Odiaଉତ୍କଳ ଦିବସ ଅବସରରେ ଗୋପବନ୍ଧୁଙ୍କ ଜନ୍ମପୀଠରେ କାର୍ତ୍ତିକ ପାଣ୍ଡିଆନ : ସୁଆଣ୍ଡୋରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର – ଉତ୍କଳ ଦିବସ ଅବସରରେ ଓଡ଼ିଆ ଜାତିର ପୁଣ୍ୟ ସମର୍ପଣର ପୀଠ ସତ୍ୟବାଦୀ ବ୍ଲକ ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଛନ୍ତି ନବୀନ ଓଡ଼ିଶା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋରେ ପହଞ୍ଚିଲା ପରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଯେଉଁ ମହାନ ଯୁଗ ପୁରୁଷମାନଙ୍କ ତ୍ୟାଗ ଫଳରେ ଆଜି ଦିନରେ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା ସେହି [...]
Odiaଶାନ୍ତିଲତା ବାରିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ
ଭୁବନେଶ୍ୱର -:ବିଶିଷ୍ଟ କଣ୍ଠ ଶିଳ୍ପୀ ଶାନ୍ତିଲତା ବାରିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ ଲୋକପ୍ରିୟ ଭଜନ ଗାୟିକା ଶାନ୍ତି ଲତା ବାରିକ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ଥିଲେ । ଭାବପୂର୍ଣ୍ଣ କଣ୍ଠରେ ତାଙ୍କ ଜଗନ୍ନାଥ ଭଜନ ପାଇଁ ଓଡିଶାର ଘରେ ଘରେ ସେ ସୁପରିଚିତ ଥିଲେ । ତାଙ୍କ ଭଜନ ଥିଲା ଭକ୍ତି ଓ ସମର୍ପଣର ସଂଗୀତମୟ ନିବେଦନ । ତାଙ୍କ [...]
Odiaଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ
ଭୁବନେଶ୍ବର – ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକଙ୍କ ପରଲୋକ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଶାନ୍ତିଲତା ବାରିକ । ତାଙ୍କର ମୃତ୍ୟୁ ନେଇ ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ଅଶୀ ଦଶକରେ ଓଡ଼ିଆ ସଙ୍ଗୀତ ଜଗତରେ ଭଜନ ଗାନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଶାନ୍ତିଲତା ବାରିକ । ଓଡ଼ିଶୀ ସଙ୍ଗୀତ [...]
ରାଜ୍ୟସ୍ତରୀୟ ଓଡ଼ିଶା ଦିବସ : ଓଡ଼ିଆ ମାଟିର ଅସ୍ମିତା ଓ ସ୍ୱାଭିମାନ ରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର – ଆଜି ପବିତ୍ର ଓଡ଼ିଶା ଦିବସ । ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୩୬ ମସିହାରେ ଆଜିର ଦିନରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ଵପ୍ନ ସାକାର ହୋଇଥିଲା । ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଇତିହାସ ସୃଷ୍ଟି କରିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହକୁ ଉଦ୍ଘାଟନ କରିଛନ୍ତି [...]
ଓଡ଼ିଶା ଅବକାରୀ କମିଶନରଙ୍କ ପଶ୍ଚିମବଙ୍ଗ ଓ ଛତିଶଗଡ଼ ସହ ଆନ୍ତଃରାଜ୍ୟ ସୀମା ସହଯୋଗ ବୈଠକ
ଭୁବନେଶ୍ୱର – ଓଡ଼ିଶାର ଅବକାରୀ କମିଶନର ନରସିଂହ ଭୋଳ ଆଜି ପଶ୍ଚିମବଙ୍ଗ ଓ ଛତିଶଗଡ଼ ସହ ଆନ୍ତଃରାଜ୍ୟ ସୀମା ସହଯୋଗ ବୈଠକ କରିଛନ୍ତି। ଏହି ବୈଠକରେ ପଶ୍ଚିମବଙ୍ଗର ଅବକାରୀ କମିଶନର କୌଶିକ ଭଟ୍ଟାଚାର୍ଯ୍ୟ, ଛତିଶଗଡ଼ର ଅବକାରୀ ସଚିବ ତଥା କମିଶନର ଆର. ସଙ୍ଗୀତା ଯୋଗ ଦେଇଥିଲେ । ପଶ୍ଚିମବଙ୍ଗର ସ୍ବତନ୍ତ୍ର ଅବକାରୀ କମିଶନର, ଯୁଗ୍ମ କମିଶନର, ନୀତି, ଏନଫୋର୍ସମେଣ୍ଟ, ସମ୍ବଲପୁର ଓ ବ୍ରହ୍ମପୁରର ଉପ ଅବକାରୀ କମିଶନର, ବସ୍ତର ଓ ମହାସମୁଦର ଉପ ଅବକାରୀ କମିଶନର ପ୍ରମୁଖ [...]
Odiaଡହଡହ ଖରାରେ ଅସ୍ତବ୍ୟସ୍ତ ଓଡ଼ିଶା: ୮ଟି ସହରରେ ୪୦ ଛୁଇଁଲା ପାରଦ, ଝାରସୁଗୁଡ଼ା ଓ ବାରିପଦା ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ହେଉଛି ଓଡ଼ିଶା । ୨୪ ଘଣ୍ଟାର ବିରତି ପରେ ରାଜ୍ୟରେ ପୁଣି ବଢ଼ିଛି ତାତି । ଆଜି ୮ଟି ସହରରେ ତାତି ୪୦ ଡ଼ିଗ୍ରୀ ଛୁଇଁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଝାରସୁଗୁଡା ଏବଂ ବାରିପଦାରେ ଦିନର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବଲାଙ୍ଗୀରରେ ତାପମାତ୍ରା ୪୦.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ, ନୟାଗଡ, ଭବାନୀପାଟଣା, [...]
Odiaଲୋକଙ୍କୁ ଉତ୍ତମ ସେବା ପ୍ରଥମ ଧର୍ମ: ଗଞ୍ଜାମ ଏସପି
ଛତ୍ରପୁର: ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ହିଁ ପୋଲିସ ବାହିନୀର ପ୍ରଥମ ଧର୍ମ। ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହାକୁ ପାଳନ କରିବା ଉଚିତ। ପୋଲିସ ବାହିନୀ ନିଜକୁ ପଛରେ ପକାଇ ଏପରିକି ନିଜ ଜୀବନକୁ ବାଜି ଲଗାଇ ଆଇନଶୃଙ୍ଖଳା ସମ୍ଭାଳିବା ସହ ଅପରାଧ ନିୟନ୍ତ୍ରଣ କରି ଆସୁଛନ୍ତି ବୋଲି କହିଛନ୍ତି ଗଞ୍ଜାମ ଏସପି ଜଗମୋହନ ମୀନା। ସ୍ଥାନୀୟ ପୋଲିସ ପଡ଼ିଆ ଠାରେ ଗଞ୍ଜାମ ପୋଲିସ ଜିଲ୍ଲାସ୍ତରୀୟ ୮୯ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ଏହା [...]
Odia‘ମ୍ୟାଚ୍ ଫିକ୍ସିଂ’ ମନ୍ତବ୍ୟ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
ନୂଆଦିଲ୍ଲୀ: ‘ମ୍ୟାଚ୍ ଫିକ୍ସିଂ’ ମନ୍ତବ୍ୟକୁ ନେଇ ବିଜେପି ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧୀ ଦଳ ନିର୍ବାଚନ କମିଶନ ଅଧିକାରୀମାନଙ୍କୁ ଭେଟି ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଇସି ଅଧିକାରୀଙ୍କ ସହ ସାକ୍ଷାତ ପରେ ପୁରୀ ଗଣମାଧ୍ୟମକୁ କହିଛନ୍ତି, ଦିଲ୍ଲୀରେ ଏକ [...]
Odiaଭୋଜଶାଳା ପରିସରରେ ବୈଜ୍ଞାନିକ ସର୍ଭେ ଉପରେ ରୋକ୍ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧର ଜିଲ୍ଲାର ମଧ୍ୟଯୁଗୀୟ ‘ଭୋଜଶାଳା’ ପରିସରରେ ବୈଜ୍ଞାନିକ ସର୍ଭେ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରି ଦେଇଛନ୍ତି । ତେବେ ବିନା ଅନୁମତିରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସ୍ଆଇ)ର ସର୍ଭେ ଫଳାଫଳ ଆଧାରରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାକୁ କହିଛନ୍ତିି ସର୍ବୋଚ୍ଚ ନ୍ୟାୟାଳୟ । ଏଏସ୍ଆଇ ଦ୍ବାରା ସୁରକ୍ଷିତ ଏହି ଏକାଦଶ ଶତାବ୍ଦୀର ପରିସର ଉପରେ ଅଧିକାର ନେଇ ଉଭୟ ହିନ୍ଦୁ ଓ ମୁସଲିମ ଦାବି କରୁଛନ୍ତି। ହିନ୍ଦୁମାନେ ଭୋଜଶାଳାକୁ ବାଗଦେବୀ [...]
Odiaଅସହ୍ୟ ଗ୍ରୀଷ୍ମ ପ୍ରବାହ: ସାଢେ ୨ଟା ସୁଦ୍ଧା ୩୮ ଡିଗ୍ରୀ ସେଲସିୟସ ଉପରେ ୭ ସହରର ତାପମାତ୍ରା
ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଖରା ତାତି । ପ୍ରବଳ ଗରମରେ ଲୋକେ ଅସ୍ତବ୍ୟସ୍ତ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ସାଢେ ୨ଟା ବେଳକୁ ରାଜ୍ୟର ୭ଟି ସହରର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ୩୯ ଦଶମିକ ୬ ଡିଗ୍ରୀ ସେଲସିୟସ ସହ ଚାନ୍ଦବାଲି ଥିଲା ରାଜ୍ୟର ଉତ୍ତପ୍ତ ସହର। ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୩୯.୪ ଓ ଝାରସୁଗୁଡାରେ ୩୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।ବାଲେଶ୍ୱରରେ ୩୮.୫ [...]
