Odiaନିର୍ବାଚନ ପ୍ରଚାର : ଆଜି ସୋନପୁରରେ ବିଜେପି ରାଲିରେ ଯୋଗ ଦେବେ ଅମିତ ଶାହା
ଭୁବନେଶ୍ୱର – ଗ୍ରୀଷ୍ମ ତାତି ସହ ରାଜ୍ୟରେ ନିର୍ବାଚନୀ ଉଷ୍ମତା ବି ବଢ଼ିବାରେ ଲାଗିଛି । ନିର୍ବାଚନ ପ୍ରଚାର ଧୀରେ ଧୀରେ ଜମିବାରେ ଲାଗିଛି । ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପେନର ପ୍ରଚାର ମଇଦାନକୁ ଓହ୍ଲାଇଲେଣି । ବିଜେଡି ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ବିଜେଡିର ଶକ୍ତି ପ୍ରଦର୍ଶନ ସହ ବିଜୟ ଅଭିଯାନର ଶଙ୍ଖନାଦ କରିଛନ୍ତି । ଏଣେ ଆଜି ବିଜେପିର ଷ୍ଟାର କ୍ୟାମ୍ପେନର ତଥା କେନ୍ଦ୍ର ଗୃହ ମନ୍ତ୍ରୀ [...]
Odiaବୋୖଦ୍ଧ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୨ ମାଓବାଦୀ ମୃତ
ବୋୖଦ୍ଧ – ବୋୖଦ୍ଧ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଜିଲ୍ଲାର କଣ୍ଟାମାଳ ଥାନା ପଢେଲ ଡ୍ୟାମ ନିକଟ ଜଙ୍ଗଲରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଏଥିରେ ଦୁଇ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଆଜି ଭୋର୍ରୁ ପ୍ରାୟ ୧ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରୁ ବିପୁଳ ପରିମାଣର ଗ୍ରେନେଡ ଓ ମାଓ [...]
Odiaଆଜିଠୁ ସବୁ ସ୍କୁଲରେ ଆଗୁଆ ଖରାଛୁଟି ଆରମ୍ଭ
ଭୁବନେଶ୍ବର – ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ରାଜ୍ଯର ସବୁ ସ୍କୁଲରେ ଆଗୁଆ ଖରା ଛୁଟି ଆରମ୍ଭ ହୋଇଛି। ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲରେ ଆଜିଠୁ ଗ୍ରୀଷ୍ମ ଛୁଟି ଆରମ୍ଭ ହୋଇଛି। ପୂର୍ବରୁ ଚଳିତ ମାସ ୨ ତାରିଖରୁ ରାଜ୍ୟର ସବୁ ସ୍କୁଲ ସକାଳୁଆ ଆରମ୍ଭ ହୋଇଥିଲା । ଗ୍ରୀଷ୍ମ ପ୍ରବାହ ଯୋଗୁଁ ସକାଳୁଆ ସ୍କୁଲ ଟାଇମିଂ ସାଢେ ୬ରୁ ୧୦ ଯାଏଁ କରାଯାଇଥିଲା । ଆଗୁଆ ଖରା ଛୁଟି [...]
Odiaଆଉ ଏକ ପର୍ଯ୍ୟାୟ ଗ୍ରୀଷ୍ମ ଲହରୀର ପୂର୍ବାନୁମାନ: ଏପ୍ରିଲ ୨୭ ଓ ୨୮ରେ ଗମ୍ଭୀର ସ୍ଥିତି ନେଇ ଚେତାବନୀ
ଭୁବନେଶ୍ୱର – ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି । ସ୍ଥିତି ଗମ୍ଭୀର ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷ କରି ୨୭ ଓ ୨୮ତାରିଖରେ ସ୍ଥିତି ଅସମ୍ଭାଳ ହେବା ନେଇ ଚେତାବନୀ ଜାରି କରାଯାଇଛି। କାଁ ଭାଁ ଅଞ୍ଚଳକୁ ଛାଡ଼ି ଦେଲେ ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ପରିସ୍ଥିତି ସୃଷ୍ଟି ହେବ। ଦୁଇଦିନ କାଳବୈଶାଖୀ ଯୋଗୁଁ ରାଜ୍ୟର କିଛି କିଛି ସହରରେ ତାପମାତ୍ରା ସାମାନ୍ୟ ହ୍ରାସ [...]
Odiaପ୍ରକାଶ ପଇଲା ଏନଟିଏ ଜେଇଇ ସେସନ୍ -୨ ମେନ୍ ରେଜଲ୍ଟ , ଅନ୍ୱେଷ ଶୁଭମ ପ୍ରଧାନ ଓଡ଼ିଶା ଟପ୍ପର
ଭୁବନେଶ୍ୱର – ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ – ଏନଟିଏ ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଜେଇଇ) ମେନ୍ ସେସନ୍ -୨ର ମେନ୍ ରେଜଲ୍ଟ ପ୍ରକାଶ ପାଇଛି। jeemain.nta.ac.in ୱେବସାଇଟରେ ପରୀକ୍ଷାଫଳ ଉପଲବ୍ଧ ହେଉଛି । ଟପ୍ପର ତାଲିକାରେ ୫୬ ଜଣ ପରୀକ୍ଷାର୍ଥୀ ଅଛନ୍ତି । ଏମାନେ ପରୀକ୍ଷାରେ ୧୦୦ ଏନଟିଏ ସ୍କୋର୍ କରିଛନ୍ତି । ଅନ୍ବେଷ ଶୁଭମ ପ୍ରଧାନ ଓଡ଼ିଶା ଟପ୍ପର ହୋଇଛନ୍ତି। ଏପ୍ରିଲ ୪, ୫, ୬, ୮, ୯ ଓ ୧୨ ତାରିଖରେ [...]
Odiaଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ
ଭୁବନେଶ୍ୱର – ଓଡିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ଗତକାଲି ସୁଦ୍ଧା ୪ଟି ଲୋକସଭା ଆସନ ପାଇଁ ୨୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଳାହାଣ୍ଡି ଲୋକସଭା ଆସନ ପାଇଁ ୮, ପ୍ରାର୍ଥୀ, ନବରଙ୍ଗପୁର ପାଇଁ ୪ , ବ୍ରହ୍ମପୁର ପାଇଁ ୪ ଜଣ ଓ କୋରାପୁଟ ପାଇଁ ୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି [...]
Odiaଚୈତ୍ର ପୂର୍ଣ୍ଣିମାରେ ଶ୍ରୀ ଭୀମେଶ୍ବରଙ୍କ ଶ୍ରୀକ୍ଷେତ୍ର ବିଜେ
25/04/24 ଚୈତ୍ର ପୂର୍ଣ୍ଣିମାରେ ଶ୍ରୀ ଭୀମେଶ୍ବରଙ୍କ ଶ୍ରୀକ୍ଷେତ୍ର ବିଜେ। ବିଭିନ୍ନ କାରଣରୁ ଚୈତ୍ର ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ର ସାତ ସାହି ଚଳଚଞ୍ଚଳ ହୋଇଉଠେ। ୟା ମଧ୍ୟରୁ ଶ୍ରୀ ଶ୍ରୀ ଭୀମେଶ୍ୱର ବିଜେ ଅନ୍ୟତମ କାରଣ । ବ୍ରହ୍ମଗିରି ଅଞ୍ଚଳର ପଞ୍ଚୁପାଣ୍ଡବ ଙ୍କ ମଧ୍ୟରୁ ଦ୍ୱିତୀୟ ପାଣ୍ଡବ ଙ୍କ ଦ୍ଵାରା ପ୍ରତିଷ୍ଠିତ ଲିଙ୍ଗ ହେଲେ ବାବା ଭୀମେଶ୍ୱର। ଏହାଙ୍କ ମହିମା ମଧ୍ୟ ଘରେ ଘରେ ପରିଚିତ। ସନ୍ତାନ ପ୍ରାପ୍ତି ଠାରୁ ଆରମ୍ଭ କରି ଜମିବାଡ଼ି ପର୍ଯ୍ୟନ୍ତ ଯେ [...]
Odiaଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ଅସ କହି କୁଟିଲ ଭଈ ଉଠି ଠାଢୀ। ମାନହୁଁ ରୋଷ ତରଙ୍ଗିନି ବାଢୀ ॥ ପାପ ପହାର ପ୍ରଗଟ ଭି ସୋଈ । ଭରୀ କ୍ରୋଧ ଜଲ ଜାଇ ନ ଜୋଈ ॥ ଭାବାର୍ଥ :- ଏପରି କହିସାରି କୁଟିଳ ବୁଦ୍ଧି ସମ୍ପର୍ଣ୍ଣା ରାଣୀ କୈକେୟୀ ଉଠି ଏପରି ଠିଆ ହେଲେ, ସତେ ଯେପରି କ୍ରୋଧ ରୂପୀ ନଦୀ ପ୍ରବଳ ବେଗରେ ଉଠିଛି । ସେହି ନଦୀ ପାପ ରୂପ ପାହାଡ଼ରୁ [...]
Odiaଗୀତା ଉପଦେଶ: ଇନ୍ଦ୍ରିୟ ସୁଖକୁ ତୁଚ୍ଛ ମଣୁଥିବା ଶୁଦ୍ଧ ଆତ୍ମା ହିଁ ଦିବ୍ୟ ଆନନ୍ଦ ଅନୁଭବ କରିଥାନ୍ତି
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ବାହ୍ୟସ୍ପର୍ଶେଷ୍ୱସକ୍ତାତ୍ମା ବିନ୍ଦତ୍ୟାତ୍ମନି ଯତ୍ସୁଖଂ। ସ ବ୍ରହ୍ମଯୋଗଯୁକ୍ତାତ୍ମା ସୁଖମକ୍ଷୟମଶ୍ନୁତେ । ଅର୍ଥାତ: ବାହ୍ୟ ଇନ୍ଦ୍ରିୟ ସୁଖରେ ଆସକ୍ତ ହୁଅନ୍ତି ନାହିଁ, ସେମାନେ ନିଜ ମଧ୍ୟରେ ଦିବ୍ୟ ଆନନ୍ଦ ଅନୁଭବ କରନ୍ତି, ସେମାନେ ଯୋଗ ଦ୍ୱାରା ଭଗବାନଙ୍କ ସହିତ ମିଳିତ ହୋଇ, ଚିରନ୍ତନ ସୁଖ ଲାଭ କରନ୍ତି।
Odiaକୋଟକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା, ନୂଆ ଗ୍ରାହକ ଯୋଡ଼ିବାକୁ ବାରଣ କଲା ଆରବିଆଇ
ରିଜର୍ଭ ବ୍ୟାଙ୍କ ବୁଧବାର କୋଟକ୍ ମହିନ୍ଦ୍ରା ବ୍ୟାଙ୍କକୁ ନୂଆ କ୍ରେଡିଟ କାର୍ଡ ଜାରି କରିବାକୁ ବାରଣ କରିଛି। ଏହାଛଡ଼ା ଅନଲାଇନ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଜରିଆରେ ନୂଆ ଗ୍ରାହକ ଯୋଡିବା ପାଇଁ ମଧ୍ୟ ଏହି ଘରୋଇ ବ୍ୟାଙ୍କ ଉପରେ କଟକଣା ଲାଗିଛି। କୋଟକ୍ ବ୍ୟାଙ୍କ ଉପରେ ଏହି କଟକଣା ଲଗାଇବା କାରଣ ବର୍ଣ୍ଣନା କରି ଆରବିଆଇ କହିଛି ଯେ ୨୦୨୨ ରୁ ୨୦୨୩ ମଧ୍ୟରେ ଏହି ବ୍ୟାଙ୍କ ପର୍ଯ୍ୟାପ୍ତ ଆଇଟି ଭିତ୍ତିଭୂମି ତିଆରି କରିନାହିଁ । ବ୍ୟାଙ୍କ [...]
