Odiaଆଜି ହିଞ୍ଜିଳିରୁ ନିର୍ବାଚନ ପ୍ରଚାରର ଶଙ୍ଖନାଦ କରିବେ ବିଜେଡି ସୁପ୍ରିମୋ
ବ୍ରହ୍ମପୁର: ଆଜିଠୁ ଆରମ୍ଭ ହେବ ବିଜେଡିର ନିର୍ବାଚନୀ ପ୍ରଚାର ଅଭିଯାନ। ଖୋଦ୍ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ଓ ଶେରଗଡ଼ ବ୍ଲକରୁ ନିର୍ବାଚନୀ ପ୍ରଚାରର ଶଙ୍ଖନାଦ କରିବେ। ଯେପରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଶଙ୍ଖନାଦ ସହ ପାଣ୍ଡବମାନେ କୈ।ରବଙ୍କ ଉପରେ ବିଜୟ ଲାଭ କରିଥିଲେ ସେହିପରି ବିରୋଧୀଙ୍କ ଉପରେ ଭୋଟ ଲଢେଇରେ ବିଜୟୀ ହେବାକୁ ପ୍ରଚାରର ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ୫ଟି ତଥା ନବୀନ ଓଡ଼ିଶା [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସଖି ଜସ ରାମ ଲଖନ କର ଜୋଟା । ତୈସେଇ ଭୂପ ସଂଗ ହୁଇ ଢୋଟା ॥ ସ୍ୟାମ ଗୌର ସବ ଅଂଗ ସୁହାଏ । ତେ ସବ କହହିଂ ଦେଖି ଜେ ଆଏ ॥ ଭାବାର୍ଥ :- ହେ ସଖୀ ! ଯେପରି ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଜୁଗଳ ମୁର୍ତ୍ତି ଦେଖୁଦେଖୁ ସେହିପରି ଆଉ ଦୁଇ ଜୁଗଳ ମୁର୍ତ୍ତି, ତାଙ୍କ ଭିତରେ ମଧ୍ୟ ଜଣେ ଗୌର ବର୍ଣ୍ଣ ଓ ଆଉ [...]
Odiaଗୀତା ଉପଦେଶ: ଭଗବାନଙ୍କ ଠାରେ ହିଁ ମନକୁ କେନ୍ଦ୍ରିତ କର,ସକଳ ଦ୍ଵନ୍ଦରୁ ମୁକ୍ତି ମିଳିବ
ଶ୍ରୀ ଭଗବାନ ଅର୍ଜ୍ଜୁନଙ୍କୁ ଜ୍ଞାନ ଓ ବିଜ୍ଞାନର ସମ୍ପୂର୍ଣ୍ଣ ରହସ୍ୟ ସମ୍ବନ୍ଧରେ କହୁଛନ୍ତି- ମୟାସକ୍ତମନାଃ ପାର୍ଥ ଯୋଗଂ ଯୁଞ୍ଜନ୍ମଦାଶ୍ରୟଃ । ଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସ୍ୟସି ତଚ୍ଛୃଣୁ। ଅର୍ଥାତ ଭଗବାନ କହିଲେ, ହେ ଅର୍ଜୁନ! ବର୍ତ୍ତମାନ ଶୁଣ, କେବଳ ମୋଠାରେ ହିଁ ମନକୁ କେନ୍ଦ୍ରିତ କରି, ଭକ୍ତି ଯୋଗର ସାଧନା ଦ୍ୱାରା ମୋର ଶରଣାଗତ ହେଲେ, ଏହା ନିଃସନ୍ଦେହ ଯେ ତୁମେ ମୋତେ ସମ୍ପୂର୍ଣ୍ଣ ଭାବେ ଜାଣିପାରିବ ।
Odiaମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାରେ ଈର୍ଷାନ୍ବିତ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁରୀ ବୁଣାକାରଙ୍କୁ ଦେଇଛନ୍ତି ଅପମାନ : ବିଜେଡି
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇ ନାହାନ୍ତି , କିଛି ଲୋକଙ୍କ ବଦହଜମୀ ଆରମ୍ଭ ହୋଇଗଲାଣି । ଯୋଡି ଶଙ୍ଖ ଭିଡିଓ ଦେଖି ରାତିର ନିଦ ହଜିଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଯୋଡି ଶଙ୍ଖର ଭିଡିଓ ଏତେ ଲୋକପ୍ରିୟ ହେଲା ଯେ , ଇନଷ୍ଟାଗ୍ରାମରେ ସବୁ ରେକର୍ଡ କାଟିଦେଲା । ୨୪ ଘଣ୍ଟାରୁ କମ୍ ସମୟରେ ୪ ନିୟୁତ ଲୋକ ଏହି ଭିଡିଓ ଦେଖାସାରିଲେଣି । ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକପ୍ରିୟତା ହିଁ ବିରୋଧୀ ଦଳର ନେତା ଖାସ [...]
Odiaଚହଲଙ୍କ ମାଇଲଖୁଣ୍ଟ, ପ୍ରଥମ ବୋଲର ଭାବେ ଆଇପିଏଲରେ ୨୦୦ ଓ୍ବିକେଟ୍ ନେଲେ
ଜୟପୁର: ରାଜସ୍ଥାନ ରୟାଲ୍ସର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଆଇପିଏଲରେ ପ୍ରଥମ ବୋଲର ଭାବେ ୨୦୦ ୱିକେଟ୍ ନେଇ ଇତିହାସ ରଚିଛନ୍ତି। ସୋମବାର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ୍ ମହମ୍ମଦ ନବୀଙ୍କୁ ଆଉଟ୍ କରି ଏହି ଡାହାଣହାତୀ ଲେଗ ସ୍ପିନର ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଚହଲ ନିଜ ବଲରେ ନାବିଙ୍କ କ୍ୟାଚ୍ ନେଇଥିଲେ। ୨୦୧୩ରେ ଆଇପିଏଲ୍ ଡେବ୍ୟୁ କରିଥିବା ଚହଲ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ମଧ୍ୟ [...]
Odiaମା଼’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦଯାପିତ
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରା ପଞ୍ଚମ ପାଳି ସହ ଉଦଯାପିତ ହୋଇଛି। ଚୈତ୍ର ମାସର ଅନ୍ତିମ ମଙ୍ଗଳବାରରେ ମା’ ତାରାତାରିଣୀ ଆଦିଶକ୍ତି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏଥିସହ ଚୈତ୍ର ପୂର୍ଣ୍ଣିମାରେ ସଙ୍କଟତାରିଣୀ ବ୍ରତ ପୂଜା ସମ୍ପନ୍ନ ହୋଇଛି। ମା’ ତାରାତାରିଣୀଙ୍କ ପୀଠର ଅନ୍ୟତମ ପ୍ରମୁଖ ପର୍ବ ଚୈତ୍ର ମଙ୍ଗଳବାର ଯାତ୍ରା। ସଂକ୍ରାନ୍ତି ମୂଳାଷ୍ଟମୀ ଠାରୁ ଅଶୋକାଷ୍ଟମୀ ପର୍ଯ୍ୟନ୍ତ ବାସନ୍ତିକ ନବରାତ୍ର ପୂଜା ସାଙ୍ଗକୁ ଚୈତ୍ର ମାସର [...]
ତାପମାତ୍ରାରେ ସାମାନ୍ୟ ହ୍ରାସ: ୪୨ ଡିଗ୍ରୀ ସହ ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର, ଆଗକୁ ସ୍ଥିତି ହେବ ଗମ୍ଭୀର

Odiaତାପମାତ୍ରାରେ ସାମାନ୍ୟ ହ୍ରାସ: ୪୨ ଡିଗ୍ରୀ ସହ ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର, ଆଗକୁ ସ୍ଥିତି ହେବ ଗମ୍ଭୀର
ଭୁବନେଶ୍ୱର – ଆଜି ରାଜ୍ୟର ଅନେକ ସ୍ଥାନରେ ପୂର୍ବାପେକ୍ଷା ଦିନ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଅନେକ ସହରରେ ପ୍ରାୟ ୨ ଡିଗ୍ରୀ ସେଲସିୟସ ଯାଏଁ ତାପମାତ୍ରା ହ୍ରାସ ପାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ୧୮ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ଆଜି ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୨ ଦଶମିକ ୮ ଡିଗ୍ରୀ [...]
Odia୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ବାପାମା’ଙ୍କ ପାଖରେ ସିଟ୍ ମିଳିବ, ବିମାନ କମ୍ପାନୀଙ୍କୁ ଡିଜିସିଏର ନିର୍ଦ୍ଦେଶ
ନୂଆଦିଲ୍ଲୀ: ବେସାମରିକ ବିମାନ ନିୟାମକ ଡିଜିସିଏ ୧୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ସେମାନଙ୍କ ମାଆ ଓ ବାପାଙ୍କ ପାଖରେ ସିଟ୍ ଦେବା ପାଇଁ ସମସ୍ତ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏହି ବୟସ ପର୍ଯ୍ୟନ୍ତ ପିଲାଙ୍କୁ ସମାନ ପିଏନ୍ଆର୍ ରେ ଯାତ୍ରା କରିବା ପାଇଁ ଟିକେଟ୍ ଦିଆଯିବ। ଏହାଛଡ଼ା ବିମାନ କମ୍ପାନୀଗୁଡିକ ମଧ୍ୟ ଏପରି ବ୍ୟବସ୍ଥାର ରେକର୍ଡ ବଜାୟ ରଖିବାକୁ ଡିଜିସିଏ ବିମାନ କମ୍ପାନୀ ମାନଙ୍କୁ କହିଛନ୍ତି। ବିମାନ ଯାତ୍ରା ବେଳେ ଛୋଟ ପିଲାମାନଙ୍କୁ [...]
ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ ବିଜେପିର ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଜାରି
ନୂଆଦିଲ୍ଲୀ – ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛି ବିଜେପି । ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା [...]
Odiaକେଜ୍ରିୱାଲ, କବିତାଙ୍କ ହାଜତ ମିଆଦ ମେ ୭ ପର୍ଯ୍ୟନ୍ତ ବଢ଼ିଲା
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ.କବିତାଙ୍କ ବିଚାର ବିଭାଗୀୟ ହାଜତ ମିଆଦ ମେ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତିି। ହାଜତ ମିଆଦ ଶେଷ ହେବା ପରେ କେଜ୍ରିୱାଲ ଓ କବିତାଙ୍କୁ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା । ଇଡି ଉଭୟଙ୍କ ବିଚାର ବିଭାଗୀୟ ହାଜତ ବଢ଼ାଇବା ପାଇଁ ଦାବି କରିଥିଲା। ସିବିଆଇ ଏବଂ ଇଡି [...]
