Odiaସମ୍ବଲପୁରର ହୀରାକୁଦ ଅଞ୍ଚଳରେ ଝାଡ଼ାବାନ୍ତି, ୪୦ରୁ ଅଧିକ ଆକ୍ରାନ୍ତ
ସମ୍ବଲପୁର – ସମ୍ବଲପୁର ସହରର ହୀରାକୁଦ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିବା ସୂଚନା ମିଳିଛି । ଝାଡାବାନ୍ତିରେ ୪୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଅବସ୍ଥା ଗୁରୁତର ରହିଛି ।ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଥିବା ଅନୁମାନ କରାଯାଉଛି । ସମସ୍ତ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୪୦ ଜଣ ଆକ୍ରାନ୍ତଙ୍କୁ ହୀରାକୁଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୫ ଜଣଙ୍କୁ ବୁର୍ଲା ଭୀମସାରର ଭର୍ତ୍ତି କରାଯାଇଛି l ହୀରାକୁଦ, କାଳୁପଡା, ଗଉଡପଡା, ଗୁରୁଦ୍ବାରା [...]
Odiaମହୁଆ ମୈତ୍ରଙ୍କ ଘରେ ସିବିଆଇ ଚଢ଼ାଉ
ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କ ଘରେ ସିବିଆଇ ଶନିବାର ଚଢ଼ାଉ କରିଛି। କୋଲକାତା ସହ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ମଧ୍ୟ ରେଡ୍ କରିଛି ସିବିଆଇ । ଲୋକପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାରେ ଗୁରୁବାର ସିବିଆଇ ମହୁଆଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସିବିଆଇ ଟିମ୍ ଦକ୍ଷିଣ କୋଲକାତାର ଆଲିପୁର ଅଞ୍ଚଳରେ ମହୁଆଙ୍କ ବାପାଙ୍କ ଫ୍ଲାଟରେ ମଧ୍ୟ ତଲାସି କରିଥିବା ସୂଚନା ରହିଛି । ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ [...]
Odiaପ୍ରିନସେସ୍ ଅଫ୍ ୱେଲ୍ସ କେଟ୍ ମିଡଲେଟନଙ୍କୁ କ୍ୟାନ୍ସର
ଲଣ୍ଡନ: ପ୍ରିନ୍ସ ଓ୍ବିଲିୟମଙ୍କ ପତ୍ନୀ ପ୍ରିନସେସ୍ ଅଫ୍ ୱେଲ୍ସ କେଟ୍ ମିଡଲେଟନ୍ କ୍ୟାନ୍ସରରେ ପୀଡ଼ିତ । ସେ ଖୋଦ୍ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଏହି ସୂଚନା ଦେଇଛନ୍ତି । ସମ୍ପ୍ରତି ତାଙ୍କ କେମୋଥେରାପି ଚିକିତ୍ସା ଚାଲିଛି। ଚିକିତ୍ସା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ତେବେ ସେ ଭଲ ଅଛନ୍ତି ଓ ଦିନକୁ ଦିନ ସୁସ୍ଥ ହେଉଛିନ୍ତି ବୋଲି କହିଛନ୍ତି କେଟ୍ । ପ୍ରିନସେସ୍ ଅଫ୍ ୱେଲ୍ସ ପକ୍ଷରୁ ଶୁକ୍ରବାର ଜାରି ଭିଡିଓ ବାର୍ତ୍ତାରେ କୁହାଯାଇଛି, [...]
Odiaଆଇପିଏଲ୍: ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗ୍ସ, ଆରସିବିକୁ ୬ ୱିକେଟରେ ହରାଇଲା
ଚେନ୍ନାଇ: ନୂଆ ଅଧିନାୟକ ଋତୁରାଜ ଗାଏକୱାଡଙ୍କ ନେତୃତ୍ୱରେ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଆଇପିଏଲ୍ ୨୦୨୪ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ସିଏସ୍କେ ୬ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ହରାଇଛି | ଆର୍ସିବି ଦେଇଥିବା ୧୭୪ ରନର ଲକ୍ଷ୍ୟକୁ ସିଏସ୍କେ ମାତ୍ର ୪ ୱିକେଟ୍ ହରାଇ ୧୮.୪ ଓଭରରେ ହାସଲ କରିନେଇଥିଲା | ସିଏସ୍କେ ପକ୍ଷରୁ ରାଚିନ୍ ରବିନ୍ଦ୍ର ସର୍ବାଧିକ ୩୭ ରନ୍ [...]
Odiaରାଜ୍ୟରେ ପୁଣି ଉପରମୁହାଁ ପାରଦ, ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ
ଭୁବନେଶ୍ବର – ଚଳିତ ସପ୍ତାହର ପ୍ରଥମ ଦୁଇ ତିନି ଦିନ ବର୍ଷା ଓ କୋହଲା ପାଗ ଯୋଗୁଁ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଗୁରୁବାରଠାରୁ ସ୍ଥିତିରେ ପରିବର୍ତ୍ତନ ହୋଇଛି। ପାଗ ଖରାଟିଆ ରହିବା ସହ ପାରଦ ପୁଣି ଉପରମୁହାଁ ହୋଇଛି। ଗତକାଲି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଥିଲା । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଆଜି ଓ [...]
Odiaମସ୍କୋରେ ଆତଙ୍କବାଦୀ ଆକ୍ରମଣ, ୬୦ ମୃତ
ମସ୍କୋ: ରୁଷର ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ହୋଇଛି ଆତଙ୍କବାଦୀ ଆକ୍ରମଣ। ଶୁକ୍ରବାର ରାତିରେ ହୋଇଥିବା ଏହି ଆକ୍ରମଣରେ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ଛୋଟ ପିଲା ବି ଅଛନ୍ତି। ଏହି ଆକ୍ରମଣ ପାଇଁ ଇସଲାମିକ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି । ମସ୍କୋ ଆତଙ୍କବାଦୀ ଆକ୍ରମଣକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି। ଏଥିରେ ବହୁ ଲୋକଙ୍କ ପ୍ରାଣହାନି [...]
Odiaଅମୃତ ଋତୁରାଜ ଢେଙ୍କାନାଳର ନୂଆ ଜିଲ୍ଲାପାଳ
ଭୁବନେଶ୍ୱର – ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବଦଳିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ। ଅମୃତ ଋତୁରାଜ ଢେଙ୍କାନାଳର ନୂଆ ଜିଲ୍ଲାପାଳ ହୋଇଛନ୍ତି । ସେହିପରି ଦଳ ଦେବଗଡ ଏସପି ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବି ବଦଳି କରାଯାଇଛି। ଅନୁପମା ଜେମ୍ସ ଦେବଗଡ଼ର ନୂଆ ଏସପି ନିଯୁକ୍ତ ହୋଇଥିବା ବେଳେ ଏଲ. ଦିବ୍ୟା କଟକ ଗ୍ରାମାଞ୍ଚଳ ଏସପି ହୋଇଛନ୍ତି । ନିଯୁକ୍ତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ ଏସପି ଓ [...]
Odiaପ୍ରତ୍ୟେକ ଦିନ ତୁଳସୀ ଗଛ ପୂଜାର ଫାଇଦା
ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି ଓ ଭଗବାନ ଙ୍କ ଉପରେ ବିଶ୍ୱାସ କରନ୍ତି । ଦେବୀ ଦେବତା ଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପାଠ ଆଦି କରା ଜାଏ । ହିନ୍ଦୁ ଧର୍ମ ରେ ୩୩ କୋଟି ଦେବୀ ଦେବତା [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ପୁଲକି ସପ୍ରେମ ପରସପର କହହୀଂ । ଭରତ ଆଗମନୁ ସୂଚକ ଅହହୀଂ ॥ ଭଏ ବହୁତ ଦିନ ଅତି ଅବସେରୀ । ସଗୁନ ପ୍ରତୀତି ଭେଁଟ ପ୍ରିୟ କେରୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତା ଆନନ୍ଦ ମନରେ ସପ୍ରେମ ପରସ୍ପରକୁ କହିଲେ କି ଶରୀରରେ ଏପରି ପୁଲକ ଅନୁଭବ ହେବା ଅର୍ଥ ଭରତ ଫେରି ଆସିବାର ପୂର୍ବ ସୂଚନା ପରି ଲାଗୁଛି । ତାଙ୍କୁ ମାମୁଙ୍କ [...]
Odiaଆଜିର ଗୀତା ଉପଦେଶ : ଶାସ୍ତ୍ର ନିର୍ଦ୍ଦେଶକୁ ଅବମାନନା କରି ଯେଉଁ ତପସ୍ୟା କରାଯାଏ, ତାହା ନିଷ୍ଫଳ ତପସ୍ୟା
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତପସ୍ୟା କିପରି କରିବାକୁ ହୁଏ ତାହା ବୁଝାଇବାକୁ ଯାଇ କହିଛନ୍ତି :- ମୂଢ଼ଗ୍ରାହେଣାତ୍ମନୋ ଯତ୍ପୀଡ଼ୟା କ୍ରିୟତେ ତପଃ । ପରସ୍ୟୋତ୍ସାଦନାର୍ଥଂ ବା ତତ୍ତାମସମୁଦାହୃତମ୍ । ମୂଢ଼ ଗ୍ରାହେଣାତ୍ ଶବ୍ଦ ଏଠାରେ ସେମାନଙ୍କ ଉପଲକ୍ଷ୍ୟରେ କୁହାଯାଇଛି, ଯେଉଁମାନଙ୍କର କୌଣସି ବିଷୟରେ ସ୍ପଷ୍ଟ ଧାରଣା ନ ଥାଏ ଏବଂ ଯେଉଁମାନେ ଶାସ୍ତ୍ରର ନିର୍ଦ୍ଦେଶକୁ ସମ୍ମାନ ନ ଦେଇ, ଶରୀରର କ୍ଷମତା ପ୍ରତି ଦୃଷ୍ଟି ନ ଦେଇ ତପସ୍ୟା ନାମରେ ନିଜ ଶରୀରକୁ ଅତିଶୟ ଯାତନା ଦେବା [...]
