Odiaଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି
ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି : ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଅଶୋକଷ୍ଟମୀ ନୀତି ପାଳିତ ହୋଇଥିଲା। ଏହି ଦିନ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ଶ୍ରୀ ଲୋକନାଥ ଦେବଙ୍କୁ ମହାଜନ ସେବକ ହାତରେ ବିଜେ କରାଇ ମୁକ୍ତି ମଣ୍ଡପ ନିକଟରେ ଥିବା ପାଲିଙ୍କି ରେ ବିଜେ କରାଇଥିଲେ। ପରେ ଘଣ୍ଟ , ଛତ୍ର , କାହାଳି ରେ ବିମାନ ବଡୁ ସେବକ ଉକ୍ତ ବିମାନ ଟିକୁ ଶ୍ରୀ ଇଶାନେଶ୍ୱରଙ୍କ ମନ୍ଦିରକୁ ନେଇକି [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଭରତ ସରିସ ପ୍ରିୟ କୌ ଜଗ ମାହୀଂ । ହିଁ ସଗୁନ ଫଲୁ ଦୂସର ନାହୀଂ ॥ ରାମହି ବଂଧୁ ସୋଚ ଦିନ ରାତୀ । ଅଂଡହ୍ନି କମଠ ହୃଦୟ ଜେହିଂ ଭାଁତୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମ ମାତା ସୀତାଙ୍କୁ କହିଲେ, ଭାଇ ଭରତଙ୍କ ପରି ଆମକୁ ଆଉ କେହି ଏ ସାରା ଦୁନିଆରେ ପ୍ରିୟ ନୁହନ୍ତି ! ଶ୍ରୀରାମଚନ୍ଦ୍ରଙ୍କର ମନରେ ଭାଇ ଭରତଙ୍କୁ ମନେ ପକାଇ ଦିନରାତି [...]
Odiaଗୀତା ଉପଦେଶ: ଆମର ମନ କ୍ଷୀର ଏବଂ ସଂସାର ଜଳ ସଦୃଶ ଅଟେ, ସଂସାରର ସଂସ୍ପର୍ଶରେ ଆସି, ତା’ ଦ୍ୱାରା ପ୍ରଭାବିତ ହୋଇ ମନ ସାଂସାରିକ ହୋଇଯାଏ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୋଗୀର ଲକ୍ଷଣ ବିଷୟରେ କହୁଛନ୍ତି : ଯୋଗୀ ଯୁଞ୍ଜୀତ ସତତମାତ୍ମାନଂ ରହସି ସ୍ଥିତଃ। ଏକାକୀ ଯତଚିତ୍ତାତ୍ମା ନିରାଶୀରପରିଗ୍ରହଃ।* ଅର୍ଥାତ ଯୋଗ ପ୍ରାପ୍ତ କରିବା ପାଇଁ ଇଚ୍ଛୁକ ବ୍ୟକ୍ତି, ମନ ଓ ଶରୀରକୁ ବଶ କରି, କାମନା ରହିତ ଭାବରେ ଭୋଗ୍ୟ ବସ୍ତୁସଂଗ୍ରହର ଲାଳସା ତ୍ୟାଗ କରି, ଏକାନ୍ତରେ ବାସ କରି, ନିରନ୍ତର ଭଗବାନଙ୍କର ଧ୍ୟାନ କରିବା ଉଚିତ।
Odiaହେମା ମାଳିନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ସୂରଜେୱାଲାଙ୍କ ଉପରେ ଲାଗିଲା ୪୮ ଘଣ୍ଟା ପ୍ରଚାର କଟକଣା
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ହେମା ମାଳିନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ମଙ୍ଗଳବାର ନିର୍ବାଚନ କମିଶନ କଂଗ୍ରେସ ନେତା ରଣଦୀପ ସୂରଜେୱାଲାଙ୍କ ଉପରେ ୪୮ ଘଣ୍ଟା ପାଇଁ ପ୍ରଚାର କଟକଣା ଲଗାଇଛନ୍ତି। ଲୋକସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠୁ ନିର୍ବାଚନ କମିଶନ ପ୍ରଥମ ଥର ପାଇଁ କୌଣସି ନେତାଙ୍କ ଉପରେ ପ୍ରଚାର କଟକଣା ଲଗାଇଛନ୍ତି। ହେମା ମାଳିନୀଙ୍କ ବିରୋଧରେ “ଅଶୋଭନୀୟ, ଅଶ୍ଳୀଳ ତଥା ଅସଭ୍ୟ” ମନ୍ତବ୍ୟ ପାଇଁ [...]
Odiaବିଜେଡିରେ ସାମିଲ ହେଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଓ ପୁଅ
ଭୁବନେଶ୍ୱର – ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି | ତାଙ୍କ ସହ ତାଙ୍କ ପୁଅ ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ଇଛନ୍ତି | ଆଜି ସନ୍ଧ୍ୟାରେ ନବୀନ ନିବାସରେ ଅରୁନ୍ଧତୀ ଦେବୀ ଓ ନମନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି | ଏହି ସମୟରେ ସାଂସଦ ମାନସ ମଙ୍ଗରାଜ [...]
ଅସହ୍ୟ ତାତି: ୧୮ ସହରରେ ତାପମାତ୍ରା ୪୧ ଡିଗ୍ରୀ କିମ୍ବା ଅଧିକ, ବାରିପଦା ରାଜ୍ୟର ଉତ୍ତପ୍ତ ସହର
ଭୁବନେଶ୍ୱର – ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ତାତି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୨୯ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ ରହିଛି। ଏଥିମଧ୍ୟରୁ ୧୮ଟି ସହରରେ ୪୧ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦା ହୋଇଛି ଆଜି ରାଜ୍ୟର ଉତ୍ତପ୍ତ ସହର । ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଦଶମିକ [...]
Odiaମତଦାତାଙ୍କୁ ଜିଲ୍ଲା ପ୍ରଶାସନ ଅଭିନବ ଢଙ୍ଗରେ ସଚେତନ
ବଲାଙ୍ଗିର : ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁସାରେ ଆସନ୍ତା ମଇ ୨୦ ତାରିଖରେ ବଲାଙ୍ଗିର ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲାର ସମସ୍ତ ଭୋଟର କିପରି ନିର୍ବାଚନରେ ଭାଗ ନେବେ ତଥା ବୁଥକୁ ଆସି ମତଦାନ ସାବ୍ୟସ୍ତ କରିବେ ସେ ଦିଗରେ ସଚେତନତା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଅଭିନବ ଢଙ୍ଗରେ ସଚେତନ କରାଉଛି । ଏହି ପରିପେକ୍ଷୀରେ ମାଟିର ପାତ୍ରରେ ନିଶ୍ଚିତ ଭୋଟ ଦେବାସହ ୨୦ ମଇ ମତଦାନ କେନ୍ଦ୍ରକୁ [...]
Odiaମା’ ତାରାତାରିଣୀଙ୍କ ଅଶୋକାଷ୍ଟମୀ ପୂଜା, ଚୈତ୍ର ମଙ୍ଗଳବାର ଚତୁର୍ଥ ପାଳି ପୂଜା
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ, ଗଞ୍ଜାମ ଜିଲ୍ଲାବାସୀଙ୍କ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଆଜି ଚୈତ୍ର ମାସ ବାସନ୍ତୀକ ପର୍ବର ଅଶୋକାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରା ଚତୁର୍ଥ ପାଳି ମଧ୍ୟ ହୋଇଥିଲା। ଏକକାଳୀନ ଦୁଇଟି ଉତ୍ସବ ହେଉଥିବାରୁ ମନ୍ଦିର ପରିସର ବେଶ୍ ଚଳଚଞ୍ଚଳ ଥିଲା। ଭକ୍ତମାନେ ଦେବୀଙ୍କ ମହିଷାମର୍ଦ୍ଦିନୀ ବେଶ ଦର୍ଶନ କରିବା ସହ ପରିବାର ମଙ୍ଗଳକାମନା କରିଥିଲେ। ମା’ ତାରାତାରିଣୀଙ୍କ ମନ୍ଦିରରେ ବାସନ୍ତୀକ ପର୍ବ ତଥା ଅଶୋକାଷ୍ଟମୀ ପୂଜା [...]
Odiaଛତିଶଗଡର କାଙ୍କେର ଜଙ୍ଗଲରେ ଏନକାଉଣ୍ଟର, ୧୮ ନକ୍ସଲ ନିହତ
କାଙ୍କେର: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନର ତିନି ଦିନ ପୂର୍ବରୁ ମଙ୍ଗଳବାର ଛତିଶଗଡର କାଙ୍କେର ଜିଲ୍ଲାରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଭୟଙ୍କର ଏନକାଉଣ୍ଟର ହୋଇଛି । ଏହି ସଂଘର୍ଷରେ ୧୮ ଜଣ ନକ୍ସଲ ନିହତ ହୋଇଛନ୍ତି । ସୁରକ୍ଷା ବାହିନୀର ତିନି ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ଏନକାଉଣ୍ଟର କାଙ୍କେର ଜଙ୍ଗଲରେ ହୋଇଥିଲା। ଏନକାଉଣ୍ଟର ସ୍ଥଳୀରୁ ୧୮ ଜଣ ନକ୍ସଲଙ୍କ ମୃତଦେହ ସହ ୭ଟି ଏକେ ୪୭ ଓ ୩ଟି ଏଲଏମଜି [...]
Odiaଗଞ୍ଜାମ: ସେଣ୍ଟ୍ରିଂ ଖୋଲିବା ବେଳେ ଛାତ ଧସି ଜଣେ ଶ୍ରମିକ ମୃତ, ୪ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ଆଜି ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ଘରର ଛାତ ସେଣ୍ଟ୍ରିଂ ଧସି ପଡିବାରୁ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ମୃତକ ହେଲେ ସୋରଳ ଗ୍ରାମର ୫୫ ବର୍ଷୀୟ ଦେବରାଜ ଜାନି। ଏହି ଘଟଣାରେ ଆହତ ଶ୍ରମିକମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ସୋରଳ ଗ୍ରାମ କାଶୀନଗରରେ ଜଣେ [...]
