Odiaଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ସବୁ ବ୍ୟବସ୍ଥା କରିବାକୁ ୫ ମହାନଗର ନିଗମ କମିଶନରଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର – ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ୫ଟି ମହାନଗର ନିଗମରେ ସାଧାରଣ ଲୋକଙ୍କ ପାଇଁ ଜଳଛତ୍ର ଆଦି ବ୍ୟବସ୍ଥା କରିବାକୁ ସବୁ କମିଶନରଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଛକରେ ବସ୍ ଯାତ୍ରୀମାନଙ୍କ ପାଇଁ ପ୍ରତୀକ୍ଷାଳୟ କି ପାନୀୟ ଜଳ ବ୍ୟବସ୍ଥା ନଥିବା ଏସ ଆରସିଙ୍କ ଦୃଷ୍ଟିକୁ ଅଣାଯାଇଛି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । ତେଣୁ [...]
Odiaକଂଗ୍ରେସ ଜାରି କଲା ନିର୍ବାଚନ ଇସ୍ତାହାର: ସଂରକ୍ଷଣ ସୀମା ବୃଦ୍ଧି, ଜାତି ଭିତ୍ତିକ ଜନଗଣନା ନେଇ ପ୍ରତିଶ୍ରୁତି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ନିଜ ଇସ୍ତାହାର ଜାରି କରିଛି। ଦଳର ଏହି ଇସ୍ତାହାର ପାଞ୍ଚଟି ‘ନ୍ୟାୟ’ ଏବଂ ୨୫ ‘ଗ୍ୟାରେଣ୍ଟି’ ଉପରେ ଆଧାରିତ । ଦଳ ଏହାର ନାମ ରଖିଛି ‘ନ୍ୟାୟ ପତ୍ର’। ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସ ମୁଖ୍ୟାଳୟରେ ଇସ୍ତାହାର ଉନ୍ମୋଚିତ କରାଯାଇଛି। ଏହି ଅବସରରେ କଂଗ୍ରେସ ସଂଗଠନ ସମ୍ପାଦକ କେ.ସି ବେଣୁଗୋପାଳ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ [...]
Odiaକଂଗ୍ରେସକୁ ଆଉ ଏକ ଝଟକା, ଦଳ ଛାଡ଼ିଲେ ପିସିସି ଉପସଭାପତି ବିଶ୍ୱଭୂଷଣ ଦାସ
ଭୁବନେଶ୍ୱର – ରାଜ୍ୟରେ ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ପଛୁଆ ଥିବା କଂଗ୍ରେସକୁ ଝଟକା ପରେ ଝଟକା ଲାଗିବାରେ ଲାଗିଛି। ଦଳ ଛାଡୁଛନ୍ତି ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ବିଧାୟକ । ଆଜି ଆଉ ଜଣେ ନେତା ହାତ ଛାଡିଛନ୍ତି। ପିସିସି ଉପସଭାପତି ବିଶ୍ୱଭୂଷଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ବିଶ୍ୱଭୂଷଣ କାକଟପୁରର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ୨୦୦୯ ଏବଂ ୨୦୧୯ରେ ନିର୍ବାଚନ ଲଢିଥିଲେ । ପୂର୍ବରୁ ସେ ପିସିସି ସାଧାରଣ ସଂପାଦକ [...]
Odiaଆକାଶରୁ ଅଗ୍ନିବର୍ଷା : ସାଢେ ୧୧ଟା ସୁଦ୍ଧା ୮ଟି ସହରର ତାପମାତ୍ରା ୩୬ ପାର, ୩୯.୮ ସହ ଭୁବନେଶ୍ୱର ଉତ୍ତପ୍ତ ସହର
ଭୁବନେଶ୍ୱର – ରାଜ୍ୟରେ ଆଜି ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଲୋକେ । ଦିନ ୧୧ଟା ପରେ ଘରୁ ଗୋଡ କାଢ଼ିବା ମୁସ୍କିଲ ହୋଇଯାଉଛି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ୮ଟି ସହରରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରେ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ଥିଲା ୩୯ ଦଶମିକ ୮ ଡିଗ୍ରୀ ସେଲସିୟସ । କେନ୍ଦୁଝରରେ ୩୯.୨, [...]
Odia‘ମୁଖ୍ୟମନ୍ତ୍ରୀ ଏକ ଅସୀମିତ ପ୍ରେରଣା’
ଭୁବନେଶ୍ୱର – ବର୍ତ୍ତମାନ ରାଜ୍ୟରେ ନିର୍ବାଚନୀ ବାତାବରଣ ସରଗରମ । ଖୁବ୍ ଶୀଘ୍ର ରାଜ୍ୟରେ ସାଧାରଣ ନିର୍ବାଚନ ସହ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି । ସବୁ ନେତା ନିର୍ବାଚନୀ ଅଙ୍କକଷାରେ ବ୍ୟସ୍ତ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ। ନିର୍ବାଚନୀ ତାତି ବଢୁଥିଲେ ମଧ୍ୟ କର୍ମଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୈାଣସି ଫରକ ପଡୁନାହିଁ। ସ୍ୱାଭାବିକ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନିଜ କାର୍ଯ୍ୟ କରିଚାଲିଛନ୍ତି ନବୀନ। ରାଜ୍ୟରେ [...]
Odiaକ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରା ନୀତି କମିଟି (ଏମପିସି) ସମୀକ୍ଷା ବୈଠକରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ରେପୋ ରେଟ୍ ପୂର୍ବଭଳି ୬.୫ ପ୍ରତିଶତ ବଜାୟ ରଖାଯାଇଛି। କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କ ଯେଉଁ ସୁଧହାରରେ ଅନ୍ୟ ବ୍ୟାଙ୍କଗୁଡ଼ିକ ୠଣ ଦେଇଥାଏ ତାହାକୁ ରେପୋ ରେଟ୍ କୁହାଯାଏ | ରେପୋ ରେଟ୍ ଜରିଆରେ ରିଜର୍ଭ [...]
Odia୨ ଜିଲ୍ଲାରେ ନୂଆ ଏସପି ନିଯୁକ୍ତ
ଭୁବନେଶ୍ୱର – ଓଡ଼ିଶାରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ କମିଶନଙ୍କ ପୋଲିସ ଅଧିକାରୀଙ୍କ ଅଦଳବଦଳ ପ୍ରକ୍ରିୟା ଅନ୍ତର୍ଗତ ଦୁଇଟି ଜିଲ୍ଲାରେ ନୂଆ ଏସପି ନିଯୁକ୍ତ କରାଯାଇଛି। ରାଉରକେଲା ଏସପି ଭାବେ ବ୍ରିଜେଶ ରାୟଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଉମାଶଙ୍କର ଦାସ ଅନୁଗୁଳ ଏସ୍ପି ନିଯୁକ୍ତ ହୋଇଛନ୍ତି। ପ୍ରକାଶ ଆର କଟକ ଡିସିପି ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Odiaଆଜି ଆସିବ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଫୋକସରେ ‘୫ ନ୍ୟାୟ’ ଓ ‘୨୫ ଗ୍ୟାରେଣ୍ଟି’
ନୂଆଦିଲ୍ଲୀ: କଂଗ୍ରେସ ଦଳ ଆଜି ନିଜ ନିର୍ବାଚନୀ ଇସ୍ତାହାର ଜାରି କରିବ। ଦଳର ନିର୍ବାଚନୀ ଇସ୍ତାହାର ‘୫ ନ୍ୟାୟ’ ଓ ‘୨୫ ଗ୍ୟାରେଣ୍ଟି’ ଉପରେ ଆଧାରିତ ହେବ ବୋଲି କୁହାଯାଇଛି।ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ କଂଗ୍ରେସ ଏହି ସୂଚନା ଦେଇଛି। କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦଳର ନିର୍ବାଚନୀ ଇସ୍ତାହାର ଜାରି କରାଯିବ। ‘ଭାରତ ଯୋଡ ନ୍ଯାୟ ଯାତ୍ରା’ ସମୟରେ ରାହୁଲ [...]
Odiaଆହୁରି ୪୮ ଘଣ୍ଟା ପ୍ରଖର ତାତି
ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଆସନ୍ତାକାଲି ଯାଏଁ ରହିବ । ମାର୍ଚ୍ଚ ଶେଷ ସପ୍ତାହରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାତି ବଢି ବଢ଼ି ଚାଲିଛି । ପ୍ରଚଣ୍ଡ ଗରମ ଓ ମାତ୍ରାଧିକ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ। ବିଶେଷକରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଦାଉ ସାଧୁଛି ଗ୍ରୀଷ୍ମ ତାତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୨ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ଯାଏଁ [...]
Odiaଆଜି ପବିତ୍ର ପାପମୋଚନୀ ଏକାଦଶୀ, ଜାଣନ୍ତୁ କଣ ରହିଛି ଏହାର ମାହାତ୍ମ୍ୟ
ଦିନେ ଦେବଶ୍ରୀ ନାରଦ ଜଗତପିତା ବ୍ରହ୍ମାଙ୍କୁ କହିଲେ, ମହାରାଜ! ଆପଣ ମୋତେ ଚୈତ୍ର ମାସ କୃଷ୍ଣପକ୍ଷ ଏକାଦଶୀ ବିଧାନ କହନ୍ତୁ । ବ୍ରହ୍ମା କହିଲେ, ଏହିଦିନକୁ ପାପମୋଚନୀ ଏକାଦଶୀ ଭାବେ ପାଳନ କରାଯାଏ । ବ୍ରତଧାରୀ ଭଗବାନ ବିଷ୍ଣୁଙ୍କୁ ଉପାସନା କରନ୍ତି । ପ୍ରାଚୀନ କାଳରେ ଚୈତ୍ରରଥ ନାମକ ଏକ ସୁନ୍ଦର ବନ ଥିଲା । ଏହି ବନରେ ଦେବରାଜ ଇନ୍ଦ୍ର ଗନ୍ଧର୍ବ କନ୍ୟା ଓ ଦେବତାଙ୍କ ସହିତ ବିହାର କରୁଥିଲେ । ମେଧାବୀ ନାମକ ଋଷି [...]
