Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ମଜ୍ଜନୁ କରି ସର ସଖିହ୍ନ ସମେତା । ଗଈ ମୁଦିତ ମନ ଗୌରି ନିକେତା ॥ ପୂଜା କିହ୍ନି ଅଧିକ ଅନୁରାଗା । ନିଜ ଅନୁରୁପ ସୁଭଗ ବରୁ ମାଗା ॥ ଭାବାର୍ଥ :- ମାତା ସୀତା ସଖୀ ମାନଙ୍କ ସହିତ ପୋଖରୀରେ ଗାଧୋଇ ସାରି ଆନନ୍ଦ ମନରେ ମାତା ପାର୍ବତୀଙ୍କ ମନ୍ଦିରକୁ ଗଲେ । ବହୁତ ଶ୍ରଦ୍ଧା ଆଉ ଭକ୍ତିର ସହିତ ପୂଜାର୍ଚ୍ଚନା କଲେ ଆଉ ନିଜ ପାଇଁ ସୁନ୍ଦର [...]
Odiaଗୀତା ଉପଦେଶ: ଅକର୍ମଣ୍ୟତା ଠାରୁ କର୍ମ ଶ୍ରେଷ୍ଠ ଅଟେ, ନିଜ ସ୍ୱଭାବରେ ପ୍ରେରିତ ହୋଇ, ମନୁଷ୍ୟ ନିଜର ଗୁଣ ଅନୁସାରେ କର୍ମ କରିବାକୁ ଆଗ୍ରହୀ ହୋଇଥାଏ
ଗୀତା ଉପଦେଶ: ଅକର୍ମଣ୍ୟତା ଠାରୁ କର୍ମ ଶ୍ରେଷ୍ଠ ଅଟେ, ନିଜ ସ୍ୱଭାବରେ ପ୍ରେରିତ ହୋଇ, ମନୁଷ୍ୟ ନିଜର ଗୁଣ ଅନୁସାରେ କର୍ମ କରିବାକୁ ଆଗ୍ରହୀ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ସ୍ୱାଭାବିକ ପ୍ରକୃତି ବିଷୟ ରେ କହୁଛନ୍ତି – ସଦୃଶଂ ଚେଷ୍ଟତେ ସ୍ୱସ୍ୟାଃ ପ୍ରକୃତେର୍ଜ୍ଞାନବାନପି ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି। ସମସ୍ତ ପ୍ରାଣୀ ନିଜର ସ୍ୱାଭାବିକ ପ୍ରକୃତି ଅନୁସାରେ ପରିଚାଳିତ ହୁଅନ୍ତି, ତେଣୁ ଜ୍ଞାନୀମାନେ ମଧ୍ୟ ସେମାନଙ୍କର ସ୍ୱଭାବ ଅନୁଯାୟୀ କାର୍ଯ୍ୟ [...]
Odiaଚାରି ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର – ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ସମ୍ବଲପୁରଠାରେ ସମ୍ବଲପୁର , ବରଗଡ଼ , ଢେଙ୍କାନାଳ ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରସ୍ତୁତି ସମୀକ୍ଷା ବୈଠକରେ ସମ୍ବଲପୁର , ଝାରସୁଗୁଡ଼ା , ବରଗଡ଼ , ସୁନ୍ଦରଗଡ଼ , ଦେବଗଡ଼ , ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ , ଆରକ୍ଷୀ ଅଧୀକ୍ଷକ [...]
Odiaରାଜ୍ୟର ସବୁ ସ୍କୁଲରେ ବାଜିବ ୱାଟର ବେଲ୍ ବା ଜଳ ବିରତି ଘଣ୍ଟି
ଭୁବନେଶ୍ୱର – ରାଜ୍ୟରେ ଖରା ତାତି ବଢିଥିବାରୁ ଛାତ୍ରଛାତ୍ରୀମାନଙ୍କ ଡିହାଇଡ୍ରେସନ ସମସ୍ୟା ଦୂର ପାଇଁ ଏଣିକି ସ୍କୁଲରେ ବାଜିବ ୱାଟର ବେଲ୍ ବା ଜଳପାନ ବିରତି ଘଣ୍ଟି । ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ଏହି ଜଳ ବିରତି ଘଣ୍ଟି ବାଜିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ତାପମାତ୍ରା ବୃଦ୍ଧି [...]
Odiaଗ୍ରୀଷ୍ମ ପ୍ରବାହ: ଆଜି ୧୧ସହରର ତାପମାତ୍ରା ୪୦ ପାର୍, ୪୨ ଡିଗ୍ରୀ ସହ ମାଲକାନଗିରି ଓ ବୌଦ୍ଧ ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – ଗ୍ରୀଷ୍ମ ପ୍ରବାହରେ ଓଡ଼ିଶା ଅସ୍ତବ୍ୟସ୍ତ। ଦିନକୁ ଦିନ ଅସହ୍ୟ ହେଉଛି ଖରା ତାତି । ଗରମ ଓ ଗୁଳୁଗୁଳିରେ ଲୋକେ କଲବଲ । ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଏହାଠୁ ଅଧିକ ରହିଛି। ବୈ।ଦ୍ଧ ଓ ମାଲକାନଗିରି ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛନ୍ତି। ଉଭୟ ସ୍ଥାନରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଅନୁଗୁଳ ଓ ବଲାଙ୍ଗୀରରେ ତାପମାତ୍ରା ୪୧ [...]
Odiaଆଇପିଏଲର ପ୍ରଥମ ୧୦ଟି ମ୍ୟାଚ୍ ଦେଖିଲେ ରେକର୍ଡ ସଂଖ୍ୟକ ଦର୍ଶକ
ମୁମ୍ବାଇ: ଆଇପିଏଲ ୨୦୨୪ର ପ୍ରଥମ ୧୦ ମ୍ୟାଚକୁ ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଛନ୍ତି। ଚଳିତ ସଂସ୍କରଣର ପ୍ରଥମ ୧୦ଟି ମ୍ୟାଚକୁ ୩୫ କୋଟି ଦର୍ଶକ ଦେଖିଥିଲେ, ଯାହା କରୋନା ମହାମାରୀ ସମୟରେ ଖେଳାଯାଇଥିବା ସଂସ୍କରଣ ସମେତ ଟୁର୍ଣ୍ଣାମେଣ୍ଟର ଯେକୌଣସି ସିଜନ୍ ଅପେକ୍ଷା ଅଧିକ। ଡିଜନୀ ଷ୍ଟାର ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ମୋଟ ‘ଓ୍ବାଚଟାଇମ୍’ ୮୦୨୮ କୋଟି ମିନିଟ୍ ଥିଲା, ଯାହା ଗତ ବର୍ଷ ତୁଳନାରେ କୋଡ଼ିଏ ପ୍ରତିଶତ ଅଧିକ। ଡିଜନୀ ଷ୍ଟାର ସ୍ପୋର୍ଟସର ମୁଖ୍ୟ [...]
ରାଜ୍ୟସଭା ଭାବେ ଶପଥ ନେଲେ ବିଜେଡିର ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ
ନୂଆଦିଲ୍ଲୀ – ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡିର ଦୁଇ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ନବନିର୍ବାଚିତ ସଦସ୍ୟ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ଶପଥ ନେଇଛନ୍ତି । ରାଜ୍ୟସଭାର ସମ୍ମିଳନୀ କକ୍ଷରେ ଗୃହ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଉପସ୍ଥିତିରେ ଦୁଇ ନବନିର୍ବାଚିତ ସଦସ୍ୟ ଶପଥ ନେଇଛନ୍ତି। ଏହି ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ, ଗୃହର ନେତା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
Odiaବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-ପ୍ରାଇମ୍’ର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: ଓଡ଼ିଶାର ଭଦ୍ରକ ଜିଲ୍ଳାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ନୂଆ ପୀଢ଼ିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-ପ୍ରାଇମ’ର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ବୁଧବାର ସନ୍ଧ୍ୟାରେ କରାଯାଇଥିଲା। କ୍ଷେପଣାସ୍ତ୍ର ପରୀକ୍ଷଣର ସମସ୍ତ ଉଦ୍ଦେଶ୍ୟ ହାସଲ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସହିତ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (ଏସ୍ଏଫସି) ଏପ୍ରିଲ୍ ୩ରେ ସନ୍ଧ୍ୟା ୭ଟା ସମୟରେ ଓଡ଼ିଶା ଉପକୂଳରେ ଏପିଜି [...]
Odiaପନ୍ତଙ୍କୁ ଡବଲ ଝଟକା, ଶୋଚନୀୟ ପରାଜୟ ସାଙ୍ଗକୁ ୨୪ ଲକ୍ଷ ଜୋରିମାନା
ବିଶାଖାପଟନମ୍: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ଆଇପିଏଲ ୨୦୨୪ରେ ଦ୍ୱିତୀୟ ଥର ମନ୍ଥର ଓଭର ହାର ପାଇଁ ୨୪ ଲକ୍ଷ ଜୋରିମାନା ହୋଇଛି। ବୁଧବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ପନ୍ତଙ୍କ ନେତୃତ୍ଵାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ମନ୍ଥର ଓଭର ରେଟ୍ ନେଇ ଅଭିଯୋଗ ହୋଇଥିଲା । ଏହାଛଡ଼ା ତାଙ୍କ ଦଳର ଅବଶିଷ୍ଟ ଖେଳାଳିଙ୍କୁ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜୋରିମାନା ହୋଇଛି। ଆଇପିଏଲ ଏକ ବିବୃତ୍ତିରେ କହିଛି, “ଚଳିତ ସିଜନରେ ଆଇପିଏଲ ଆଚରଣ [...]
Odiaକଂଗ୍ରେସରୁ ଇସ୍ତଫା ଦେବା ପରେ ପଦ୍ମ ଧରିଲେ ଗୌରଭ ବଲ୍ଲଭ
ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ ବିଜେପିରେ ଯୋଗ ଦେଇଛନ୍ତି ଗୌରଭ ବଲ୍ଲଭ। ସେ ଗୁରୁବାର ସକାଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଗୌରବ କହିଥିଲେ, “ଦଳରେ ସେ ଅସହଜ ଅନୁଭବ କରୁଛନ୍ତି। ଦଳ ଏକ ନୂଆ ଭାରତର ଆକାଂକ୍ଷାକୁ ଆଦୌ ବୁଝିପାରୁ ନାହିଁ, ଯେଉଁ କାରଣରୁ ମୋ ଭଳି ଜଣେ କର୍ମୀ ହତୋତ୍ସାହିତ ହୋଇଛି। ରାମ ମନ୍ଦିର ଉପରେ ଦଳର ଆଭିମୁଖ୍ୟ ନେଇ [...]
