Odiaରାସ୍ତା କାମ କରୁଥିବା ବେଳେ ମାଡ଼ିଗଲା ଟ୍ରକ୍, ୩ ଶ୍ରମିକ ମୃତ
ବରଗଡ଼ – ବରଗଡ଼ ଜିଲ୍ଲା ସୋହେଲା ଥାନା ଲୁହୁରାଚଟି ନିକଟରେ ସଡ଼କ ଦୁର୍ଘଟଣାରେ ତିନିଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ରାତିରେ ରାସ୍ତା କାମରେ ନିୟୋଜିତ ଥିଲା ବେଳେ ସେମାନଙ୍କ ଉପରେ ମାଡ଼ି ଯାଇଥିଲା ଟ୍ରକ୍ । ଘଟଣାସ୍ଥଳରେ ହିଁ ୩ ଶ୍ରମିକ ପ୍ରାଣ ହରାଇଥିଲେ । ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା ମୃତକ ୩ ଶ୍ରମିକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେମାନେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ- ଏନଏଚଏଆଇର [...]
Odiaସୈନିକ ସ୍କୁଲ ଗୁଡ଼ିକର ଘରୋଇକରଣକୁ ବିରୋଧ କରି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଖଡ଼ଗେ
ନୂଆଦିଲ୍ଲୀ: ସୈନିକ ସ୍କୁଲ ଗୁଡ଼ିକର ଘରୋଇକରଣ ବିରୋଧରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ଆରଟିଆଇ ଜରିଆରେ ମିଳିଥିବା ସୂଚନାରୁ ସୈନିକ ସ୍କୁଲ ଗୁଡ଼ିକର ଘରୋଇକରଣ ହେଉଥିବା ଖଡ଼ଗେ ଏହି ଚିଠିରେ ଦାବି କରିଛନ୍ତି। ଆରଟିଆଇ ସୂଚନା ମୁତାବକ ସରକାର ଆଉ ୪୦ଟି ସୈନିକ ସ୍କୁଲ ଖୋଲିବା ପାଇଁ ଘରୋଇ ବ୍ୟକ୍ତି ଓ ଅନୁଷ୍ଠାନ ସହିତ ଏମଓୟୁ ସ୍ୱାକ୍ଷର କରିଛନ୍ତି। ଏଥି ମଧ୍ୟରୁ ୬୨ ପ୍ରତିଶତରୁ ଅଧିକ ଏମ୍ଓୟୁ ବିଜେପି ଏବଂ [...]
Odiaବିଧାୟକ ଅରବିନ୍ଦ ଢ଼ାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ କଲେ ବାଚସ୍ପତି
ଭୁବନେଶ୍ୱର – ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି।ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି ବାଚସ୍ପତି। ସଭ୍ୟପଦ ରଦ୍ଦ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ବିଧାନର ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଦଳ ବଦଳ ବିରୋଧୀ ଆଇନ ଅନୁସାରେ ଦୁଇ ବିଧାୟକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ନିକଟରେ ଦୁଇ ବିଧାୟକ ବିଜେଡି ଛାଡି ବିଜେପିରେ ସାମିଲ ହେଇଥିଲେ [...]
Odiaନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସକୁ ଝଟକା, ୭୫୨ କୋଟିର ସମ୍ପତ୍ତି ଜବତକୁ ବୈଧ କହିଲେ କୋର୍ଟ
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ମନି ଲଣ୍ଡରିଂ ମାମଲାରେ ଏକ ସ୍ବତନ୍ତ୍ର କୋର୍ଟ ନ୍ୟାସନାଲ ହେରାଲ୍ଡ ଖବରକାଗଜ ପରିଚାଳନା କରୁଥିବା କମ୍ପାନୀ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ (ଏଜିଏଲ୍) ଏବଂ ୟଙ୍ଗ ଇଣ୍ଡିଆ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ବୋଲି କହିଛନ୍ତି। ଏହି ମାମଲାରେ ଏଜିଏଲ୍ ଏବଂ ୟଙ୍ଗ ଇଣ୍ଡିଆର ୭୫୨ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲା ଇଡି। କେନ୍ଦ୍ରୀୟ ଏଜେନ୍ସିର ଏହି ଆକ୍ସନକୁ କୋର୍ଟ ବୈଧ [...]
Odiaକେଜ୍ରିୱାଲଙ୍କୁ ଆଉ ଏକ ଝଟକା, ପିଏଙ୍କୁ ହଟାଇଲା ଭିଜିଲାନ୍ସ ବିଭାଗ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ଝଟକା ଲାଗିଛି। ଏବେ ତାଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଏହି ପଦରୁ ହଟାଇଛି ଭିଜିଲାନ୍ସ ବିଭାଗ । ୧୭ ବର୍ଷ ତଳର ଏକ ମାମଲା ଆଧାରରେ ତାଙ୍କୁ ହଟାଯାଇଛି। ଭିଜିଲାନ୍ସ ବିଭାଗ କହିଛି ଯେ, କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କ ନିଯୁକ୍ତିରେ ନିର୍ଦ୍ଧାରିତ ପ୍ରକ୍ରିୟା ଓ ନିୟମାବଳୀର ସଠିକ୍ ଅନୁପାଳନ କରାଯାଇନଥିଲା । ଅତଏବ ତାଙ୍କ ନିଯୁକ୍ତି [...]
Odiaବାସନ୍ତିକ ନବରାତ୍ରୀ ଏବଂ ନବଦୁର୍ଗା ରୂପରେ ପୁଜିତା ହେବେ ଦେବୀ ଦୁର୍ଗା
ନବଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ଏହି ନବରାତ୍ରିର ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଏ । ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ସେହିପରି ଶେଷ ତିନିଦିନରେ ମା’ ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା କରାଯାଏ । ନବରାତ୍ରିର ଶେଷ ଦିନରେ ବିଜୟା ଦଶମୀ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ପୁଲକି ସପ୍ରେମ ପରସପର କହହୀଂ । ଭରତ ଆଗମନୁ ସୂଚକ ଅହହୀଂ ॥ ଭଏ ବହୁତ ଦିନ ଅତି ଅବସେରୀ । ସଗୁନ ପ୍ରତୀତି ଭେଁଟ ପ୍ରିୟ କେରୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତା ଆନନ୍ଦ ମନରେ ସପ୍ରେମ ପରସ୍ପରକୁ କହିଲେ କି ଶରୀରରେ ଏପରି ପୁଲକ ଅନୁଭବ ହେବା ଅର୍ଥ ଭରତ ଫେରି ଆସିବାର ପୂର୍ବ ସୂଚନା ପରି ଲାଗୁଛି । ତାଙ୍କୁ ମାମୁଙ୍କ [...]
Odiaଗୀତା ଉପଦେଶ: ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତା ରେ ବିଶ୍ୱର ସମସ୍ତ ଦେବତା ଙ୍କ ଆତ୍ମା ମୁଁ ସ୍ୱୟଂ ବୋଲି ପ୍ରମାଣିତ କରି କହୁଛନ୍ତି- ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧୟାର୍ଚିତୁମିଚ୍ଛତି । ତସ୍ୟ ତସ୍ୟାଚଳାଂ ଶ୍ରଦ୍ଧାଂ ତାମେବ ବିଦଧାମ୍ୟହମ୍। ଅର୍ଥାତ ଜଣେ ଭକ୍ତ, ବିଶ୍ୱାସର ସହିତ ଯେଉଁ ଦେବତାଙ୍କର ଭକ୍ତି କରିବାକୁ ଇଚ୍ଛା କରିଥାଆନ୍ତି, ମୁଁ ସେହି ଭକ୍ତଙ୍କର ବିଶ୍ୱାସ ସେହି ଦେବତାଙ୍କଠାରେ ସୁଦୃଢ଼ କରିଥାଏ ।
Odiaଲାଞ୍ଚ ମାମଲାରେ ଅବସରପ୍ରାପ୍ତ ବିଇଓ ଓ ଆରଆଇଙ୍କୁ ଜେଲ୍
ଭୁବନେଶ୍ୱର- ଏକ ଲାଞ୍ଚ ମାମଲାରେ ରାୟଗଡ଼ା ଜିଲ୍ଲା ଗୁଣୁପୁରର ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡାଦେଶ ପାଇଛନ୍ତି। ଗୁଣୁପୁରର ପୂର୍ବତନ ବିଇଓ ଅନ୍ତର୍ଯାମୀ ବେହେରାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡା ଦେଇଛନ୍ତି ଜୟପୁର ଭିଜିଲାନ୍ସ କୋର୍ଟ । ଏଥିସହ କୋର୍ଟ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ଅନ୍ତର୍ଯାମୀ ବେହେରା ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ । [...]
Odia‘ଏହା ଜେମ୍ସ ବଣ୍ଡ ଫିଲ୍ମର ସିକ୍ୱେଲ ନୁହେଁ..’, କେଜ୍ରିୱାଲଙ୍କୁ ହଟାଇବାକୁ ବାରମ୍ବାର ଆବେଦନ ନେଇ ବିରକ୍ତି ପ୍ରକାଶ କଲେ ହାଇକୋର୍ଟ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ବାରମ୍ବାର ଆବେଦନ ନେଇ ଦିଲ୍ଲୀ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଅଦାଲତ ଥରେ ଏପରି ଆବେଦନ ଖାରଜ କରିବା ପରେ ଏବଂ ଏହି ମାମଲା କାର୍ଯ୍ୟପାଳିକା ଅଧୀନରେ ରହିଥିବା ବେଳେ ଏନେଇ ବାରମ୍ବାର ପିଟିସନ ଦାୟର କରିବା ଠିକ୍ ନୁହେଁ । ଏହା ଜେମ୍ସ ବଣ୍ଡ ଫିଲ୍ମ ନୁହେଁ ଯେ ଯାହାର ‘ସିକ୍ୱେଲ’ ଚାଲିଥିବ। [...]
