Odiaରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡି
ପୁରୀ – ଜୁଲାଇ ୭ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚଛି ରଥ ଦଉଡି । ମୋଟ ୨୬ଟି ଦଉଡି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ତିନିରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ଥିବା ବେଳେ ଆଉଟଡୋର, ଇନର୍, ଜେନେରାଲ୍ ଓ ପୋଲିସ ପାଇଁ ତିନୋଟି ଲେଖାଏଁ ସମୁଦାୟ ୨୬ଟି ଦଉଡି ରହିଛି । ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର [...]
Odiaଦୀନେଶ କୁମାର ତ୍ରିପାଠୀ ନୂଆ ନୌସେନା ମୁଖ୍ୟ
ନୂଆଦିଲ୍ଲୀ: ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ଭାରତୀୟ ନୌସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଆଡମିରାଲ ଆର୍ ହରିକୁମାରଙ୍କ ସ୍ଥାନ ନେବେ। ଆର୍ ହରି କୁମାର ଏପ୍ରିଲ ୩୦ରେ ଅବସର ନେଉଛନ୍ତି। ତାଙ୍କ ଅବସର ପରେ ଦୀନେଶ କୁମାର ତ୍ରିପାଠୀ ନୌସେନା ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିବେ। ମେ ୧୫, ୧୯୬୪ରେ ଜନ୍ମ ଗ୍ରହଣ କରିଥିବା ଦୀନେଶ କୁମାର ତ୍ରିପାଠୀ ଜୁଲାଇ ୧, ୧୯୮୫ରେ ଭାରତୀୟ ନୌସେନାରେ ନିଯୁକ୍ତ ହୋଇଥିଲେ। ସେ [...]
Odiaନାକା ଚେକିଂ ବେଳେ ବରଗଡ଼ ଜିଲ୍ଲା ଝାରବନ୍ଧରୁ ୬ ଲକ୍ଷରୁ ଅଧିକ ଟଙ୍କା ଜବତ
ବରଗଡ଼ – ବରଗଡ ଜିଲ୍ଲାରୁ ପୁଣି ଜବତ ହୋଇଛି ପୁଳା ପୁଳା ଟଙ୍କା । ବରଗଡ ଜିଲ୍ଲା ଝାରବନ୍ଧ ଥାନା ଡଭା ଛକରେ ପୋଲିସର ନାକା ଚେକିଂ ବେଳେ ଦୁଇ ବାଇକ ଆରୋହୀଙ୍କ ଠାରୁ ୬ ଲକ୍ଷ ୫୨ ହଜାର ୮ ଶହ ଟଙ୍କା ଜବତ କରାଯାଇଛି । ହୋଇଛି । ବଲାଙ୍ଗୀର ଜିଲ୍ଲାର ମିତ୍ରଭାନୁ ସାହୁ ଓ ମନୋଜ ସାହୁ ନାମକ ଦୁଇ ଯୁବକ ବାଇକରେ ଟଙ୍କା ନେଇ ଯାଉଥିଲେ । ଟଙ୍କା କାହାର ଓ [...]
Odiaତାମିଲନାଡୁର ୩୯ ଆସନରେ ଚାଲିଛି ମତଦାନ, ଭୋଟ ଦେଲେ ରଜନୀକାନ୍ତ, କମଲ ହାସନ ଓ ଧନୂଷ୍
ଚେନ୍ନାଇ: ଆରମ୍ଭ ହୋଇଛି ଲୋକସଭା ନିର୍ବାଚନ ୨୦୨୪। ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ଟି ଆସନରେ ମତଦାନ ଚାଲିଛି। ଭୋଟ ଦେବା ପାଇଁ ସାଧାରଣ ଲୋକଙ୍କ ସହ ପୋଲିଂ ବୁଥରେ ଚଳଚ୍ଚିତ୍ର ତାରକାଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି। ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁର ସମସ୍ତ ୩୯ ଆସନରେ ମଧ୍ୟ ଭୋଟ ଗ୍ରହଣ ଚାଲିଛି । ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ନାମିଦାମୀ ଅଭିନେତା ଭୋଟ ଦେଇଛନ୍ତି। ଅଭିନେତା ଅଜିତ କୁମାର ସକାଳୁ ସକାଳୁ ଭୋଟ୍ ଦେବା [...]
Odiaଭୋଟର ତାଲିକାରେ ଆପଣଙ୍କ ନାମ ଅଛି ନା ନାହିଁ? ଘରେ ବସି ଏହି ସହଜ ଉପାୟରେ ଯାଞ୍ଚ୍ କରନ୍ତୁ
ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ୍ ଗଣତନ୍ତ୍ରର ମହାପର୍ବ ଲୋକସଭା ନିର୍ବାଚନ ଶୁକ୍ରବାର (ଏପ୍ରିଲ ୧୯) ଠାରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟର ୧୦୨ ଆସନରେ ଚାଲିଛି ମତଦାନ। ଯଦି ଆପଣ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି କିମ୍ବା ପୂର୍ବରୁ ଭୋଟ୍ ଦେଇଛନ୍ତି ଏବଂ ଭୋଟର ତାଲିକାରେ ଆପଣଙ୍କ ନାମ ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏହାର ଏକ ସହଜ ଉପାୟ ଅଛି । ଭୋଟର ତାଲିକାରେ କିପରି ଆପଣ ନିଜ ନାମ [...]
Odiaଆଉ ୪୮ ଘଣ୍ଟା ନିଆଁ ବର୍ଷା: କିଛି ଜିଲ୍ଲା ପାଇଁ ଭୀଷଣ ଗ୍ରୀଷ୍ମପ୍ରବାହ ସତର୍କତା
ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଓ ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ସ୍ବାଭାବିକଠାରୁ ତାପମାତ୍ରା ୩ରୁ ୫ ଡିଗ୍ରୀ ଅଧିକ ରହିବ। ଖୋର୍ଦ୍ଧା, କଟକ, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଗଜପତି, କନ୍ଧମାଳ, ନୂଆପଡ଼ା, କୋରାପୁଟ, ମାଲକାନଗିରି [...]
Odiaଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆରମ୍ଭ, ୨୧ ରାଜ୍ୟର ୧୦୨ଟି ଆସନରେ ଚାଲିଛି ମତଦାନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ମତଦାନ ଶୁକ୍ରବାର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟର ୧୦୨ଟି ଆସନରେ ଭୋଟ୍ ଗ୍ରହଣ ଚାଲିଛି। ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। ଏହି ପର୍ଯ୍ୟାୟରେ ୮ କେନ୍ଦ୍ରମନ୍ତ୍ରୀଙ୍କ ସହ ୧୬୨୫ ପ୍ରାର୍ଥୀ ମଇଦାନରେ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେଉଁ ହାଇ ପ୍ରୋଫାଇଲ୍ ପ୍ରାର୍ଥୀମାନଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ, ସର୍ବାନନ୍ଦ ସୋନୋୱାଲ, ଭୁପେନ୍ଦ୍ର ଯାଦବଙ୍କ ସହ କଂଗ୍ରେସର ଗୌରବ ଗୋଗୋଇ [...]
ନାଟଗାଁରେ ରହିଛି ଦକ୍ଷିଣ ଓଡ଼ିଶାର ଏକମାତ୍ର ରଘୁନାଥ ମନ୍ଦିର, ଯେଉଁଠି ଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ ରାମ ଜନ୍ମୋତ୍ସଵ

Odiaନାଟଗାଁରେ ରହିଛି ଦକ୍ଷିଣ ଓଡ଼ିଶାର ଏକମାତ୍ର ରଘୁନାଥ ମନ୍ଦିର, ଯେଉଁଠି ଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ ରାମ ଜନ୍ମୋତ୍ସଵ
ଦକ୍ଷିଣ ଓଡ଼ିଶାର ଏକମାତ୍ର ରଘୁନାଥ ମନ୍ଦିର ଯେଉଁଠି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ଠାରୁ ଅଭିଷେକ ତା ପରଦିନ ଯାତ୍ରା ପର୍ଯ୍ୟନ୍ତ ଉତ୍ସବ ଦୀର୍ଘ ୧୨ ଦିନ ଧରି ଅତି ସୁନ୍ଦର ତଥା ଜାକଜମକ ରେ ପାଳନ କରାଯାଏ । ଅନ୍ୟ ସ୍ଥାନରେ ଲଙ୍କା ପୋଡି ପରେ ଯାତ୍ରା କରାଯାଏ । ମନ୍ଦିର ଗର୍ଭଗୃହସ୍ଥ ରତ୍ନ ସିଂହାସନ ଉପରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ପ୍ରସ୍ତର ମୂର୍ତ୍ତି,ସୀତା ଦେବୀଙ୍କର ଅଷ୍ଟଧାତୁର ମୂର୍ତ୍ତି ଏବଂ ହନୁମାନଙ୍କ କାଷ୍ଠ ମୂର୍ତ୍ତି ପୂଜା [...]
Odiaଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ରାମହି ଦେଉଁ କାଲି ଜୁବରାଜୂ । ସେହି ସୁଲୋଚନି ମଂଗଲ ସାଜୂ ॥ ଦେଖି ଉଠେଉ ସୁନି ହୃଦୟ କଠୋରୂ । ଜନୁ ଛୁଇ ଗୟଉ ପାକ ବରତୋରୂ ॥ ଭାବାର୍ଥ :- ରାଜା ଦଶରଥ କହିଲେ, ହେ ସୁନୟନୀ ! ମୁଁ ଆସନ୍ତାକାଲି ଶ୍ରୀରାମଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରୁଛି, ସେଥିପାଇଁ ତୁମେ ମଙ୍ଗଳମୟ ସଜବାଜ ହୋଇ ପ୍ରସ୍ତୁତ ହୁଅ । ଏହି କଥା ଶୁଣି ରାଣୀ କୈକେୟୀଙ୍କ କଠୋର [...]
Odiaଗୀତା ଉପଦେଶ: ସମଦର୍ଶିତାରେ ସ୍ଥିତ,ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଇହୈବ ତୈର୍ଜିତଃ ସର୍ଗୋ ଯେଷାଂ ସାମ୍ୟେ ସ୍ଥିତଂ ମନଃ। ନିର୍ଦୋଷଂ ହି ସମଂ ବ୍ରହ୍ମ ତସ୍ମାଦ୍ ବ୍ରହ୍ମଣି ତେ ସ୍ଥିତାଃ।* ଅର୍ଥାତ:- ଯେଉଁମାନଙ୍କର ମନ ସମଦର୍ଶିତାରେ ସ୍ଥିତ,ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି। ସେମାନେ ଭଗବାନମାନଙ୍କର ବିଶୁଦ୍ଧ ଗୁଣ ଯୁକ୍ତ ହୋଇ ପରମ ସତ୍ୟରେ ସ୍ଥିତ ରହନ୍ତି। (ଗୀତା୫/୧୯)
