Odiaବିଜେପିର ହାଇଦ୍ରାବାଦ ପ୍ରାର୍ଥୀ ମାଧବୀ ଲତାଙ୍କୁ ଓ୍ବାଇ + ସୁରକ୍ଷା ଦେଲା କେନ୍ଦ୍ର
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ହାଇଦ୍ରାବାଦ ଆସନରେ ଅଲ ଇଣ୍ଡିଆ ମଜଲିସ୍-ଏ-ଇତେହାଦୁଲ ମୁସଲିମୀନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସିଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ହୋଇଥିବା ଡକ୍ଟର ମାଧବୀ ଲତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ୍ବାଇ + କାଟେଗୋରୀ ସୁରକ୍ଷା ଦେଇଛି । ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ବିଭାଗ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ମାଧବୀଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି । ମାଧବୀଙ୍କ ସୁରକ୍ଷାରେ ଏବେ ୧୧ ପୋଲିସ୍ କମାଣ୍ଡୋ [...]
Odiaବନ୍ୟଜୀବ ଛାଲ ବିକ୍ରି ହେଉଥିବା ବେଳେ ବନ ବିଭାଗର ଚଢ଼ାଉ : ୭ ଗିରଫ
ପାରଳାଖେମୁଣ୍ଡି – ବାଘ ଛାଲ ବିକ୍ରି ମୂଲଚାଲ ଚାଲିଥିବା ବନ କର୍ମଚାରୀ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ଟି କଲରା ପତରିଆ ବାଘ ଛାଲ ଜବତ କରିଛନ୍ତି । ଏଥିସହ ଗୋଟିଏ ବଣ ବିଲେଇ ଛାଲ, ଗୋଟିଏ ମାଛରଙ୍କା ବିଲେଇ ଛାଲ ଓ ୨୬ କେଜି ବଜ୍ରକପ୍ତା କାତି ମଧ୍ୟ ଜବତ କରିଛି ଗଜପତି ଜିଲ୍ଲା ବନ ବିଭାଗ । ଗଜପତି ଜିଲ୍ଲା ରାମଗିରି ବନାଞ୍ଚଳ ମଣ୍ଡଳସାହି ନିକଟରେ ବନ୍ୟଜୀବ ଛାଲ [...]
Odiaସାରା ରାଜ୍ୟରେ ପାରଦ ତଳମୁହାଁ
ଭୁବନେଶ୍ୱର – ସାରାରାଜ୍ୟରେ ଆଜି ତାପମାତ୍ରା ହ୍ରାସ ପାଇଛି। ଲଗାତର ୪-୫ ଦିନ ପରେ ଅସହ୍ୟ ତାତିରୁ ମିଳିଛି ଆଶ୍ୱସ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟର ସବୁ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ତଳେ ରହିଥିଲା ।ଚାନ୍ଦବାଲିରେ ସର୍ବାଧିକ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପାରାଦୀପରେ ୩୩.୬, ପୁରୀରେ ୩୩.୪, ବାଲେଶ୍ବରରେ ୩୨.୪, ଗୋପାଳପୁରରେ ୩୩.୨, ଭୁବନେଶ୍ବରରେ ୩୨.୮, କେନ୍ଦୁଝରରେ ୨୫.୬ ଓ ରାଉରକେଲାରେ ୨୨.୪ [...]
Odiaକବିତାଙ୍କ ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ.କବିତାଙ୍କୁ ପୁଣି ଝଟକା । ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ପୁଅର ପରୀକ୍ଷା ଥିବା ଦର୍ଶାଇ କବିତା ଅନ୍ତରୀଣ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେଇ ନାହାଁନ୍ତି | ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ୍ ନେତ୍ରୀ କବିତା ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ଅଛନ୍ତି। ଗତ ମଙ୍ଗଳବାର କବିତାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। [...]
Odiaଚନ୍ଦ୍ରଗିରି: ୭ ବାଘ ଛାଲ ଓ ବଜ୍ରକାପ୍ତା କାତି ଜବତ, ୭ ଗିରଫ
ପାରଳାଖେମୁଣ୍ଡି: ବନବିଭାଗ ବନ୍ୟଜନ୍ତୁ ସାମଗ୍ରୀ ଚୋରା କାରବାର ବିରୋଧରେ ବଡ଼ ଧରଣର ସଫଳତା ହାସଲ କରିଛି। ଏକାଥରକେ ଜବତ କରିଛି ୭ ବାଘ ଛାଲ ଓ ବିପୁଳ ପରିମାଣର ବଜ୍ରକାପ୍ତା କାତି ଏବଂ ୭ଟି ମୋବାଇଲ୍। ଏଥିରେ ରହିଛି ୫ଟି ଚିତାବାଘ ଛାଲ, ଗୋଟିଏ ଲେଖାଏଁ କଲରାପତରିଆ ଓ ଫିସିଂ କ୍ୟାଟ୍ ଛାଲ। ଏହି କାରବାରରେ ସମ୍ପୃକ୍ତି ଅଭିଯୋଗରେ ମୋଟ ୭ ଜଣଙ୍କୁ କାବୁ କରାଯାଇଛି। ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳରୁ ଏହି ଆନ୍ତଃରାଜ୍ୟ ବାଘ ଛାଲ [...]
Odiaଇତିହାସ ରଚିଲା ମୁମ୍ବାଇ ଇଣ୍ଡିଆନ୍ସ, ବିଶ୍ୱର ପ୍ରଥମ ଦଳ ଭାବେ ଜିତିଲା ୧୫୦ ଟି-୨୦ ମ୍ୟାଚ୍
ମୁମ୍ବାଇ: କ୍ରମାଗତ ତିନୋଟି ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ବିଜୟ ଖାତା ଖୋଲିଛି । ରବିବାର ଅନୁଷ୍ଠିତ ଏକ ହାଇସ୍କୋରିଂ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ହରାଇ ଶେଷରେ ବିଜୟ ସ୍ବାଦ ଚାଖିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଏହି ବିଜୟ ସହ ଦଳ ଇତିହାସ ରଚିଛି। ଟି-୨୦ କ୍ରିକେଟରେ ମୁମ୍ବାଇ ଇଣ୍ଡିଆନ୍ସର ଏହା ହେଉଛି ୧୫୦ ତମ ବିଜୟ। ବିଶ୍ବର ପ୍ରଥମ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ଏହି ମାଇଲଖୁଣ୍ଟ [...]
Odiaକଂଗ୍ରେସ ଭଲ ପ୍ରଦର୍ଶନ ନ କଲେ ରାହୁଲ ରାଜନୀତିରୁ ବ୍ରେକ୍ ନେବା ଉଚିତ: ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ : ଯଦି ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଆଶାନୁରୂପ ଫଳ ନ ମିଳୁଛି, ତେବେ ରାହୁଲ ଗାନ୍ଧୀଙ୍କୁ ରାଜନୀତିରୁ ବ୍ରେକ୍ ନେବା ଉଚିତ। ରାହୁଲଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଜଣାଶୁଣା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ସେ କହିଛନ୍ତି, ‘ଗତ ୧୦ ବର୍ଷ ଧରି ରାହୁଲ କଂଗ୍ରେସକୁ ଜିତାଇବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଏହା ସତ୍ତ୍ୱେ ସେ ନିଜକୁ ରାଜନୀତିରୁ ବିରତି ନେଉ ନାହାଁନ୍ତି କି ଅନ୍ୟ କାହାକୁ ଦଳର ନେତୃତ୍ୱ [...]
Odiaବ୍ରିଜରୁ ୧୦ ଫୁଟ ତଳକୁ ଖସିଲା ସ୍କୁଟି, ୩ ଆରୋହୀ ମୃତ
ଫୁଲବାଣୀ – କନ୍ଧମାଳ ଜିଲ୍ଲା ରାଇକିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସବୁ ମୃତକ ସ୍କୁଟି ଆରୋହୀ। ଭାରସାମ୍ୟ ହରାଇ ଏକ ସ୍କୁଟି ବୁଡାମାହା ବ୍ରିଜ ଉପରୁ ପ୍ରାୟ ୧୦ ଫୁଟ ତଳକୁ ଖସି ପଡିବାରୁ ଏଥିରେ ବସିଥିବା ତିନି ଆରୋହୀଙ୍କ ମୃତ୍ୟୁ ହୋଇଛି। ମଣ୍ଡାକିଆ ବୁଡ଼ାମାହା ନିକଟରେ ଘଟିଛି ଏହି ଦୁର୍ଘଟଣା । ଆଜି ସକାଳେ ବ୍ରିଜ ତଳେ ୩ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ [...]
Odiaକାଳବୈଶାଖୀ ଆଣିଲା ସାମୟିକ ଆଶ୍ୱସ୍ତି, ଖସିଲା ପାରଦ
ଭୁବନେଶ୍ୱର – କାଳବୈଶାଖୀ ଯୋଗୁଁ ଚାରି ପାଞ୍ଚ ଦିନର ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଝଡ଼ ବର୍ଷା ହୋଇଥିଲା । ଏଥିଯୋଗୁଁ ତାପମାତ୍ରା ହ୍ରାସ ପାଇଛି। ଆଜି ମଧ୍ୟ ରାଜ୍ୟରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛିି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, [...]
Odiaଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ରାମହି ଦେଉଁ କାଲି ଜୁବରାଜୂ । ସେହି ସୁଲୋଚନି ମଂଗଲ ସାଜୂ ॥ ଦେଖି ଉଠେଉ ସୁନି ହୃଦୟ କଠୋରୂ । ଜନୁ ଛୁଇ ଗୟଉ ପାକ ବରତୋରୂ ॥ ଭାବାର୍ଥ :- ରାଜା ଦଶରଥ କହିଲେ, ହେ ସୁନୟନୀ ! ମୁଁ ଆସନ୍ତାକାଲି ଶ୍ରୀରାମଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରୁଛି, ସେଥିପାଇଁ ତୁମେ ମଙ୍ଗଳମୟ ସଜବାଜ ହୋଇ ପ୍ରସ୍ତୁତ ହୁଅ । ଏହି କଥା ଶୁଣି ରାଣୀ କୈକେୟୀଙ୍କ କଠୋର [...]
