Odiaଝେଲମ୍ ନଦୀରେ ଡଙ୍ଗା ବୁଡ଼ି ଦୁଇ ସ୍କୁଲ ପିଲାଙ୍କ ସହ ୬ ମୃତ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଶ୍ରୀନଗରର ଝେଲମ୍ ନଦୀରେ ଏକ ଡଙ୍ଗା ବୁଡ଼ି ଦୁଇ ସ୍କୁଲ ପିଲାଙ୍କ ସହ ୬ ଜଣଙ୍କର ମୃତ୍ୟୁ ହୋଇଛି। ଶ୍ରୀନଗର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଡଙ୍ଗାରେ ୧୬ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରେ ୭ ଜଣ ସ୍କୁଲ ପିଲା ଓ ୮ ଜଣ ଲୋକ ଥିଲେ। ଏପର୍ଯ୍ୟନ୍ତ ନଦୀରୁ ୬ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୩ ଜଣ ନିଖୋଜ ଅଛନ୍ତି। ଜିଲ୍ଲାପାଳ କହିଛନ୍ତି, ଆଜି ସକାଳ ୭:୪୫ ରୁ ୮ଟା ମଧ୍ୟରେ [...]
Odiaଅସହ୍ୟ ଗ୍ରୀଷ୍ମତାପ : ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ଉତ୍ତପ୍ତ ସହର
ଭୁବନେଶ୍ୱର – ସାରା ରାଜ୍ୟରେ ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ଆକାଶରୁ ସତେ ଯେପରି ନିଆଁ ବର୍ଷା ହେଉଛି । ପ୍ରଚଣ୍ଡ ଖରା ତାତିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ସକାଳ ୧୦ଟା ପରେ ଘରୁ ଗୋଡ କାଢ଼ିବାକୁ ଭୟ ଲାଗୁଛି । ଏଭଳି ସ୍ଥିତି ଆହୁରି ୪-୫ ଦିନ ଲାଗି ରହିବ । ଆଜି ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱର ଥିଲା ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ [...]
Odiaବିଭ୍ରାନ୍ତିକର ବିଜ୍ଞାପନ ମାମଲା: ସର୍ବସାଧାରଣରେ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କୋର୍ଟଙ୍କୁ କହିଲେ ରାମଦେବ
ନୂଆଦିଲ୍ଲୀ: ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ପୁଣି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅମାନତୁଲ୍ଲାଙ୍କ ଖଣ୍ଡପୀଠ ସମ୍ମୁଖରେ ବାବା ରାମଦେବ ଏବଂ ବାଳକୃଷ୍ଣ ତୃତୀୟ ଥର ପାଇଁ ହାଜର ହୋଇଥିଲେ। ଉଭୟ ସର୍ବସାଧାରଣରେ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କୋର୍ଟଙ୍କୁ କହିଛନ୍ତିି। ଖଣ୍ଡପୀଠ ବାବା ରାମଦେବ ଓ ତାଙ୍କ ସହଯୋଗୀ ବାଳକୃଷ୍ଣଙ୍କୁ କଥା ଶୁଣିବାକୁ ଚାହିଁଥିଲେ। ତେଣୁ ଉଭୟଙ୍କୁ ଆଗକୁ ଆସିବାକୁ କହିଥିଲେ। ଏହି ସମୟରେ କିଛି ସମୟ ପାଇଁ [...]
Odiaନିର୍ବାଚନୀ ବ୍ୟସ୍ତତା ସତ୍ତ୍ୱେ ବିକାଶମୂଳକ କାମ ନେଇ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବିଚାରବିମର୍ଷ ଜାରି
ଭୁବନେଶ୍ୱର – ନିର୍ବାଚନ ବ୍ୟସ୍ତତା ମଧ୍ୟରେ ବି ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟର ବିକାଶ ହିଁ ସର୍ବୋଚ୍ଚ ପ୍ରାଥମିକତା । ରାଜ୍ୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନେଇ ଲୋକଙ୍କ ସହ ଆଲୋଚନା କରି ମତାମତ ନେଉଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସହ ବିଚାର ଆଲୋଚନା କରୁଛନ୍ତି। ନିର୍ବାଚନ ମୁଖ୍ୟମନ୍ତ୍ରୀଙ୍କ ନିତିଦିନିଆ କାମ ଉପରେ ପ୍ରଭାବ ପକାଇ ପାରିନାହିଁ । ଭିଡ଼ିଓ କଲ୍ ମାଧ୍ୟମରେ ମୁଖ୍ଯମନ୍ତ୍ରୀ [...]
ସିଭିଲ ସର୍ଭିସ ପରୀକ୍ଷା ଫଳ: ଦ୍ୱିତୀୟ ରାଙ୍କରେ ଓଡ଼ିଶାର ଅନିମେଶ ପ୍ରଧାନ, ଶ୍ରେଷ୍ଠ ୧୦୦ରେ ୫ ଓଡିଆ
ଭୁବନେଶ୍ୱର – ଆଜି ପ୍ରକାଶ ପାଇଥିବା ୨୦୨୩ ସିଭିଲ ସର୍ଭିସ ପରୀକ୍ଷା ଫଳରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଓଡ଼ିଶାର ଅନିମେଶ ପ୍ରଧାନ। ସେ ଅନୁଗୁଳ ଜିଲା ତାଳଚେର ଭାଲୁଗଡିଆ ଗାଁର ବାସିନ୍ଦା ।ଅନିମେଶ ୨୦୨୧ରେ କମ୍ପ୍ୟୁଟର ସାଇନ୍ସରେ ଏନଆଇଟି ରାଉରକେଲାରେ ପାଠ ପଢୁଥିଲେ। କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଆଜି ସେ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଚାରିଆଡୁ ଅଭିନନ୍ଦନ ମିଳିବାରେ ଲାଗିଛି । ଶ୍ରେଷ୍ଠ [...]
Odiaପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ, ଆଦିତ୍ୟ ଶ୍ରୀବାସ୍ତବ ଟପର
ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ୨୦୨୩ର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇଛି | ଏଥର ୧୦୧୬ ପ୍ରାର୍ଥୀ ସଫଳ ହୋଇଛନ୍ତି । ୟୁପିଏସସି ୱେବସାଇଟ୍ upsc.gov.in ରେ ପରୀକ୍ଷା ଫଳ ଉପଲବ୍ଧ କରାଯାଇଛି। ଏଥର ଆଦିତ୍ୟ ଶ୍ରୀବାସ୍ତବ ଟପର ହୋଇଛନ୍ତି | ଅନିମେଶ ପ୍ରଧାନ ଦ୍ୱିତୀୟ ର଼୍ୟାଙ୍କ ପାଇଥିବା ବେଳେ ଡି.ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନରେ ରହିଛନ୍ତି। ଆଇଏଏସ୍, ଆଇଏଫ୍ଏସ୍ ଏବଂ ଆଇପିଏସ୍ ସହ ୧୧୪୩ ପଦ ପାଇଁ ୧୦୧୬ ପ୍ରାର୍ଥୀ ନିଯୁକ୍ତି ପାଇଁ ସୁପାରିସ [...]
Odiaବିଧାନସଭା ନିର୍ବାଚନ ପାଇଁ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ
ନୂଆଦିଲ୍ଲୀ – ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୨୧ ଜଣଙ୍କ ନାଁ ରହିଛି । ରାଉରକେଲାରୁ ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ । ପାଟଣାରୁ ଅଖିଲ ଚନ୍ଦ୍ର ନାୟକ, ସାରସକଣାରୁ ଭାଦବ ହାଁସଦା,ରାଇରଙ୍ଗପୁରରୁ ଜୋଲେନ ବରଦା, ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁ ପ୍ରତିଦ୍ବନ୍ଦ୍ବିତା କରିବେ। କରଞ୍ଜିଆରୁ ପଦ୍ମଚରଣ ହାଇବ୍ରୁ, ଝରିଗାଁରୁ ନରସିଂହ ଭତ୍ରା, ଡାବୁଗାଁରୁ ସୋମନାଥ ପୂଜାରୀ, ରାଜନଗରରୁ ଲଳିତ ବେହେରା, ବାଲିକୁଦା-ଏରସମାରୁ ସତ୍ୟସାରଥି [...]
Odiaଶତ ପ୍ରତିଶତ ଭିଭିପାଟ୍ ଯାଞ୍ଚ୍ ନେଇ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ନିର୍ବାଚନରେ ସମସ୍ତ ‘ଭିଭିପାଟ୍’ ସ୍ଲିପର ଶତ ପ୍ରତିଶତ ଯାଞ୍ଚ୍ କରିବାକୁ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ସମ୍ପ୍ରତି ଭିଭିପାଟ୍ ସ୍ଲିପ୍ ମାଧ୍ୟମରେ କେବଳ ପାଞ୍ଚଟି ମନୋନୀତ ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍)ର ଯାଞ୍ଚ କରାଯାଉଛି । ‘ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍’ (ଭିଭିପିଏଟି) ହେଉଛି ଏକ ଭୋଟ୍ ଯାଞ୍ଚ୍ ପ୍ରଣାଳୀ ।ଏହାଦ୍ବାରା ଜଣେ ଭୋଟର ତାଙ୍କ ଭୋଟ୍ ସଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ ଜାଣିପାରିବେ । ଭିଭିପାଟ୍ [...]
ଭୋଟର ସଚେତନତା ପାଇଁ କୋରାପୁଟ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ
କୋରାପୁଟ – ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେଇ ନିଜର ମତାଧିକାର ସାବ୍ୟସ୍ତ କରିବା ପ୍ରତି ସଚେତନ ନାଗରିକର କର୍ତ୍ତବ୍ୟ। ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ଭୋଟ୍ ଦେଇ ଜନ ପ୍ରତିନିଧିଙ୍କ ବାଛିବା ଅଧିକାର ସମ୍ବିଧାନ ପ୍ରଦତ୍ତ । ଏକ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟ୍ ଦେବା ସବୁ ନାଗରିକଙ୍କ ପରମ କର୍ତ୍ତବ୍ୟ। ସଚେତନ ନାଗରିକଙ୍କ ଉଦାସୀନତା ଦ୍ୱାରା ଗଣତାନ୍ତ୍ରିକ ପ୍ରକ୍ରିୟା ବି ପ୍ରଭାବିତ ହୋଇଥାଏ । ତେଣୁ ଭୋଟର ସଚେତନତା ପାଇଁ ପ୍ରଶାସନର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ। [...]
Odiaଇଂଲଣ୍ଡର କିମ୍ବଦନ୍ତୀ ସ୍ପିନର ଡେରେକ ଅଣ୍ଡରଉଡଙ୍କ ପରଲୋକ
ଲଣ୍ଡନ: ଇଂଲଣ୍ଡର କିମ୍ବଦନ୍ତୀ ସ୍ପିନର ଡେରେକ ଅଣ୍ଡରଉଡଙ୍କ ସୋମବାର ୭୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ନିଜ ବୋଲିଂ ଦ୍ବାରା ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କୁ ଅନେକ ଥର ଅସୁବିଧାରେ ପକାଇଥିବା ଅଣ୍ଡରଉଡଙ୍କୁ ୬୦ ଓ ୭୦ ଦଶକର ପିଚ୍ ଗୁଡ଼ିକରେ ଖେଳିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜିଂ ଥିଲା। ଅଣ୍ଡରଉଡ୍ ଇଂଲଣ୍ଡ ପାଇଁ ୮୬ ଟେଷ୍ଟ ଖେଳି ୨୯୭ ୱିକେଟ୍ ନେଇଥିଲେ । ସେ ହେଉଛନ୍ତି ଇଂଲଣ୍ଡର ସର୍ବାଧିକ ଓ୍ବିକେଟ୍ ହାସଲକାରୀ ସ୍ପିନର । [...]
