ଆଜି ରାଜ୍ୟରେ ଭୀଷଣ ତାତି ଅନୁଭବ ହୋଇଛି । ଆକାଶରୁ ନିଆଁ ବର୍ଷିଛି । ବାରିପଦା , ବାଲେଶ୍ଵର ଓ ଭୁବନେଶ୍ୱରରେ ତ ରେକର୍ଡ ତାତି । ଆଜି ୧୫ଟି ସହରରେ ୪୪ ଡିଗ୍ରୀ ବା ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ୨୯ ସହରରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରହିଛି। ବାରିପଦାରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରାରେ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି। ବାରିପଦା ଓ ବାଲେଶ୍ଵରରେ ତାପମାତ୍ରା ୪୬ [...]
Odiaକେଜ୍ରିୱାଲଙ୍କୁ ଠିକ୍ ନିର୍ବାଚନ ପୂର୍ବରୁ କାହିଁକି ଗିରଫ କରାଗଲା? ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫଦାରୀ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନର ଶୁଣାଣି ଆଜି ବି ସୁପ୍ରିମକୋର୍ଟରେ ହୋଇଛି। କେଜ୍ରିୱାଲଙ୍କୁ ଗିରଫ କରିବାର ସମୟ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଠିକ୍ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଗିରଫ କରାଗଲା ବୋଲି ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ପଚାରିଛନ୍ତି । ଇଡି ଶୁକ୍ରବାର ଏହି ପ୍ରଶ୍ନର ଜବାବ ରଖିବ। କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରୁଥିବା ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର [...]
Odiaଟି-୨୦ ବିଶ୍ୱକପ ପାଇଁ ରୋହିତଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷିତ, ପାଣ୍ଡ୍ୟା ଉପଅଧିନାୟକ; ରାହୁଲ ବାଦ୍
ନୂଆଦିଲ୍ଲୀ: ଜୁନ୍ ୨ ରୁ ୨୯ ପର୍ଯ୍ୟନ୍ତ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ମେଗା ଇଭେଣ୍ଟ ପାଇଁ ରୋହିତ ଶର୍ମା ଅଧିନାୟକ ପଦ ବଜାୟ ରଖିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ହୋଇଛନ୍ତି । ବିଶ୍ବକପ୍ ଦଳରେ ଓ୍ବିକେଟ୍ କିପର ଭାବେ ରିଷଭ ପନ୍ତଙ୍କୁ ସାମିଲ କରାଯାଇଛି । ଦ୍ବିତୀୟ ଓ୍ବିକେଟ୍ କିପର ଭାବେ ସଞ୍ଜୁ ସାମସନଙ୍କୁ [...]
