Odiaବାଲେଶ୍ଵର ଆସନ ପାଇଁ ବିଜେପି ଟିକେଟ ନମିଳିବାରୁ ଖାରବେଳ କ୍ଷୁବ୍ଧ, ସ୍ୱାଧୀନ ଭାବେ ଲଢିବା ପାଇଁ ଘୋଷଣା
ବାଲେଶ୍ବର – ଲୋକସଭା ନିର୍ବାଚନ ପାଇଁ ବିଜେପି ଟିକେଟ ମିଳିନଥିବାରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ବାଲେଶ୍ବରରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଖାରବେଳ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ଏଥର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବା ପାଇଁ ଇଚ୍ଛୁକ ଥିଲେ ଖାରବେଳ ପୂର୍ବରୁ ସେ ବାଲେଶ୍ବରରୁ ଦୁଇଥର ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଗତକାଲି ବିଜେପିର [...]
Odiaଉଜ୍ଜୟିନୀ ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ, ୧୩ ପୂଜାରୀ ଆହତ
ଉଜ୍ଜୟିନୀ: ପ୍ରସିଦ୍ଧ ଉଜ୍ଜୟିନୀ ମହାକାଳ ମନ୍ଦିରରେ ନିଆଁ ଲାଗି ୧୩ ପୂଜାରୀ ଆହତ ହୋଇଛନ୍ତି। ସୋମବାର ମନ୍ଦିରର ଗର୍ଭଗୃହରେ ଭସ୍ମ ଆଳତି ଚାଲିଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଉଜ୍ଜୟିନୀ ଜିଲ୍ଲା ମାଜିଷ୍ଟ୍ରେଟ ନୀରଜ କୁମାର ସିଂହଙ୍କ ସୂଚନା ଅନୁସାରେ ଭସ୍ମ ଆଳତି ସମୟରେ ମହାକାଳ ମନ୍ଦିରର ଗର୍ଭଗୃହରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ସମୟରେ ଗର୍ଭଗୃହ ଭିତରେ ଥିବା ୧୩ ପୂଜାରୀ ପୋଡ଼ି ଯାଇଥିଲେ।ଆହତ ପୂଜାରୀ ମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। [...]
ଆରମ୍ଭ ହେଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା
ବ୍ରହ୍ମପୁର: ଲୋକକଳାର ଭୂମି ଗଞ୍ଜାମ ଜିଲ୍ଲା ଯେଉଁଠି କୋଣ ଅନୁକୋଣରେ ବିବିଧ ଲୋକନୃତ୍ୟ ଓ ସଙ୍ଗୀତର ସମାହାର ଦେଖିବାକୁ ମିଳେ। ଏଠିକାର ଲୋକ ସଂସ୍କୃତିର ପରମ୍ପରା ବେଶ୍ ପ୍ରାଚୀନ, ବିବିଧତା ସମ୍ପନ୍ନ, ଐତିହ୍ୟପୂର୍ଣ୍ଣ। ସେଥିରୁ ଅନ୍ୟତମ ଲୋକପ୍ରିୟ ଲୋକକଳା ହେଉଛି ଦଣ୍ଡ ଯାତ୍ରା। ଏହାର ଅବଧି ୨୧ ଦିନିଆ, ୧୮ ଦିନିଆ ଓ ୧୩ ଦିନିଆ ଆଦି ରହିଥାଏ। ଆଜିଠାରୁ ୨୧ ଦିନିଆ ଦଣ୍ଡ ଯାତ୍ରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି। ବ୍ରହ୍ମପୁର, ଖଲ୍ଲିକୋଟ, କବିସୂର୍ଯ୍ୟନଗର, [...]
Odiaସ୍ନେହ, ସଦ୍ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ଦୋଳଯାତ୍ରା
ଓଡ଼ିଶାରେ ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ [...]
Odiaଗୀତା ଉପଦେଶ: ଭଗବାନଙ୍କ ପ୍ରତି ପୂର୍ଣ୍ଣ ପ୍ରେମ ଭାବ ହିଁ ଭକ୍ତି
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଦଶମ ଅଧ୍ୟାୟରେ କହୁଛନ୍ତି : – ଭୂୟ ଏବ ମହାବାହୋ ଶୃଣୁ ମେ ପରମଂ ବଚଃ । ୟତ୍ତେଽହଂ ପ୍ରୀୟମାଣାୟ ବକ୍ଷ୍ୟାମି ହିତକାମ୍ୟୟା ॥ ଭଗବାନ କହିଲେ – ହେ ମହାବାହୁ ଅର୍ଜୁନ ! ପୁନଶ୍ଚ ତୁମେ ମୋର ପରମ ବଚନ ଶୁଣ, ଯାହାକୁ ମୁଁ ତୁମର ହିତ ଉଦ୍ଦେଶ୍ୟରେ କହିବି; କାରଣ ତୁମେ ମୋ ପ୍ରତି ଅତ୍ୟନ୍ତ ପ୍ରେମ ଭାବ ରଖୁଛ । (ଗୀତା ୧୦ମ ଅ। ୧ମ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନାରଦ ଶ୍ରାପ ଦୀହ୍ନ ଏକ ବାରା । କଳପ ଏକ ତେହି ଲଗି ଅବତାରା ॥ ଗିରିଜା ଚକିତ ଭଈଂ ସୁନି ବାନୀ । ନାରଦ ବିଷ୍ଣୁ ଭଗତ ପୁନି ଗ୍ୟାନୀ ॥ ଭାବାର୍ଥ :- ଥରେ ମହର୍ଷି ନାରଦ ଭଗବାନଙ୍କୁ ଶ୍ରାପ ଦେଇଥିଲେ । ଏଥିପାଇଁ ଗୋଟିଏ କଳ୍ପରେ ସେହି ଶ୍ରିପରୁ ମୁକ୍ତିପାଇଁ ଅବତାର ଗ୍ରହଣ କଲେ । ଏହି ପ୍ରସଙ୍ଗ ଶୁଣି ଦେବୀ ପାର୍ବତୀ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ [...]
Odiaବିଜେପିର ପଞ୍ଚମ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଲେ କଙ୍ଗନା, ଅରୁଣ ଗୋଭିଲ; ବରୁଣ ଗାନ୍ଧୀଙ୍କ ଟିକେଟ୍ କଟିଲା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ରବିବାର ୧୧୧ ଜଣିଆ ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂହଙ୍କ ସ୍ଥାନରେ ଗାଜିଆବାଦରୁ ସ୍ଥାନୀୟ ବିଧାୟକ ଅତୁଲ ଗର୍ଗଙ୍କୁ ଟିକେଟ୍ ଦେଇଥିବାବେଳେ ବିହାରର ବକ୍ସରରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଟିକେଟ୍ କାଟିଛି ଏବଂ ତାଙ୍କ ସ୍ଥାନରେ ମିଥିଲେଶ ତିୱାରୀଙ୍କୁ ପ୍ରାର୍ଥୀ କରିଛି । ପିଲିଭିତରୁ ବର୍ତ୍ତମାନର ସାଂସଦ ବରୁଣ ଗାନ୍ଧୀଙ୍କ ଟିକେଟ୍ ମଧ୍ୟ କାଟିଛି ଦଳ । ବରୁଣଙ୍କ ସ୍ଥାନରେ [...]
Odiaଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା : ସମ୍ବଲପୁର ଆସନରୁ ଲଢ଼ିବେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ – ଲୋକସଭା ନିର୍ବାଚନ ପାଇଁ ୧୧୧ ଜଣିଆ ପଞ୍ଚମ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏଥିରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ବି ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ । ଭୁବନେଶ୍ୱର ଆସନରୁ ପୁଣି ପ୍ରତିଦ୍ୱନ୍ଦିତା କରିବେ ଅପରାଜିତା ଷଡ଼ଙ୍ଗୀ। ପୁରୀରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଲଢ଼ିବେ । ୨୦୦୪ ପରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର। ପୂର୍ବରୁ ସେ [...]
Odiaକଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଲେ ଶିଳ୍ପପତି ନବୀନ ଜିନ୍ଦଲ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଶିଳ୍ପପତି ତଥା ପୂର୍ବତନ କଂଗ୍ରେସ ସାଂସଦ ନବୀନ ଜିନ୍ଦଲ ରବିବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି। ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ କଂଗ୍ରେସରୁ ତାଙ୍କ ଇସ୍ତଫା ସମ୍ପର୍କରେ ‘ଏକ୍ସ’ରେ ଘୋଷଣା କରିଥିଲେ । ସେ ଲେଖିଥିଲେ, “ମୁଁ ୧୦ ବର୍ଷ ଧରି କୁରୁକ୍ଷେତ୍ରରୁ ସାଂସଦ ଭାବେ ସଂସଦରେ କଂଗ୍ରେସ ଦଳର ପ୍ରତିନିଧିତ୍ୱ କରିଥିଲି। ମୁଁ କଂଗ୍ରେସ [...]
Odiaଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଲା ରାଜସ୍ଥାନ ରୟାଲ୍ସ
ଜୟପୁର: ଆଇପିଏଲ୍ ୨୦୨୪ର ଚତୁର୍ଥ ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସ ୨୦ ରନରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇ ଅଭିଯାନ ଆରମ୍ଭ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୩ ରନ୍ କରିଥିଲା। ଏହାର ଜବାବରେ ଲକ୍ଷ୍ନୌ ୬ ୱିକେଟ୍ ହରାଇ ୧୭୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଲକ୍ଷ୍ନୌ ସୁପର ଜାଏଣ୍ଟସର ଆରମ୍ଭ [...]
