Odiaଛତ୍ରପୁରର ଶତାଧିକ ବିଜେପି ନେତା ଓ କର୍ମୀଙ୍କ ବିଜେଡିରେ ଯୋଗଦାନ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ନେତା ଓ କର୍ମୀ ଏବେ ବିଜେଡିରେ ଯୋଗ ଦେଇଛନ୍ତି। ମଙ୍ଗଳବାର ନାମାଙ୍କନ ଦାଖଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛତ୍ରପୁର ଗସ୍ତ ଓ ବୁଧବାର ୫ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଛତ୍ରପୁରରେ ଜନସମାବେଶ ପୂର୍ବରୁ ଏହି ଘଟଣା ବିଜେଡିର ଶକ୍ତି ଓ ସମ୍ବଳକୁ ଅଧିକ ବୃଦ୍ଧି ଓ ବ୍ୟାପକ କରିଛି। ରାଜ୍ୟ ସଭା ସାଂସଦ ଡ. ସସ୍ମିତ ପାତ୍ର, ରାଜ୍ୟ [...]
Odiaସକାଳୁ ସକାଳୁ ଡରାଉଛି, ସାଢେ ୮ ବେଳକୁ ହିଁ ପାରା ୩୭-୩୮
ଭୁବନେଶ୍ୱର – ସକାଳୁ ସକାଳୁ ଡରାଇଲାଣି ତାତି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଅନେକ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ହିଁ ରହିଛି । ୩୮.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ହୋଇଛି। ତାଳଚେରରେ ୩୭.୮ ଡିଗ୍ରୀ ,ବାଲେଶ୍ୱରରେ ୩୬.୬, କେନ୍ଦୁଝରରେ ୩୬.୪, କଟକରେ ୩୫.୮, ଭଦ୍ରକ ଓ ରାଉରକେଲାରେ ୩୫, ଭବାନୀପାଟଣାରେ ୩୪.୮, ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ୩୪.୬, ହୀରାକୁଦରେ [...]
Odiaସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ପତଞ୍ଜଳିର ୧୪ଟି ଦ୍ରବ୍ୟର ଲାଇସେନ୍ସ ରଦ୍ଦ କଲେ ଉତ୍ତରାଖଣ୍ଡ ସରକାର
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିର ୧୪ଟି ଦ୍ରବ୍ୟର ଲାଇସେନ୍ସ ରଦ୍ଦ କରିଛନ୍ତିି ଉତ୍ତରାଖଣ୍ଡ ସରକାର। ପତଞ୍ଜଳି ତରଫରୁ ଏହି ଉତ୍ପାଦ ଗୁଡ଼ିକ ସମ୍ପର୍କରେ ବାରମ୍ବାର ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରାଯାଉ ଥିବାରୁ ଏଭଳି ଆକ୍ସନ ନିଆଯାଇଛି ବୋଲି ଉତ୍ତରାଖଣ୍ଡ ସରକାର କହିଛନ୍ତି। ଏନେଇ ରାଜ୍ୟ ସରକାର ଏକ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ପତଞ୍ଜଳି ଆୟୁର୍ବେଦର ଦିବ୍ୟ ଫାର୍ମାସିର ଯେଉଁ ଦ୍ରବ୍ୟ ଗୁଡ଼ିକର ଲାଇସେନ୍ସ ରଦ୍ଦ ହୋଇଛି, ସେଥିମଧ୍ୟରେ ଶ୍ୱାସରୀ [...]
Odiaଟି-୨୦ ବିଶ୍ୱକପ : ଆଜି ଚୟନ କମିଟି ବୈଠକ, ଚୂଡ଼ାନ୍ତ ହେବ ଭାରତୀୟ ଦଳ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ମଙ୍ଗଳବାର ଅହମ୍ମଦାବାଦରେ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଜାତୀୟ ଚୟନ କମିଟିର ବୈଠକ ବସିବ। ଏହି ବୈଠକରେ ବିସିସିଆଇ ସମ୍ପାଦକ ଜୟ ଶାହ ମଧ୍ୟ ସାମିଲ ହେବେ । ତେବେ ଆନୁଷ୍ଠାନିକ ଦଳ ଘୋଷଣା ଦିନକ ପରେ ଅର୍ଥାତ୍ ବୁଧବାର ହୋଇପାରେ। ବିସିସିଆଇ ସମ୍ପାଦକ ହେଉଛନ୍ତି ବରିଷ୍ଠ ଚୟନ କମିଟି (ପୁରୁଷ)ର ଆବାହକ । ତାଙ୍କର ରାଜନୈତିକ ବ୍ୟସ୍ତବହୁଳତା ଯୋଗୁଁ ଏହି [...]
Odiaମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ
କଟକ – ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ମେ’ ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିଛି । ଉତ୍ତର ଖାତା ମୂଲ୍ୟାଙ୍କନ ତ୍ରୁଟି ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଥିବା ସୂଚନା ମିଳିଛି। ଏଥର ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ପରୀକ୍ଷା ଫଳ ପ୍ରକାଶ ପାଇବାର ଦିନକ ମଧ୍ୟରେ ଛାତ୍ରଛାତ୍ରୀ ବୋର୍ଡ ୱେବ୍ସାଇଟ୍ରୁ [...]
Odiaପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଜଣେ ପ୍ରାର୍ଥୀ ଓହରିଲେ, ୪ ଲୋକସଭା ଆସନରେ ୭ ମହିଳାଙ୍କ ସମେତ ମୋଟ ୩୭ ପ୍ରାର୍ଥୀ
ଭୁବନେଶ୍ୱର – ଆସନ୍ତା ମେ’ ୧୩ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ଚାରି ଲୋକସଭା ଆସନରେ ମୋଟ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନରେ ମୋଟ ୩୮ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବୈଧ ରହିଥିଲା। ଗତକାଲି ଥିଲା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । କୋରାପୁଟ ଲୋକସଭା ଆସନରୁ ଜଣେ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିଲେ। [...]
Odiaସମ୍ବଲପୁର ଆସନରୁ ଆଜି ନାମାଙ୍କନ ଦାଖଲ କରିବେ ପ୍ରଣବ
ସମ୍ବଲପୁର – ସମ୍ବଲପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ। ସମ୍ବଲପୁରରେ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଣବ । ବାଲିବନ୍ଧାରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଯାଇ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଣବ । ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପ୍ରଣବଙ୍କ ଲଢେଇ ହେଉଛି । [...]
Odiaସିଭିୟର ହିଟୱେଭ ନେଇ ଆଜି ୯ ଜିଲ୍ଲାକୁ ରେଡ୍ ଆଲର୍ଟ
ଭୁବନେଶ୍ୱର – ରାଜ୍ୟରେ ଆଜି ଅପରିବର୍ତ୍ତିତ ରହିବ ପାଗ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ଆଜି ବି ଜାରି ରହିବା ନେଇ ପୂର୍ବାନୁମାନ କରାଯାଇଛି। ସିଭିୟର ହିଟୱେଭ ନେଇ ଆଜି ୯ ଜିଲ୍ଲା- ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ସୋମବାର ରାଜ୍ୟର ୪ ସହରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିଲା ୪୪.୮ ଡିଗ୍ରୀ ସହ ବାରିପଦା ଥିଲା ରାଜ୍ୟର ସର୍ବାଧିକ [...]
Odiaମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଇ ହିଞ୍ଜିଳି ଆସନରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ । ଷଷ୍ଠ ଥର ପାଇଁ ଏହି ଆସନରୁ ପ୍ରାର୍ଥୀ ହେବେ ବିଜେଡି ସୁପ୍ରିମୋ। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମା’ ତାରାତାରିଣୀଙ୍କ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ନେବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସୂଚୀ ଅନୁସାରେ ତାରାତାରିଣୀ ମନ୍ଦିର ନିକଟସ୍ଥ ଅସ୍ଥାୟୀ ହେଲିପ୍ୟାଡରେ ଆଜି ସକାଳ ୧୧ଟା ବେଳେ ଅବତରଣ କରିବେ [...]
Odiaନିର୍ବାଚନ ପୂର୍ବରୁ ନୂଆପଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ଡିଜିପି
ଭୁବନେଶ୍ୱର – ନିର୍ବାଚନ ପୂର୍ବରୁ ନୂଆପଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ। ଆଜି ନୂଆପଡା ଗସ୍ତ କରି ଜିଲ୍ଲାରେ ବାମ ଉଗ୍ରବାଦ ସ୍ଥିତି ନେଇ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଡିଜିପି। ଆଗାମୀ ସାଧାରଣ ନିର୍ବାଚନ କିପରି ମୁକ୍ତ ଓ ଅବାଧ ହୋଇପାରିବ, ସେଥିପାଇଁ ପୋଲିସ ପ୍ରଶାସନର ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଥିଲେ ଡିଜିପି । ସୀମାନ୍ତରେ ମାଓ କାର୍ଯ୍ୟକଳାପ ଉପରେ କଡା ନଜର ରଖିବାକୁ ପୋଲିସକୁ [...]
