ଆସନ୍ତା ୨୪ରୁ ହିଞ୍ଜିଳିରେ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ୩୦ରେ ପ୍ରାର୍ଥିପତ୍ର ଦାଖଲ ସମ୍ଭାବନା

Odiaଆସନ୍ତା ୨୪ରୁ ହିଞ୍ଜିଳିରେ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ୩୦ରେ ପ୍ରାର୍ଥିପତ୍ର ଦାଖଲ ସମ୍ଭାବନା
ଭୁବନେଶ୍ୱର – ବିଜେଡିର ଶୀର୍ଷ ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୪ ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ସେ ପ୍ରତିନିଧିତ୍ଵ କରୁଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ଦଳ ପାଇଁ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ। ମୁଖ୍ୟମନ୍ତ୍ରୀ ଏପ୍ରିଲ ୨୪ ତାରିଖରେ ସକାଳ ସାଢେ ୧୦ଟାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ଶେରଗଡରେ ମଧ୍ୟ ଏକ ଜନସଭାକୁ ଉଦବୋଧନ ଦେବେ । ଏଥର ମଧ୍ୟ [...]
Odiaରେସିଂ ଇଭେଣ୍ଟ ବେଳେ କାର୍ ମାଡ଼ିଗଲା, ୭ ମୃତ
କଲମ୍ବୋ: ଶ୍ରୀଲଙ୍କାରେ ରବିବାର ଏକ ରେସିଂ ଇଭେଣ୍ଟରେ ଏକ କାର ନିୟନ୍ତ୍ରଣ ହରାଇ ଦର୍ଶକଙ୍କ ଉପରେ ମାଡ଼ି ଯିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ଶ୍ରୀଲଙ୍କାର ସେଣ୍ଟ୍ରାଲ୍ ହିଲ୍ସ ଅଞ୍ଚଳରେ ଘଟିଛି।ମୃତକଙ୍କ ମଧ୍ୟରେ ରେସ୍ ଆୟୋଜନ କରିଥିବା ଅଧିକାରୀଙ୍କ ସମେତ ଦର୍ଶକ ଏବଂ ଜଣେ ୮ ବର୍ଷର ବାଳିକା ଅଛନ୍ତି। ଶ୍ରୀଲଙ୍କା ସେନା ତରଫରୁ ଦିୟାତଲାୱାରେ ଏହି କାର୍ ରେସିଂ [...]
Odiaପରିବା ତୋଳୁଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ବାପା ମୃତ, ପୁଅ ଗୁରୁତର
ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଆଡପଡାରେ ଅଘଟଣ । ସକାଳେ ବିଲକୁ ଯାଇ ବାପା ପୁଅ ମିଶି ପରିବା ତୋଳୁଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଆଡପଡା ଗାଁରେ ଘଟିଛି ଏହି ଘଟଣା । ମୃତକ ହେଲେ ସେହି ଗାଁର କୋରା ବେହେରା । ତାଙ୍କ ପୁଅ ତୋଫାନ ଗୁରୁତର ଆହତ ହୋଇଛନ୍ତି। ବାପା ପୁଅଙ୍କୁ ସ୍ଥାନୀୟ ଲୋକେ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସହିତ ସହାୟ ସଭୀତ ଅତି ମାନି ହାରି ମନ ମୈନ। ଗହୋସି ଜାଇ ମୁନି ଚରନ ତବ କହି ସୁଠି ଆରତ ବୈନ ॥ ଭାବାର୍ଥ :- ଭୟାକ୍ରାନ୍ତ କାମଦେବ ନିଜର ସମସ୍ତ ସହାୟକ ମାନଙ୍କ ସହିତ ଭୟଭୀତ ହୋଇ ମନରେ ପରାଜୟକୁ ସ୍ବୀକାର କରି ବହୁତ ବିନୟଭାବରେ କାକୁତି ମିନତି ହୋଇ ଯାଇ ନାରଦ ମୁନୀଙ୍କର ପଦ ଯୁଗଳକୁ କୁଣ୍ଢେଇ ପକାଇଲେ ।
Odiaଗୀତା ଉପଦେଶ: ତ୍ୟାଗ ହିଁ ପୁରୁଷ ବ୍ୟାଘ୍ର
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ଯାନଯୋଗ ସମ୍ବନ୍ଧରେ କହୁଛନ୍ତି : – ଯଂ ସଂନ୍ୟାସମିତି ପ୍ରାହୁର୍ଯୋଗଂ ତଂ ବିଦ୍ଧି ପାଣ୍ଡବ।ନ ହ୍ୟସଂନ୍ୟସ୍ତସଂକଳ୍ପୋ ଯୋଗୀ ଭବତି କଶ୍ଚନ। ଅର୍ଥାତ :-ଯାହାକୁ ସନ୍ୟାସ କୁହାଯାଏ,ତାହା ଯୋଗଠାରୁ ଭିନ୍ନ ନୁହେଁ,କାରଣ କେହି ମଧ୍ୟ ସାଂସାରିକ କାମନା ତ୍ୟାଗ ନ କରି ଯୋଗୀ ହୋଇପାରିବେ ନାହିଁ। ( ଗୀତା ଧ୍ଯାନ ଯୋଗ )
Odiaଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଉ ଏକ ଆସନରେ ପ୍ରାର୍ଥୀ ଘୋଷଣା କରିଛି। କୋରାପୁଟ ଜିଲ୍ଲାର ଜୟପୁର ଲୋକସଭା ଆସନରେ ଗୈ।ତମ ସାମନ୍ତରାୟଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏ ନେଇ ଦଳ ପକ୍ଷରୁ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି । ଗତ ନିର୍ବାଚନରେ ଗୈାତମ କଂଗ୍ରେସ, ବିଜେଡି ପ୍ରାର୍ଥୀଙ୍କ ପରେ ତୃତୀୟ ସ୍ଥାନରେ ଥିଲେ ।
Odiaରୋମାଞ୍ଚକ ମ୍ୟାଚରେ ଆରସିବିକୁ ୧ ରନରେ ହରାଇଲା କେକେଆର୍
କୋଲକାତା: ଇଡେନ୍ ଗାର୍ଡେନ୍ସରେ ରବିବାର ଆଇପିଏଲର ଏକ ରୋମାଞ୍ଚକ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୧ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ହରାଇ ଦେଇଛି । ଏହି ବିଜୟ ସହିତ କୋଲକାତା ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । କେକେଆର୍ ପ୍ରଦତ୍ତ ୨୨୨ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆରସିବିକୁ ଜିତିବା ପାଇଁ ଶେଷ ଓଭରରେ ୨୧ ରନ୍ ଦରକାର ହେଉଥିଲା। ମିଚେଲ ଷ୍ଟାର୍କଙ୍କ ଏହି ଓଭରରେ ଆରସିବି ବ୍ୟାଟର [...]
Odiaଅଟୋ ଉପରେ ମାଡ଼ିଗଲା ଟ୍ରକ୍, ୩ ମୃତ , ୮ ଆହତ
ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲା ରାଇଘର ନିକଟରେ ଏକ ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୮ ଜଣ ଆହତ ହୋଇଛନ୍ତି। ରାଇଘର ଥାନା ଯୋଡେଙ୍ଗା ନିକଟରେ ଯାତ୍ରୀବାହୀ ଅଟୋ ଉପରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ମାଡ଼ି ଯାଇଥିଲା । ଅଟୋରେ ଥିବା ୨ ଜଣ ମହିଳାଙ୍କ ସମେତ ୩ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଦୁର୍ଘଟଣାରେ ୮ ଜଣ ଆହତଙ୍କ ମଧ୍ୟରୁ ୫ [...]
Odiaଗ୍ରୀଷ୍ମ ପ୍ରବାହ ଖବର ପଢ଼ିବା ବେଳେ ବେହୋସ୍ ହେଲେ ଦୂରଦର୍ଶନ ଆଙ୍କର
କୋଲକାତା: ଏବେ ସାରା ଦେଶରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପୂର୍ବ ଭାରତରେ ଅବସ୍ଥା ଅସମ୍ଭାଳ ହୋଇଛି। ପ୍ରବଳ ଗରମ ଯୋଗୁଁ ଦୂରଦର୍ଶନର ଜଣେ ନ୍ୟୁଜ୍ ଆଙ୍କର ଲାଇଭ କ୍ୟାମେରାରେ ବେହୋସ୍ ହୋଇପଡ଼ିଛନ୍ତି । ଏହି ଘଟଣା ଘଟିଛି ଦୂରଦର୍ଶନର କୋଲକାତା ଶାଖାରେ । ଅସହ୍ୟ ଗରମ ଯୋଗୁଁ ନ୍ୟୁଜ ଆଙ୍କର ଲୋପାମୁଦ୍ରା ସିହ୍ନା ପାଣିପାଗ ଖବର ପଢ଼ିବା ବେଳେ ମୂର୍ଚ୍ଛା ହୋଇଯାଇଥିଲେ । ଏହି ଘଟଣା ପରେ ପ୍ରସାରଣ ତୁରନ୍ତ [...]
Odiaଶତକ ପରେ ବ୍ୟାଟ୍ ଉପରେ ହେଲମେଟ୍ ରଖି କାହିଁକି ସେଲିବ୍ରେଟ୍ କରନ୍ତି ହେଡ୍ ? ସାମ୍ନାକୁ ଆସିଲା କାରଣ
ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ ସିଜନରେ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହିଛନ୍ତି ଅଷ୍ଟ୍ରେଲୀୟ ବ୍ଯାଟର ଟ୍ରାଭିସ୍ ହେଡ୍। ସେ ପୁଣି ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୩୨ ବଲରେ ୮୯ ରନର ତୋଫାନି ଇନିଂସ ଖେଳିଛନ୍ତି। ଏହି ସିଜନରେ ହେଡ୍ ଯେଭଳି ବ୍ୟାଟିଂ କରୁଛନ୍ତି ତାଙ୍କୁ ରୋକିବା ପ୍ରତିପକ୍ଷ ଦଳ ମାନଙ୍କ ପକ୍ଷେ ମୁସ୍କିଲ ହୋଇପଡିଛି। ଏହା ପୂର୍ବରୁ ହେଡ୍ ଆରସିବି ବିପକ୍ଷରେ ମାତ୍ର ୩୯ ବଲରେ ଶତକ ମାରିଥିଲେ, ଯାହା ଆଇପିଏଲ୍ ଇତିହାସରେ ଚତୁର୍ଥ [...]
