Odiaସାମାଜିକ ପରିବର୍ତ୍ତନ ଓ ଜନ ଏକତା ପାଇଁ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ସାମାଜିକ ପରିବର୍ତ୍ତନର ପ୍ରସାର ଓ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜି ବିକାଶ ଓ ଶାନ୍ତି ପାଇଁ ଆନ୍ତର୍ଜାତିକ କ୍ରୀଡା ଦିବସ ( ଇଣ୍ଟରନ୍ୟାସନାଲ ଡେ’ ଅଫ୍ ସ୍ପୋର୍ଟ ଫର୍ ଡେଭଲପମେଣ୍ଟ ଆଣ୍ଡ୍ ପିସ୍ ) ଅବସରରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ବିଭିନ୍ନ ସମ୍ପ୍ରଦାୟକୁ ଯୋଡିବା, ଶାନ୍ତି ପ୍ରତିଷ୍ଠା କରିବା ଓ ବିକାଶର ପ୍ରସାର ପାଇଁ କ୍ରୀଡା [...]
Odiaଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
ନ୍ୟୁୟର୍କ: ଆମେରିକାରେ ଭାରତୀୟଙ୍କ ମୃତ୍ୟୁ ମାମଲା ଥମିବାର ନାଁ ନେଉନାହିଁ । ଆମେରିକାର ଓହିଓ ରାଜ୍ୟରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହି ମାମଲାର ତଦନ୍ତ କରୁଛି। ନ୍ୟୁୟର୍କରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ମୃତ ଭାରତୀୟ ଛାତ୍ରଙ୍କ ପରିଚୟ ଉମା ସତ୍ୟସାଇ ବୋଲି ଜଣାପଡ଼ିଛି। ସେ ଓହିଓର କ୍ଲିଭଲ୍ୟାଣ୍ଡରେ ପଢୁଥିଲେ। କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ି ନାହିଁ। ନ୍ୟୁୟର୍କରେ ଥିବା ଭାରତର [...]
Odiaହିଞ୍ଜିଳି ନିକଟରେ ଓଲଟିଲା ପିକ ଅପ୍ : ୨ ଦଣ୍ଡୁଆ ମୃତ
ହିଞ୍ଜିଳି – ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିକଟରେ ସଡ଼କ ଦୁର୍ଘଟଣା । ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଏକ ପିକଅପ୍ ଓଲଟି ପଡିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୧ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକ ଦୁଇ ଜଣ ଦଣ୍ଡୁଆ ବୋଲି ଜଣାପଡିଛି। ଆଜି ଭୋରରୁ ୨୨ ଜଣ ଦଣ୍ଡୁଆ ବ୍ରହ୍ମପୁରରୁ କ୍ଷତ୍ରି ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୨ [...]
Odiaଆଜି ବି କଲବଲ କରିବ ତାତି, ୧୪ଟି ଜିଲ୍ଲାକୁ ହିଟ୍ୱେଭ ସତର୍କତା
ଭୁବନେଶ୍ୱର – ସାରାରାଜ୍ୟରେ ଆଜି ବି କଲବଲ କରିବ ତାତି । ଆଜି ୧୪ଟି ଜିଲ୍ଲାକୁ ହିଟ୍ୱେଭ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଅନେକ ସ୍ଥାନରେ ଆଜି ବି ତାପମାତ୍ରା ଦୁଇ ତିନି ଡିଗ୍ରୀ ସେଲସିୟସ ଅଧିକ ରହିପାରେ। କାଲିଠାରୁ କାଳବୈଶାଖୀ ବର୍ଷା କିଛିଟା ଆଶ୍ୱସ୍ତି ଆଣିବା ସମ୍ଭାବନା ରହିଛି। ଗତକାଲି ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଥିଲା । ୪୨ ଡିଗ୍ରୀ ସେଲସିୟସ ଉପରେ ଥିଲା ୯ଟି ସହରର ତାପମାତ୍ରା। ରାଜଧାନୀ ଭୁବନେଶ୍ବର [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନାରି ବିଲୋକହିଂ ହରଷି ହିୟଁ ନିଜ-ନିଜ ରୁଚି ଅନୁରୁପ । ଜନୁ ସୋହତ ସିଂଗାର ଧରି ମୂରତି ପରମ ଅନୂପ ॥ ଭାବାର୍ଥ :- ମିଥିଳାର ସମସ୍ତ ନାରୀ ମାନେ ହୃଦୟରେ ଆନନ୍ଦିତ ହୋଇ ନିଜ ନିଜ ରୁଚି ଅନୁସାରେ ଦୁଇ କୁମାରଙ୍କୁ ଦେଖୁଥାଆନ୍ତି । ସତେ ଯେପରି ଶୃଙ୍ଗାର ରସ ପରମ ଅନୁପମ ରୂପ ଧାରଣ କରି ମିଥିଳା ନଗରୀରେ ଶୁଶୋଭିତ ହୋଇଥିଲା ।
Odiaଗୀତା ଉପଦେଶ: ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମର ଉପାଦାନ ସବୁ ବୁଝାଇବାକୁ ଯାଇ କହୁଛନ୍ତି – ସୁଖଂ ତ୍ୱିଦାନୀଂ ତ୍ରିବିଧଂ ଶୃଣୁ ମେ ଭରତର୍ଷଭ। ଅଭ୍ୟାସାଦ୍ରମତେ ଯତ୍ର ଦୁଃଖାନ୍ତଂ ଚ ନିଗଚ୍ଛତି। ଅର୍ଥାତ ଶ୍ରୀକୃଷ୍ଣ କର୍ମକୁ ପ୍ରେରିତ ଏବଂ ନିୟନ୍ତ୍ରିତ କରୁଥିବା କାରକମାନଙ୍କର ବର୍ଣ୍ଣନା କଲେ । ବର୍ତ୍ତମାନ ସେ କର୍ମର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି । ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ । ସମସ୍ତେ ଆନନ୍ଦ କାମନା କରୁଛନ୍ତି, ତାଙ୍କର [...]
Odiaଅନାଥ ୫ ଭାଇଭଉଣୀଙ୍କୁ ଥଇଥାନ କଲା କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି
ଫୁଲବାଣୀ – କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରମୁଲି ଅଞ୍ଚଳର ୫ ଅନାଥ ପିଲାଙ୍କ ଦୁର୍ଦ୍ଦଶା ବିଷୟରେ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସେମାନଙ୍କ ଥଇଥାନ ପାଇଁ ପଦକ୍ଷେପ ନେଇଛି । ପାଞ୍ଚ ଭାଇଭଉଣୀ ପ୍ରଥମେ ନିଜ ମାଆଙ୍କୁ ହରାଇଥିବା ବେଳେ ଗତମାସରେ ବାପାଙ୍କର ବି ମୃତ୍ୟୁ ଘଟିଥିଲା । ଅନାଥ ପିଲାମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ ଜିଲ୍ଲା ଚାଇଲ୍ଡ ଲାଇନ ଓ ପ୍ରେମ ସ୍ୱେଚ୍ଛାସେବୀ ସଙ୍ଗଠନ । ଆଜି ୫ ଅନାଥ [...]
Odiaଖରା ଯୋଗୁଁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରର ସମୟ ପରିବର୍ତ୍ତନ କଲେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ
ଭୁବନେଶ୍ୱର – ପାଣିପାଗ ବିଭାଗର ଗ୍ରୀଷ୍ମ ପ୍ରବାହ ଚେତାବନୀ ଆଧାରରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସକାଳୁଆ ସ୍କୁଲ୍ ଟାଇମରେ ପରିବର୍ତ୍ତନ କରିଛନ୍ତି । ଏଣିକି ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ସକାଳ ସାଢେ ୬ରୁ ଆରମ୍ଭ ହୋଇ ସାଢେ ୧୦ଟା ଯାଏଁ ଚାଲିବ । ସୂଚନାଯୋଗ୍ୟ ଯେ, ଖରା ତାତି ଯୋଗୁଁ ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ମଧ୍ୟ ସ୍କୁଲ ଟାଇମରେ ପରିବର୍ତ୍ତନ କରିଛନ୍ତି।
Odiaଅସମ୍ଭାଳ ତାତି : ୪୩ .୫ ଡିଗ୍ରୀ ସେଲସିୟସ ସହ ଭୁବନେଶ୍ବର ଉତ୍ତପ୍ତ ସହର
ଭୁବନେଶ୍ୱର – ରାଜ୍ୟରେ ଅସମ୍ଭାଳ ତାତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ରାଜ୍ୟବାସୀ। ଆଜି ରାଜ୍ୟର ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବର ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ୪୩ .୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସିଝିଥିଲା ଭୁବନେଶ୍ୱର। ଚଳିତ ଗ୍ରୀଷ୍ମରେ ପ୍ରଥମ ଥର ପାଇଁ ରାଜ୍ୟର କୈାଣସି ସହରର ତାପମାତ୍ରା ୪୩ [...]
Odiaମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବରଗଡ଼ ଜିଲ୍ଲା ନିର୍ବାଚନ ସମୀକ୍ଷା
ବରଗଡ଼: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବରଗଡ଼ ଗସ୍ତକରି ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି ବିଧାନସଭା ଏବଂ ବରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସ୍ଥାନୀୟ ପଂଚାୟତ କଲେଜ ସ୍ଥିତ ଭୋଟ ଗଣନା କେନ୍ଦ୍ର ପରିଦର୍ଶନ କରିବା ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ପି.ସହାୟି ମିଶ୍ର, ସମସ୍ତ ରିଟର୍ଣ୍ଣି ଅଧିକାରୀ, ସହକାରୀ ରିଟର୍ଣ୍ଣି ଅଧିକାରୀ [...]
