Odiaବିଜେଡିରେ ଯୋଗଦେଲେ ଭୃଗୁ ବକ୍ସିପାତ୍ର
ଭୁବନେଶ୍ୱର – ବିଜେପିରୁ ଇସ୍ତଫା ଦେଇଥିବା ଭୃଗୁ ବକ୍ସିପାତ୍ର ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନିଜର ଶତାଧିକ ସମର୍ଥକଙ୍କ ସହ ଶଙ୍ଖ ଭବନ ଯାଇ ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର। ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଭୃଗୁ। ୨୦୧୯ରେ ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଥିଲେ । ସେ ତିନି ଲକ୍ଷରୁ ଅଧିକ ଭୋଟ୍ ପାଇଥିଲେ। ପୂର୍ବତନ ବିଧାୟକ ସ୍ୱର୍ଗତ ହରିଶ ଚନ୍ଦ୍ର ବକ୍ସିପାତ୍ରଙ୍କ ପୁଅ ହେଉଛନ୍ତି [...]
Odiaଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କୁ ମାନହାନି ନୋଟିସ୍ ପଠାଇଲା ବିଜେପି
ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କୁ ମାନହାନି ନୋଟିସ୍ ପଠାଇଛି ବିଜେପି। ଆତିଶୀ ବିଜେପି ବିରୋଧରେ ଏକ ସଙ୍ଗୀନ୍ ଅଭିଯୋଗ ଆଣିଥିଲେ। ବିଜେପିରେ ନ ମିଶିଲେ ତାଙ୍କୁ ଗିରଫ କରାଯିବ ବୋଲି ଧମକ ମିଳୁଥିବା ନେଇ ଅଭିଯୋଗ କରିଥିଲେ ଆତିଶୀ। ଏହାର ଦିନକ ପରେ ବିଜେପି ଏହି ଆପ୍ ନେତ୍ରୀଙ୍କୁ ମାନହାନି ନୋଟିସ୍ ପଠାଇଛି ଓ ତାଙ୍କୁ କ୍ଷମା ମାଗିବାକୁ କହିଛି । ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚେଦେବ କହିଛନ୍ତି, [...]
Odiaବିଜେପିରୁ ସୁଶାନ୍ତଙ୍କ ଇସ୍ତଫା
ବରଗଡ଼: ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ତଥା ଭଟଲି ନିର୍ବାଚନ ମଣ୍ଡଳୀ ବିଧାନସଭା ଆଶାୟୀ ଲ ପ୍ରାର୍ଥୀ ଥିବା ସୁଶାନ୍ତ ମିଶ୍ର ବିଜେପିରୁ ଇସ୍ତଫା ଦେଇଛନ୍ତି । ଦଳ ତାଙ୍କୁ କ୍ରମାଗତ ଭାବରେ ଅଣଦେଖା କରିଥିବା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଏନେକ ସେ ଜିଲ୍ଲା ସଭାପତି ତଥା ବରଗଡ଼ ବିଧାନସଭା ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ଜରିଆରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ସେ ଆଗାମୀ ପଦକ୍ଷେପ [...]
Odiaଆପର ଦାବି: ଜେଲରେ କେଜ୍ରିୱାଲ ଅସୁସ୍ଥ, ୪.୫ କେଜି କମିଛି ଓଜନ
ନୂଆଦିଲ୍ଲୀ: ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟ ଭଲ ରହୁନି । ଗିରଫ ହେବା ପରଠାରୁ ତାଙ୍କ ଓଜନ ୪.୫ କିଲୋଗ୍ରାମ କମିଯାଇଛି। ଜେଲରେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି ବୋଲି ଆପ୍ ତରଫରୁ ଅଭିଯୋଗ ହୋଇଛି। ଆପ୍ ନେତ୍ରୀ ଆତିଶୀ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କର ମଧୁମେହ ରୋଗୀ। ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ ସେ ଦିନକୁ ୨୪ ଘଣ୍ଟା ଦେଶର ସେବାରେ ନିୟୋଜିତ ରହୁଛନ୍ତି। ଗିରଫ [...]
Odiaକପଡ଼ା ଦୋକାନରେ ନିଆଁ ଲାଗି ୭ ମୃତ
ମୁମ୍ବାଇ: ମହାରାଷ୍ଟ୍ର ଔରଙ୍ଗାବାଦର ସମ୍ଭାଜିନଗର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ଏକ କପଡ଼ା ଦୋକାନରେ ନିଆଁ ଲାଗି ଗୋଟିଏ ପରିବାରର ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଶ୍ୱାସରୁଦ୍ଧ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ଔରଙ୍ଗାବାଦ ପୋଲିସ କମିଶନର ମନୋଜ ଲୋହିଆ ଗଣମାଧ୍ୟମକୁ କହିଛନ୍ତି, ଛତ୍ରପତି ସମ୍ୱଜିନଗରର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ଏକା କପଡ଼ା ଦୋକାନରେ ଆଜି ଭୋର ୪ଟାରେ ହଠାତ୍ ନିଆଁ ଲାଗିଯାଇଥିଲା। ତେବେ ଦ୍ବିତୀୟ ମହଲାକୁ ନିଆଁ ବ୍ୟାପିନଥିଲେ [...]
Odiaଚନ୍ଦ୍ରଶେଖର ସାହୁ ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ
ବ୍ରହ୍ମପୁର: ବର୍ତ୍ତମାନ ବ୍ରହ୍ମପୁର ସାଂସଦ ଥିବା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ। ବୁଧବାର ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ସ୍ବାକ୍ଷର ସମ୍ବଳିତ ଏକ ପ୍ରେସ୍ ବିବୃତ୍ତିରେ ଏହା ଦର୍ଶାଯାଇଛି। ଶ୍ରୀ ସାହୁଙ୍କୁ ତତ୍କାଳ ପ୍ରଭାବକ୍ରମେ ଦଳର ରାଜ୍ୟ ଉପସଭାପତି ଭାବେ ମଧ୍ୟ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେଡି ଓଡ଼ିଶା ତଥା ପ୍ରତିଟି ଓଡ଼ିଆଙ୍କ ସ୍ବାର୍ଥ ରକ୍ଷା ପାଇଁ ବିଭିନ୍ନ ଜାତୀୟ [...]
Odiaବିଜେପିରୁ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ରଙ୍କ ଇସ୍ତଫା, ବିଜେଡିରେ ଯୋଗଦେଇ ପାରନ୍ତି
ବ୍ରହ୍ମପୁର: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ପରେ ଝଟକା ଲାଗୁଛି। ଗଞ୍ଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ତଥା ଗତଥରର ବିଧାୟକ ପ୍ରାର୍ଥୀ ଦେବରାଜ ମହାନ୍ତି ମଙ୍ଗଳବାର ଦଳରୁ ଇସ୍ତଫା ଦେଇଥିଲେ। ଆଉ ବୁଧବାର ଦଳର ଅନ୍ୟତମ ରାଜ୍ୟସ୍ତରୀୟ ନେତା ତଥା ୨୦୧୯ରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଭୃଗୁ ବକ୍ସିପାତ୍ର ଇସ୍ତଫା ଦେଇଛନ୍ତି। ସେ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇ ଦେଇଛନ୍ତି। ଦୀର୍ଘ [...]
ବ୍ରହ୍ମପୁର: ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କରି ୯ ସ୍ବେଛାସେବୀ ପୁରସ୍କୃତ
ବ୍ରହ୍ମପୁର: ସେମାନେ ବିପଦର ମୁହୂର୍ତ୍ତରେ ସାଜିଥିଲେ ଜୀବନ ରକ୍ଷକ। ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଜୀବନ- ମୃତ୍ୟୁ ସଂଘର୍ଷ କରୁଥିବା ବେଳେ ଏଇ ମାନବରୂପୀ ଦେବଦୂତମାନେ ପହଞ୍ଚି କେବଳ ଯେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିଥିଲେ ତା ନୁହେଁ, ଏଥିସହ ନିଜ ସମୟ, ସମ୍ବଳ ଓ ଶକ୍ତି ବ୍ୟୟ କରି ସେମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରିଥିଲେ। ଅନ୍ୟମାନେ କିଂକର୍ତ୍ତବ୍ୟବିମୁଢ ହୋଇ ଚାହିଁ ରହିଥିଲା ବେଳେ ଏମାନେ କିନ୍ତୁ ନିଜ ଆଡୁ ଆଗେଇ ଆସି ସହାୟତା କରିଥିଲେ। [...]
Odiaଅସହ୍ୟ ଗ୍ରୀଷ୍ମ ତାତି : ୭ଟି ସହରର ତାପମାତ୍ରା ୪୧ ବା ଅଧିକ ଡିଗ୍ରୀ ସେଲସିୟସ, ମାଲକାନଗିରି ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ଲୋକଙ୍କୁ କଲବଲ କରୁଛି। ଆଜି ୭ଟି ସହରର ତାପମାତ୍ରା ୪୧ ଡିଗ୍ରୀ ବା ଅଧିକ ରହିଛି। ମାଲକାନଗିରି ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୧ ଦଶମିକ ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଟିଟିଲାଗଡ଼ ଦ୍ୱିତୀୟ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ଥିଲା ୪୧ ଦଶମିକ ୫ ଡିଗ୍ରୀ ସେଲସିୟସ। ବୌଦ୍ଧରେ ୪୧.୪, [...]
Odiaଟି-୨୦ ବିଶ୍ୱକପରୁ ଓହରିଲେ ବେନ୍ ଷ୍ଟୋକ୍ସ
ଲଣ୍ଡନ: ଇଂଲଣ୍ଡର ଷ୍ଟାର ଖେଳାଳି ବେନ୍ ଷ୍ଟୋକ୍ସ ଆଗାମୀ ଟି-୨୦ ବିଶ୍ୱକପରୁ ଓହରି ଯାଇଛନ୍ତି । ସେ ତାଙ୍କ ବୋଲିିଂ ଉପରେ ଧ୍ୟାନ ଦେବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଷ୍ଟୋକ୍ସ କହିଛନ୍ତି। ସେ କହିଛନ୍ତି, ଏହି ‘ବଳିଦାନ’ ତାଙ୍କୁ ପୂର୍ଣ୍ଣ ଶକ୍ତିରେ ବୋଲିଂ କରିବାକୁ ଫିଟନେସ୍ ହାସଲ ଉପରେ ଧ୍ୟାନ ଦେବା ପାଇଁ ସହାୟକ ହେବ । ସେ ନିକଟ ଭବିଷ୍ୟତରେ ସେହି ଅଲରାଉଣ୍ଡର ହେବାକୁ ଚାହୁଁଛି ଯାହା ସେ ହେବାକୁ ଚାହୁଁଥିଲି ବୋଲି [...]
