Odiaଆଡଭାନୀଙ୍କ ସହ ୫ ଜଣଙ୍କୁ ଆଜି ପ୍ରଦାନ କରାଯିବ ଭାରତ ରତ୍ନ ସମ୍ମାନ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସହ ମରଣୋତ୍ତର ଭାବେ ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହ ରାଓ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଏବଂ ସବୁଜ ବିପ୍ଲବର ଜନକ ତଥା କୃଷି ବିଜ୍ଞାନୀ ଏମ୍ଏସ୍ ସ୍ବାମୀନାଥନଙ୍କୁ ଏହି ସମ୍ମାନ ଦିଆଯିବ। ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ରେ ଏହି ବ୍ୟକ୍ତିତ୍ୱମାନଙ୍କୁ [...]
Odiaରଥଯାତ୍ରା ନେଇ ଆଜି ପୁରୀ ଜିଲ୍ଲା ପ୍ରଶାସନର ବୈଠକ
ପୁରୀ – ଜୁଲାଇ ୭ ତାରିଖରେ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ଆୟୋଜନ ସୁରୁଖୁରୁରେ କିପରି ହେବ, ସେ ନେଇ ଆଜି ପୁରୀ ଜିଲ୍ଲା ପ୍ରଶାସନର ବୈଠକ ବସୁଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବୈଠକରେ ଅଧ୍ୟକ୍ଷତା କରିବେ । ଏଥିରେ ମୁଖ୍ୟତଃ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା କରାଯିବ । ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ, ରାସ୍ତାଘାଟ ମରାମତି, ଗମନାଗମନ ସୁବିଧା ନେଇ ବୈଠକରେ ଆଲୋଚନା ହେବ । [...]
Odiaକଲବଲ କରୁଛି ଚଇତି ତାତି
ଭୁବନେଶ୍ୱର – ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ ଅସହ୍ୟ ହେଲାଣି ଖରା ତାତି । ଅନେକ ସ୍ଥାନରେ ପାରଦ ଉପରମୁହାଁ ହୋଇଛି । ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ସେଲସିୟସ ଅଧିକ ରହୁଛି ତାପମାତ୍ରା। ଗତକାଲି ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗକୁ ଆହୁରି କଲବଲ କରିବ ତାତି । ବିଶେଷକରି [...]
Odiaଆଜି ରାଜ୍ୟବ୍ୟାପୀ ବାର୍ ଆସୋସିଏସନ ମତଦାନ
ଭୁବନେଶ୍ୱର – ଆଜି ରାଜ୍ୟବ୍ୟାପୀ ବାର୍ ଆସୋସିଏସନ ଲାଗି ନିର୍ବାଚନ ହେଉଛି । ‘ୱାନ ବାର୍ ୱାନ ଭୋଟ’ ପଦ୍ଧତିରେ ୧୫୩ଟି ବାର୍ ରେ ନିର୍ବାଚନ ହେଉଛି। ଭୁବନ ଓ କେନ୍ଦ୍ରାପଡାକୁ ଛାଡ଼ି ଅନ୍ୟ ସମସ୍ତ ବାର୍ ରେ ନିର୍ବାଚନ ହେଉଛି । ରାଜ୍ୟରେ ୪୦ ହଜାରରୁ ଅଧିକ ଆଇନଜୀବୀ ମତଦାନ କରିବେ ।ହାଇକୋର୍ଟ ବାର ପାଇଁ ମଧ୍ୟ ଏକ ସଙ୍ଗେ ନିର୍ବାଚନ ହେଉଛି ।
Odiaଆଜି ପ୍ରସିଦ୍ଧ ପଞ୍ଚୁଦୋଳ, ଐତିହାସିକ ହରିରାଜପୁରରେ ମେଲଣ
ଐତିହାସିକ ହରିରାଜପୁରରେ ଆଜି ପଞ୍ଚ ମହାଦେବ ଙ୍କ ମେଲଣ ଉତ୍ସବ । ପବିତ୍ର ଦୋଳ ଯାତ୍ରା ର ଅନ୍ତିମ ପର୍ବ। ପଞ୍ଚଦଶ ଶତାବ୍ଦୀରେ ପୁରୀ ଜିଲ୍ଲାରେ ଡେଲାଙ୍ଗ ଥାନାନ୍ତର୍ଗତ ହରିରାଜପୁରଠାରେ ପ୍ରତିଷ୍ଠା ହୋଇ ଛନ୍ତି ପ୍ରଭୁ ଶ୍ରୀସୋମନାଥଦେବ l ଏହି ମହାଦେବ ଉତ୍କଳ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ l ଶ୍ରୀ ସୋମନାଥ ଦେବ ମୂଳତଃ ପଶ୍ଚିମ ଭାରତର ଅଧିଷ୍ଠାତା ହୋଇ ଥିବାରୁ ଏହି ମହାଦେବଙ୍କୁ ସ୍ଥାନୀୟ ଲୋକମାନେ ପଶ୍ଚିମାଶମ୍ଭୁ ବୋଲି କହିଥାନ୍ତି l [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ମୁନି ଗତି ଦେଖି ସୁରେସ ଡେରାନା । କାମହି ବୋଲି କୀହ୍ନ ସଠମାନା ॥ ସହିତ ସହାୟ ଜାହୁ ମମ ହେତୁ । ଚଲେଉ ହରଷି ହିୟଁ ଜଲଚରକେତୁ ॥ ଭାବାର୍ଥ:- ମହର୍ଷି ନାରଦଙ୍କର ଏପରି ତପୋମୟ ସମାଧିସ୍ଥ ସ୍ଥିତି ଦେଖି ଦେବରାଜ ଇନ୍ଦ୍ରଦେବ ମନେ ମନେ ଡ଼ରିଗଲେ । ସଙ୍ଗେ ସଙ୍ଗେ କାମଦେବଙ୍କୁ ଡକାଇ ବହୁତ ସ୍ନେହର ସହିତ ଆଦର ସତ୍କାର କରି କହିଲେ, ହେ କାମଦେବ, ମୋର ହିତ [...]
Odiaଆଜିର ଗୀତା ଉପଦେଶ : ବାସ୍ତବିକ ଯୋଗୀ, ନିଜ ଆତ୍ମାକୁ ପରମାତ୍ମାଙ୍କ ସହିତ ସଂଲଗ୍ନ କରି ରଖିଥାନ୍ତି
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୋଗୀ କିପରି ହେବାକୁ ହୁଏ ତାହା ବୁଝାଇବାକୁ ଯାଇ କହିଛନ୍ତି :- ସର୍ବଭୂତସ୍ଥମାତ୍ମାନଂ ସର୍ବଭୂତାନି ଚାତ୍ମନି। ଈକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ। ଅର୍ଥାତ ବାସ୍ତବିକ ଯୋଗୀ, ନିଜ ଆତ୍ମାକୁ ପରମାତ୍ମାଙ୍କ ସହିତ ସଂଲଗ୍ନ କରି, ସମଦୃଷ୍ଟି ସମ୍ପନ୍ନ ହୋଇ, ସମସ୍ତ ପ୍ରାଣୀଙ୍କୁ ଭଗବାନଙ୍କଠାରେ ଏବଂ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଭଗବାନଙ୍କୁ ଦେଖିଥାଆନ୍ତି।
Odiaବୀର ଲକ୍ଷ୍ମଣ ନାୟକଙ୍କ ୮୨ତମ ଶହୀଦ ଦିବସ ବ୍ରହ୍ମପୁରରେ ପାଳିତ
ବ୍ରହ୍ମପୁର: ଏଠିକାର ମଣ୍ଡଳ କାରାଗାର ପରିସରରେ ଶୁକ୍ରବାର ବୀର ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଶହୀଦ ଦିବସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳିତ ହୋଇଛି। ମଣ୍ଡଳ କାରାଗାର ଅଧୀକ୍ଷକ ଧୀରେନ୍ଦ୍ର ନାଥ ବାରିକ, ଜେଲର୍ ସତ୍ୟ ନାରାଣ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ଉପସ୍ଥିତିରେ ପ୍ରଥମେ କାରାଗାର ମଧ୍ୟରେ ଥିବା ଲକ୍ଷ୍ମଣ ନାୟକଙ୍କ ସ୍ମୃତି ମନ୍ଦିରରେ ଥିବା ତୈଳ ଫଟୋଚିତ୍ରରେ ମାଲ୍ୟାର୍ପଣ [...]
Odiaକଂଗ୍ରେସ ଛାଡିଲେ ଦେବଗଡ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି
ଭୁବନେଶ୍ୱର – ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରୁ ନେତାଙ୍କ ପଳାୟନ ଜାରି ରହିଛି । ଗୋଟିଏ ପରେ ଗୋଟିଏ ପୁରୁଣା ନେତା ଦଳ ଛାଡୁଛନ୍ତି । ଗତକାଲି ବଲାଙ୍ଗୀରର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ ଦଳ ଛାଡିଥିଲେ । ଆଜି ସେ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଦେବଗଡର ନେତା ଉମାଶଙ୍କର ସାହୁ । ଉମାଶଙ୍କର ଦେବଗଡ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ଥିଲେ । ୨୦୧୯ରେ [...]
Odiaଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା
ଭୁବନେଶ୍ୱର – ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ସେଲସିୟସ ଛୁଇଁଛି ତାପମାତ୍ରା। ଆଜି ଟିଟିଲାଗଡ଼, ବୋୖଦ୍ଧ, ବଲାଙ୍ଗୀର, ଭବାନୀପାଟଣା ଓ ନୟାଗଡର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆଜି ତାଳଚେରରେ ତାପମାତ୍ରା ୩୯.୮ ଡିଗ୍ରୀ ସେଲସିୟସ,ଫୁଲବାଣୀରେ ୩୯.୨, ଅନୁଗୁଳ ଓ ଝାରସୁଗୁଡ଼ାରେ ୩୯.୧, ନବରଙ୍ଗପୁରରେ ୩୯ , କଟକରେ ୩୭ ଦଶମିକ ୫, ଭୁବନେଶ୍ବରରେ ୩୭.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି [...]
