Odiaନବୀନ ନିବାସରେ ଟିକେଟ ପାଇଥିବା ବିଜେଡି ନେତାଙ୍କ ଭିଡ
ଭୁବନେଶ୍ୱର – ପ୍ରାର୍ଥୀ ତାଲିକା ଘୋଷଣା ସହ ନିର୍ବାଚନ ଶଙ୍ଖନାଦ କରିଛି ବିଜୁ ଜନତା ଦଳ । ଏବେ ଆରମ୍ଭ ହୋଇଯିବ ପ୍ରଚାର । ଆହୁରି ଉଷ୍ମ ହେବ ନିର୍ବାଚନ ବାତାବରଣ । ଗତକାଲି ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଆଜି ନବୀନ ନିବାସରେ ଟିକେଟ ପାଇଥିବା ନେତାଙ୍କ ଭିଡ ଜମିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ [...]
Odiaଟିକେଟ୍ ନ ମିଳିବାରୁ ଏମଡିଏମକେ ସାଂସଦ ଗଣେଶମୂର୍ତ୍ତିଙ୍କ ଆତ୍ମହତ୍ୟା
ଚେନ୍ନାଇ: ଆତ୍ମହତ୍ୟା ଉଦ୍ୟମ ପରେ ତାମିଲନାଡୁର ଏମଡିଏମକେ ସାଂସଦ ଗଣେଶମୂର୍ତ୍ତିଙ୍କ ଗୁରୁବାର ସକାଳେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ରିପୋର୍ଟ ମୁତାବକ, ଏରୋଡରୁ ଲୋକସଭା ସାଂସଦ ଥିବା ୭୭ ବର୍ଷୀୟ ଗଣେଶମୂର୍ତ୍ତିଙ୍କୁ ଏଥର ତାଙ୍କ ଦଳ ଟିକେଟ୍ ଦେଇନଥିଲା । ଏଥିପାଇଁ ସେ ଚିନ୍ତାଗ୍ରସ୍ତ ହୋଇ ମାର୍ଚ୍ଚ ୨୪ରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସର ସୂଚନାନୁସାରେ, ଏରୋଡରୁ ୨୦୧୯ ଲୋକସଭା ନିର୍ବାଚନରେ [...]
Odiaରେକର୍ଡ ସ୍କୋର କରିବା ପରେ ମୁମ୍ବାଇକୁ ହରାଇ ଖାତା ଖୋଲିଲା ସନରାଇଜର୍ସ ହାଇଦ୍ରାବାଦ
ହାଇଦ୍ରାବାଦ: ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ତୋଫାନୀ ଇନିଂସ ବଳରେ ରେକର୍ଡ ସ୍କୋର କରିବା ପରେ ସନରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲରେ ଏକ ହାଇସ୍କୋରିଂ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୧ ରନରେ ହରାଇଛି । ଏହି ବିଜୟ ସହ ଖାତା ଖୋଲିଛି ହାଇଦ୍ରାବାଦ। ଅନ୍ୟପକ୍ଷରେ ମୁମ୍ବାଇର ଏହା କ୍ରମାଗତ ଦ୍ବିତୀୟ ପରାଜୟ। ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହେବା ପରେ ସନରାଇଜର୍ସ ତିନି ୱିକେଟ୍ ହରାଇ ୨୭୭ ରନ୍ କରିଥିଲେ, ଯାହା ଆଇପିଏଲରେ ଏକ ନୂଆ ରେକର୍ଡ । [...]
Odiaଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟର ୮୮ ଟି ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଗୁରୁବାର (ମାର୍ଚ୍ଚ ୨୮) ଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ ତରଫରୁ ନିର୍ବାଚନ କମିଶନ ଏପ୍ରିଲ ୨୬ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗୁରୁବାର ସକାଳେ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୪ | ଜମ୍ମୁ କାଶ୍ମୀରକୁ ଛାଡ଼ି ଅନ୍ୟ [...]
Odiaପୁରୀ ନରେନ୍ଦ୍ର ପୁଷ୍କରିଣୀରେ ସମ୍ପର୍ଣ୍ଣ ହୋଇଛି ଶ୍ରୀଜୀଉଙ୍କ ବେଣ୍ଟନୀତି
ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ପରମ୍ପରା ଅନୁଯାୟୀ ପାଳିତ ହୋଇଛି ଶ୍ରୀଜୀଉଙ୍କ ବେଣ୍ଟନୀତି । ଶ୍ରୀମନ୍ଦିର ରେ ଦ୍ୱୀପହର ଧୂପ ବଢିବା ପରେ ଦକ୍ଷିଣ ଘରୁ ଶ୍ରୀଦୋଳଗୋବିନ୍ଦ ରତ୍ନ ସିଂହାସନ କୁ ବିଜେ କରିଥିଲେ। ଶ୍ରୀଜୀଉଙ୍କ ଆଜ୍ଞାମାଳ ପାଇ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଙ୍କ ସହ ମଣି ବିମାନରେ ଆରୁଢ଼ ହୋଇଥିଲେ। ଏହାପରେ ଶ୍ରୀଦୋଳଗୋବିନ୍ଦ ବେଣ୍ଟ ନୀତି ସମ୍ପାଦନ ପାଇଁ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ। ଘଣ୍ଟ ଛତା ଓ କୀର୍ତ୍ତନ ସହିତ ପବିତ୍ର ବଡ଼ଦାଣ୍ଡ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସାଧୁ ସମାଜ ସଂଗ ମହିଦେବା । ଜନୁ ତନୁ ଧରେଂ କରହିଂ ସୁଖ ସେବା ॥ ସୋହନ ସାଥ ସୁଭଗ ସୁତ ଚାରୀ । ଜନୁ ଅପବରଗ ସକଳ ତନୁଧାରୀ ॥ ଭାବାର୍ଥ :- ମହାରାଜା ଦଶରଥଙ୍କ ସହିତ ଚାଲୁଥିବା ପରମ ହର୍ଷ ଯୁକ୍ତ ସାଧୁସନ୍ଥ ଓ ବ୍ରାହ୍ମଣମାନଙ୍କ ମଣ୍ଡଳୀର ଶୋଭା ଏପରି ଦିଶୁଥିଲା ଯେପରି ସମସ୍ତ ସୁଖ ସମୃଦ୍ଧି ଗୋଟିଏ ଶରୀର ଧାରଣ କରି ରାଜାଙ୍କ ସେବାରେ ନିୟୋଜିତ ଥିଲେ [...]
Odiaଗୀତା ଉପଦେଶ: ଯୋଗାରୂଢ ପୁରୁଷଙ୍କ ସର୍ଵ ସଂକଳ୍ପ ଶୁନ୍ୟତା ହିଁ ତାଙ୍କ କଲ୍ୟାଣ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଆରୁରୁକ୍ଷର୍ମୁନେରଯୋଗଂ କର୍ମ କାରଣମୁଚ୍ୟତେ। ଯୋଗାରୂଢସ୍ୟ ତସୈବ ଶମଃ କାରଣମୁଚ୍ୟତେ। ଅର୍ଥାତ୍:- ହେ ଅର୍ଜ୍ଜୁନ ! ଯୋଗାରୂଢ ହେବାକୁ ମନନଶୀଳ ପୁରୁଷ ଙ୍କ ନିମନ୍ତେ ନିଷ୍କାମ ଭାବରେ କର୍ମ କରିବା ହିଁ ଯୋଗ ପ୍ରାପ୍ତିର ହେତୁ ବୋଲି କୁହାଯାଏ ଏବଂ ଯୋଗାରୂଢ ହୋଇଯିବ ପରେ ସେହି ଯୋଗାରୂଢ ପୁରୁଷଙ୍କ ସର୍ଵ ସଂକଳ୍ପ ଶୁନ୍ୟତା ହିଁ ତାଙ୍କ କଲ୍ୟାଣ ର କାରଣ ବୋଲି [...]
Odiaରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ସମନ୍ଵୟ ବୈଠକ : ଯାଞ୍ଚ ଓ ଚଢାଉକୁ କଡାକଡି କରିବା ଉପରେ ଗୁରୁତ୍ବ
ଭୁବନେଶ୍ୱର – ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ଅନ୍ୟ ଏକ ସମନ୍ଵୟ ବୈଠକ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ବିଭିନ୍ନ ଯାଞ୍ଚ ଓ ଚଢଉ ଦାୟିତ୍ବରେ ଥିବା ଏନଫୋର୍ସମେଣ୍ଟ କମିଟିର ସଦସ୍ୟମାନଙ୍କ ସହିତ ସଦ୍ୟତମ ସ୍ଥିତି ଯାଞ୍ଚ କରାଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା , ନିର୍ବାଚନ [...]
Odiaଆଇପିଏଲ ଇତିହାସରେ ସର୍ବୋଚ୍ଚ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ୨୭୭ ରନ୍
ହାଇଦ୍ରାବାଦ: ଆଇପିଏଲର ଅଷ୍ଟମ ମ୍ୟାଚରେ ଛକା ବର୍ଷା କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୩ ଓ୍ବିକେଟରେ ୨୭୭ ରନର ବିଶାଳ ସ୍କୋର କରିଛି | ଆଇପିଏଲ ଇତିହାସରେ ଏହା ହେଉଛି ସର୍ବୋଚ୍ଚ ଟିମ୍ ସ୍କୋର । ଏଥିସହ ହାଇଦ୍ରାବାଦ ୧୩ ବର୍ଷର ରେକର୍ଡ ଭାଙ୍ଗିଛି । ପୂର୍ବ ରେକର୍ଡ ଆରସିବି ନାମରେ ଥିଲା | ଆରସିବି ୨୦୧୩ ସିଜନରେ ପୁଣେ ୱାରିୟର୍ସ [...]
Odiaବିଜେପି ଜାରି କଲା ସପ୍ତମ ପ୍ରାର୍ଥୀ ତାଲିକା, ଅମରାବତୀରୁ ନବନୀତ୍ ରାଣାଙ୍କୁ ଟିକେଟ୍, ଏଯାବତ୍ ୪୦୭ ପ୍ରାର୍ଥୀଙ୍କ ନାମ ଘୋଷଣା
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ବୁଧବାର ସପ୍ତମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ଦୁଇ ରାଜ୍ୟରୁ ଦୁଇଜଣ ପ୍ରାର୍ଥୀଙ୍କ ନାମ ରହିଛି। ମହାରାଷ୍ଟ୍ରର ଅମରାବତୀରୁ ନବନୀତ୍ ରାଣାଙ୍କୁ ଟିକେଟ ଦିଆଯାଇଛି। ଅନ୍ୟ ଜଣେ ପ୍ରାର୍ଥୀ ହେଉଛନ୍ତି ଗୋବିନ୍ଦ କରଜୋଲ, ଯିଏ କର୍ଣ୍ଣାଟକର ଚିତ୍ରଦୁର୍ଗରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅମରାବତୀ ସାଂସଦ ନବନୀତ୍ କୌର ରାଣା ଜଣେ ଅଭିନେତ୍ରୀ। ସେ ତେଲୁଗୁ ଓ ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ୨୦୧୯ରେ ସେ ମହାରାଷ୍ଟ୍ରର ଅମରାବତୀରୁ [...]
