Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ପୁଲକି ସପ୍ରେମ ପରସପର କହହୀଂ । ଭରତ ଆଗମନୁ ସୂଚକ ଅହହୀଂ ॥ ଭଏ ବହୁତ ଦିନ ଅତି ଅବସେରୀ । ସଗୁନ ପ୍ରତୀତି ଭେଁଟ ପ୍ରିୟ କେରୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତା ଆନନ୍ଦ ମନରେ ସପ୍ରେମ ପରସ୍ପରକୁ କହିଲେ କି ଶରୀରରେ ଏପରି ପୁଲକ ଅନୁଭବ ହେବା ଅର୍ଥ ଭରତ ଫେରି ଆସିବାର ପୂର୍ବ ସୂଚନା ପରି ଲାଗୁଛି । ତାଙ୍କୁ ମାମୁଙ୍କ [...]
Odiaଗୀତା ଉପଦେଶ- ଭଗବାନଙ୍କ ଅନୁକମ୍ପା ଦୁଇ ପ୍ରକାରର ପ୍ରଥମଟି ଦିବ୍ୟ ଅନୁକମ୍ପା ଅନ୍ୟଟି ଭୌତିକ ଅନୁକମ୍ପା
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଅର୍ଜୁନଙ୍କ ବିଷାଦଗସ୍ତ ମନକୁ ବୁଝାଇବାକୁ ଯାଇ କୃପା ବା ଅନୁକମ୍ପା ବିଷୟ ରେ କହୁଛନ୍ତି ;- ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍। ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ। ଅର୍ଥ ସଞ୍ଜୟ କହିଲେ, ଅର୍ଜୁନଙ୍କର ଏହିପରି ଦୟାରେ ଅଭିଭୂତ ବିଷାଦଗ୍ରସ୍ତ ମନ ଏବଂ ଲୋତକ ପୂର୍ଣ୍ଣ ଚକ୍ଷୁକୁ ଦେଖି ଶ୍ରୀକୃଷ୍ଣ ଏହି ସବୁ କଥା କହିଲେ।
Odiaଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବକାଳୀନ ରେକର୍ଡ: ଅନୁଭୂତ ହେଲା ଏପ୍ରିଲର ସବୁଠୁ ଥଣ୍ଡା ଦିନ
ଭୁବନେଶ୍ୱର – ଏପ୍ରିଲ ମାସରେ ରାଜ୍ୟରେ ଥଣ୍ଡା ଦିନର ରେକର୍ଡ। ଆଭ୍ୟନ୍ତରୀଣ ଓଡ଼ିଶାରେ ପୂର୍ବ ରେକର୍ଡ଼ ଭଙ୍ଗ ହୋଇଛି। ବର୍ଷା ଓ ମେଘୁଆ ଆକାଶ ପ୍ରଭାବରେ ଦିନର ତାପମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଅନୁଗୁଳ, ଟିଟିଲାଗଡ଼, ସମ୍ବଲପୁର ଓ ହୀରାକୁଦ ସହରରେ ପୂର୍ବର ସମସ୍ତ ରେକର୍ଡ ଭଙ୍ଗ ହୋଇ ଆଜି ଏପ୍ରିଲ ମାସରେ ସବୁଠୁ ଥଣ୍ଡା ଦିନ ଅନୁଭୂତ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ଟିଟିଲାଗଡ଼ରେ ଆଜି ଦିନର ସର୍ବୋଚ୍ଚ [...]
Odiaବାଲେଶ୍ୱର ଲୋକସଭା ଆସନରୁ ଲେଖାଶ୍ରୀ ବିଜେଡିର ପ୍ରାର୍ଥୀ
ଭୁବନେଶ୍ୱର – ବେଶ୍ କିଛି ଦିନର ପ୍ରତୀକ୍ଷା ପରେ ବାଲେଶ୍ଵର ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ଲେଖାଶ୍ରୀଙ୍କ ନାମ ଘୋଷଣା କରିଛନ୍ତି। କିଛି ଦିନ ତଳେ ଲେଖାଶ୍ରୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ। ବାଲେଶ୍ୱର ଆସନରେ ପ୍ରାର୍ଥୀ ଘୋଷଣା ସହ ସମସ୍ତ ୨୧ଟି ଲୋକସଭା ଆସନରେ [...]
Odiaବିଜେଡିର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା
ଭୁବନେଶ୍ୱର – ବିଜେଡି ଚତୁର୍ଥ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ଦଳର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଘୋଷିତ ନୂଆ ତାଲିକା ଅନୁସାରେ ଲକ୍ଷ୍ମୀପୁରରୁ ପ୍ରଭୁ ଜାନୀ, ପାରାଦୀପରୁ ଗୀତାଞ୍ଜଳି ରାଉତରାୟ, ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ, ରାଇରଖୋଲରୁ ରୋହିତ ପୂଜାରୀ, ତେଲକୋଇରୁ ମାଧବ ସର୍ଦ୍ଦାର, ତାଳଚେରରୁ ବ୍ରଜ ପ୍ରଧାନ, ନର୍ଲାରୁ ମନୋରମା ପ୍ରଧାନ,ବାଲିଗୁଡାରୁ ଚକ୍ରମଣି କହଁର, ଭୁବନେଶ୍ୱର ମଧ୍ୟରୁ ଅନନ୍ତ [...]
Odiaରାଜସ୍ଥାନ ରୟାଲ୍ସ ଅଧିନାୟକ ସାମସନଙ୍କୁ ୧୨ ଲକ୍ଷ ଜରିମାନା
ଜୟପୁର: ଗୁଜରାଟ ଟାଇଟାନ୍ସ ବିପକ୍ଷ ଆଇପିଏଲ୍ ମ୍ୟାଚରେ ମନ୍ଥର ଓଭର ହାର ପାଇଁ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କୁ ୧୨ ଲକ୍ଷ ଜରିମାନା ହୋଇଛି। ବୁଧବାର ଅନୁଷ୍ଠିତ ଏହି ମ୍ୟାଚରେ ଶୁଭମାନ ଗିଲଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟାନ୍ସ ଶେଷ ବଲରେ ରୋମାଞ୍ଚକ ବିଜୟ ସହ ରାଜସ୍ଥାନ ରୟାଲ୍ସର କ୍ରମାଗତ ଚାରି ମ୍ୟାଚ୍ ଅପରାଜେୟ ଧାରାକୁ ଭାଙ୍ଗିଥିଲା । ଗୁଜରାଟ ଏହି ମ୍ୟାଚକୁ ୩ ୱିକେଟରେ ଜିତିଥିଲା। ଆଇପିଏଲ୍ ବିବୃତ୍ତି ଅନୁଯାୟୀ, ଓଭର ହାର ସହ ଜଡିତ [...]
Odiaକଂଗ୍ରେସର ପୂର୍ବତନ ମୁଖପାତ୍ର ରୋହନ ଗୁପ୍ତା ବିଜେପିରେ ସାମିଲ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଜାତୀୟ ମୁଖପାତ୍ର ରୋହନ ଗୁପ୍ତା ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ସେ କଂଗ୍ରେସ ବିରୋଧରେ ତାଙ୍କ ‘ଅପମାନ’ ଏବଂ ‘ଚରିତ୍ର ସଂହାର’ କରିଥିବା ଅଭିଯୋଗ କରି ଗତ ମାସରେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୁପ୍ତା କେନ୍ଦ୍ର କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। କଂଗ୍ରେସ ଅହମ୍ମଦାବାଦ ପୂର୍ବ [...]
Odiaଅବକାରୀ ଦୁର୍ନୀତି ମାମଲା: ଇଡି ପରେ କବିତାଙ୍କୁ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗୁରୁବାର ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ.କବିତାଙ୍କୁ ଗିରଫ କରିଛି। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା ପୂର୍ବରୁ ଏହି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଅଛନ୍ତି। ସିବିଆଇ ତାଙ୍କୁ ଆଜି ସେଇଠି ଗିରଫ କରିଥିଲା। ନିକଟରେ ଏକ ସ୍ୱତନ୍ତ୍ର କୋର୍ଟର ଅନୁମତି ପରେ ସିବିଆଇ ଅଧିକାରୀ କବିତାଙ୍କୁ ଜେଲ ଭିତରେ ପଚରାଉଚରା କରିଥିଲେ। ସହଅଭିଯୁକ୍ତ ବୁଚି ବାବୁଙ୍କ [...]
Odiaଠକେଇ ଅଭିଯୋଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ ଗିରଫ
ମୁମ୍ବାଇ: ତାଙ୍କୁ ଏବଂ ତାଙ୍କ ଭାଇ କୃନାଲ ପାଣ୍ଡ୍ୟାଙ୍କୁ ୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ୩୭ ବର୍ଷୀୟ ବୈଭବ ପାଣ୍ଡ୍ୟାଙ୍କୁ ଆପରାଧିକ ବିଶ୍ବାସଘାତକତା, ଧମକ, ଅପରାଧିକ ଷଡ଼ଯନ୍ତ୍ର, ଜାଲିଆତି ଏବଂ ଅନ୍ୟାନ୍ୟ ଦଫା ଅଧୀନରେ ଗିରଫ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଅଧିକାରୀ ଜଣକ କହିଛନ୍ତି ଯେ, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା [...]
Odiaସ୍କୁଲ ବସ୍ ଓଲଟି ୬ ପିଲାଙ୍କ ମୃତ୍ୟୁ
ଚଣ୍ଡିଗଡ଼: ହରିୟାଣାର ନାରନୌଲରେ ଏକ ସ୍କୁଲ ବସ୍ ଓଲଟି ପଡ଼ିବାରୁ ୬ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି। ନାରନୌଲର କିନିନା ଉହାନି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଗାଡ଼ିକୁ ଓଭରଟେକ୍ କରିବାକୁ ଯାଇ ସ୍କୁଲ୍ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାଗ୍ରସ୍ତ ବସ୍ ଜିଏଲ୍ ପବ୍ଲିକ୍ ସ୍କୁଲର [...]
