Odiaଗୀତା ଉପଦେଶ: ଯୋଗାରୂଢ ପୁରୁଷଙ୍କ ସର୍ଵ ସଂକଳ୍ପ ଶୁନ୍ୟତା ହିଁ ତାଙ୍କ କଲ୍ୟାଣ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଆରୁରୁକ୍ଷର୍ମୁନେରଯୋଗଂ କର୍ମ କାରଣମୁଚ୍ୟତେ। ଯୋଗାରୂଢସ୍ୟ ତସୈବ ଶମଃ କାରଣମୁଚ୍ୟତେ। ଅର୍ଥାତ୍:- ହେ ଅର୍ଜ୍ଜୁନ ! ଯୋଗାରୂଢ ହେବାକୁ ମନନଶୀଳ ପୁରୁଷ ଙ୍କ ନିମନ୍ତେ ନିଷ୍କାମ ଭାବରେ କର୍ମ କରିବା ହିଁ ଯୋଗ ପ୍ରାପ୍ତିର ହେତୁ ବୋଲି କୁହାଯାଏ ଏବଂ ଯୋଗାରୂଢ ହୋଇଯିବ ପରେ ସେହି ଯୋଗାରୂଢ ପୁରୁଷଙ୍କ ସର୍ଵ ସଂକଳ୍ପ ଶୁନ୍ୟତା ହିଁ ତାଙ୍କ କଲ୍ୟାଣ ର କାରଣ ବୋଲି [...]
Odiaଗଜପତି ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ପରିଚାଳନା ବୈଠକ: ଅଂଶୁଘାତ ଚିକିତ୍ସା ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
ପାରଳାଖେମୁଣ୍ଡି: ସ୍ଥାନୀୟ ଗଜପତି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଳାପାଳ ସ୍ମୃତିରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସେ କହିଥିଲେ ଯେ- ଆସନ୍ତା ଜୁନ୍ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଣୁ ଜିଲ୍ଳାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହ ମାସ ଗୁଡିକରେ ସମସ୍ତ ଜନସାଧାରଣ ସତର୍କ ରହିବା ଓ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି [...]
Odiaନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆରଡିସି: ଗଞ୍ଜାମରେ ୩୦୭୭ ବୁଥ୍
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମୋଟ ୩୦୭୭ଟି ଭୋଟ ଗ୍ରହଣ ବୁଥ୍ ସ୍ଥାପନ କରାଯିବ। ଅତିରିକ୍ତ ୧୦ଟି ବୁଥ୍ ମଧ୍ୟ ଖୋଲାଯିବ। ସହରାଞ୍ଚଳରେ ୪୧୫ଟି ଏବଂ ଗ୍ରାମାଞ୍ଚଳରେ ୨୬୬୨ଟି ବୁଥ୍ ଖୋଲିବ। ଜିଲ୍ଲାରେ ସମୁଦାୟ ୩୯୮ଟି ମହିଳା ବୁଥ୍, ୨୬ଟି ଯୁବ ଭୋଟରଙ୍କ ସକାଶେ ଉଦ୍ଦିଷ୍ଟ ସଖି ବୁଥ୍, ୧୩ଟି ଭିନ୍ନକ୍ଷମ ବୁଥ୍, ୩୯ଟି ପୁରୁଷ ପରିଚାଳନା ବୁଥ୍, ୧୩ଟି ଇକୋ ଫ୍ରେଣ୍ଡଲୀ ବୁଥ୍, ୧୨୬ଟି ଅନ୍ୟ ମଡେଲ ବୁଥ୍ ତଥା ମୋଟରେ ୬୧୫ଟି ଅତ୍ୟାଧୁନିକ ବୁଥ୍ ବ୍ୟବସ୍ଥା [...]
Odiaଶଙ୍ଖ ଫୁଙ୍କିଲେ ହାତ ଛାଡ଼ିଥିବା କେନ୍ଦ୍ରାପଡ଼ାର ବରିଷ୍ଠ ନେତା ଗଣେଶ୍ୱର ବେହେରା
ଭୁବନେଶ୍ୱର – କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଦେଇଥିବା ବରିଷ୍ଠ ନେତା ଗଣେଶ୍ୱର ବେହେରା ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଶତାଧିକ ସମର୍ଥକଙ୍କ ସହ ଗଣେଶ୍ୱର ବେହେରା ବିଜେଡିରେ ସାମିଲ ହୋଇଛନ୍ତି। ଚାରି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଗଣେଶ୍ୱର। କେନ୍ଦ୍ରାପଡା କଂଗ୍ରେସର ଜଣେ ଟାଣୁଆ ନେତା ଜଣାଶୁଣା ଥିଲେ ଗଣେଶ୍ୱର । ପଟ୍ଟାମୁଣ୍ଡାଇ ଆସନରୁ ସେ ୧୯୮୫ ଓ ୧୯୯୫ ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
Odiaବିଜେଡିରେ ସାମିଲ ହେଲେ ଲେଖାଶ୍ରୀ ସାମନ୍ତସିଂହାର
ଭୁବନେଶ୍ୱର – ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିର ଉପସଭାପତି ଥିବା ଲେଖାଶ୍ରୀ ଆଜି ଦଳ ଛାଡିଥିଲେ । ବିଜେପିୟ ନୀତି ଯୋଗୁଁ ଜନସେବା ହୋଇ ପାରିବ ନାହିଁ ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ ଲେଖାଶ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ବିଜେଡିକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଲେଖାଶ୍ରୀଙ୍କ ଯୋଗଦାନ [...]
Odia୫ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ସଂଯୋଜକ ନିଯୁକ୍ତ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ୱର – ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପକ୍ଷରୁ ୫ଟି ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଂସଦୀୟ କ୍ଷେତ୍ର ସଂଯୋଜକଙ୍କୁ ନିଯୁକ୍ତି ଦେଇଛନ୍ତି। ବିଜେଡି ଉପସଭାପତି ତଥା ଇସ୍ତାହାର କମିଟିର ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁଙ୍କୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ଦେବାଶିଷ ସାମନ୍ତରାୟଙ୍କୁ ଭଦ୍ରକ, ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା, ସୁଜିତ କୁମାରଙ୍କୁ କଳାହାଣ୍ଡି ଓ ସୁବାସ ଖୁଣ୍ଟିଆଙ୍କୁ ପୁରୀ [...]
Odiaବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର
ଭୁବନେଶ୍ୱର – ବିଜେପିକୁ ଶକ୍ତ ଧକ୍କା। ନିର୍ବାଚନ ପୂର୍ବରୁ ଦଳ ଛାଡିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ସୋସିଆଲ ମିଡିଆରେ ସେ ନିଜର ଇସ୍ତଫା ନେଇ ସୂଚନା ଦେଇଛନ୍ତି। ଦଳ ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ମଧ୍ୟ ସେ ଦଳୀୟ ନେତୃତ୍ବର ବିଶ୍ୱାସ ଭାଜନ ହୋଇପାରିଲେ ନାହିଁ। ଏହାଦ୍ବାରା ଲୋକଙ୍କ ସେବା ସେ ଠିକ୍ ଭାବେ କରିପାରୁ ନାହାନ୍ତି ବୋଲି ଲେଖାଶ୍ରୀ ରାଜ୍ୟ ବିଜେପି ସଭାପତିଙ୍କୁ କହିବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। [...]
Odiaଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ବିରୋଧରେ ଆଜି ଆମ୍ ଆଦମୀ ପାର୍ଟିର ଗଣ ଅନଶନ
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆମ୍ ଆଦମୀ ପାର୍ଟି (ଆପ୍)ର କାର୍ଯ୍ୟକର୍ତ୍ତାମାନେ ଆଜି ଗଣ ଅନଶନ କରିବେ। ପୂର୍ବାହ୍ନ ୧୦ଟାରୁ ଦିଲ୍ଲୀର ଜନ୍ତର ମନ୍ତର ଓ ସହିଦ୍ ଭଗତ ସିଂହଙ୍କ ଗାଁ ପଞ୍ଜାବର ଖଟଖଡକଲାଁରୁ ଏକକାଳୀନ ଆରମ୍ଭ ହେବ ଏହି ଗଣ ଅନଶନ। ଏଥିରେ ଆପର ବିଧାୟକ, ମନ୍ତ୍ରୀ, ସାଂସଦ, କାଉନସିଲର ଏବଂ ଅଧିକାରୀମାନେ ସାମିଲ ହେବେ। ସେହିଭଳି ଉତ୍ତର ପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ [...]
Odiaଘରେ ଅଯଥା ଖର୍ଚ୍ଚ ହେଉଥିଲେ କଣ କରିବେ ? ?..
ଘରେ ଅଯଥା ଖର୍ଚ୍ଚ ହେଉଥିଲେ କଣ କରିବେ ? ?.. ୧ – ମଳିନ ପଡିଯାଇଥିବା ଆଇନା କିମ୍ବା ଭାଙ୍ଗିଯାଇଥିବା ଆଇନା ଘରେ ରଖିବା ଉଚିତ ନୁହେଁ ଏହା ଦ୍ଵାରା ଅଶୁଭ ହୋଇଥାଏ । ୨ – ଘର ଦିନ ବାରଟା ପୂର୍ବରୁ ପୋଛା ମାରିବା ଉଚିତ ଏବଂ ଗୁରୁବାର ଦିନ ଘର କେବେ ପୋଛା ମାରିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ । ୩ – ଘରର ଐଶାନ୍ୟ କୋଣରେ ଠାକୁର ଘର କରିବା [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସଖୀ ବଚନ ସୁନି ଭୈ ପରତୀତୀ । ମିଟା ବିଷାଦୁ ବଢୀ ଅତି ପ୍ରୀତୀ ॥ ତବ ରାମହି ବିଲୋକି ବୈଦେହୀ । ସଭୟ ହୃଦୟଁ ବିନଵତି ଜେହି ତେହୀ ॥ ଭାବାର୍ଥ:- ଚାତୁରୀ ସଖୀ ମୁଖରୁ ସୁନ୍ଦର ତୁଳାନା ଶୁଣି ମହାରାଣୀଙ୍କୁ ପ୍ରଭୁ ଶ୍ରୀରାମଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ ଆସିଗଲା । ମନରେ ସଂଶୟ ନଷ୍ଟ ହୋଇଗଲା ଆଉ ପ୍ରଭୁ ଶ୍ରୀରାମଙ୍କ ପ୍ରତି ସ୍ନେହ ଆହୁରି ଅଧିକ ବଢିଗଲା । [...]
