ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲେ ବିରୋଧୀ, କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ରୋକିବାକୁ ହସ୍ତକ୍ଷେପ ଲୋଡ଼ିଲେ

Odiaନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲେ ବିରୋଧୀ, କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ରୋକିବାକୁ ହସ୍ତକ୍ଷେପ ଲୋଡ଼ିଲେ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରିପ୍ରେକ୍ଷୀରେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଅନ୍ୟ ପ୍ରମୁଖ ବିରୋଧୀ ଦଳଙ୍କ ଏକ ପ୍ରତିନିଧି ଦଳ ଶୁକ୍ରବାର ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ନିର୍ବାଚନୀ ମାହୋଲରେ ବିରୋଧୀ ନେତାମାନଙ୍କ ସ୍ବର ଚାପିବା ପାଇଁ ତଦନ୍ତକାରୀ ସଂସ୍ଥା ଗୁଡ଼ିକର ଅପବ୍ୟବହାର ରୋକିବାକୁ ସେମାନେ କମିଶନଙ୍କ ହସ୍ତକ୍ଷେପ ଲୋଡିଛନ୍ତି । କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଲୋକସଭା ନିର୍ବାଚନରେ ସବୁ ଦଳ ପାଇଁ ବରାବର ସୁଯୋଗ ବାତାବରଣକୁ ନଷ୍ଟ କରୁଛି । ଏହା ଦ୍ବାରା [...]
Odiaକେଜ୍ରିୱାଲଙ୍କୁ ୬ ଦିନ ଇଡି ରିମାଣ୍ଡ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଛନ୍ତି। ଅର୍ଥାତ୍ ଅରବିନ୍ଦ କେଜ୍ରିୱାଲଙ୍କ ହୋଲି ଏବେ ଇଡି ହାଜତରେ କଟିବ। ଇଡି ୧୦ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା । କିନ୍ତୁ କୋର୍ଟ ୬ ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଥିଲେ । କେନ୍ଦ୍ରୀୟ ଏଜେନ୍ସି କେଜ୍ରିୱାଲଙ୍କୁ ପୁଣି ମାର୍ଚ୍ଚ ୨୮ ଅପରାହ୍ନ ୨ଟାରେ କୋର୍ଟରେ ହାଜର କରିବ। ଇଡି କେଜ୍ରିୱାଲଙ୍କୁ ଶୁକ୍ରବାର [...]
Odiaସ୍ପଷ୍ଟ କଲା ବିଜେଡି : ଲୋକସଭା ଓ ବିଧାନସଭା ନିର୍ବାଚନ ଏକାକୀ ଲଢିବ,ତିନି ଚତୁର୍ଥାଂଶରୁ ଅଧିକ ଆସନ ଜିତିବା ନେଇ ଦୃଢୋକ୍ତି
ଭୁବନେଶ୍ୱର – ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡିଶାରେ ବିଜୁ ଜନତା ଦଳ ଏକାକୀ ଲଢିବ । ଆଜି ଦଳ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଦଳର ନିଷ୍ପତ୍ତି ନେଇ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିଛି । ବିଜେଡି ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ [...]
Odiaକେଜ୍ରିୱାଲଙ୍କ ଗିରଫ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ଆନ୍ନା ହଜାରେ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ନେଇ ସମାଜସେବୀ ଆନ୍ନା ହଜାରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ପରି ଜଣେ ବ୍ୟକ୍ତି ଯିଏ ମୋ ସହ କାମ କରୁଥିଲେ ଏବଂ ମଦ ବିରୋଧରେ ସ୍ୱର ଉଠାଇଥିଲେ, ସେ ଆଜି ମଦ ନୀତି ପ୍ରସ୍ତୁତ କରିବା ଦେଖି ମୁଁ ଦୁଃଖିତ । କିନ୍ତୁ ସେ କଣ କରିପାରିବେ? କ୍ଷମତା ଆଗରେ ସେ କିଛି କରିପାରିବେ ନାହିଁ। ” ଏକଦା [...]
Odiaନିର୍ବାଚନ ସମ୍ପର୍କିତ ମିଥ୍ୟା ଖବର ଉପରେ ନଜର ରଖିବ ଓଡିଶା ପୋଲିସର ସ୍ପେଶାଲ ୟୁନିଟ
ଭୁବନେଶ୍ୱର – ସାଧାରଣ ଓ ବିଧାନସଭା ନିର୍ବାଚନ ବେଳେ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରଚାର ଉପରେ ଅଙ୍କୁଶ ଲାଗିବ । ଏଥିପାଇଁ ଓଡ଼ିଶା ପୋଲିସ ଏକ ସ୍ୱତନ୍ତ୍ର ୟୁନିଟ ସ୍ଥାପନ କରିଛି । ଏହି ୟୁନିଟ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ଉପରେ ନଜର ରଖିବ । ଏହି ସ୍ୱତନ୍ତ୍ର ୟୁନିଟ ପାଇଁ ଆଇଜିପି ( କ୍ରାଇମବ୍ରାଞ୍ଚ) ସଫିନ ଅହମ୍ମଦଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଭୁଲ୍ ସୂଚନା ଓ ମିଥ୍ୟା ଖବର ରୋକିବା [...]
Odiaକେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାର ମୁଖ୍ୟ ‘ଷଡଯନ୍ତ୍ରକାରୀ’ କହିଲା ଇଡି
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁଖ୍ୟ ‘ଷଡଯନ୍ତ୍ରକାରୀ’ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦାବି କରିଛି। କେନ୍ଦ୍ରୀୟ ଏଜେନ୍ସି କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଆବେଦନ କରିଛି। କେଜ୍ରିୱାଲଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଇଡି ସ୍ପେଶାଲ୍ ଜଜ୍ କାଭେରୀ ବାୱେଜାଙ୍କୁ କହିଛି ଯେ ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବା ବଦଳରେ କେଜ୍ରିୱାଲଙ୍କୁ ‘ସାଉଥ୍ ଗ୍ରୁପ୍’ରୁ [...]
Odiaଲାଞ୍ଚ ମାମଲାରେ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଜେଲ୍
ଭୁବନେଶ୍ୱର -ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସର୍କଲର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସୁବାସ ଚନ୍ଦ୍ର ଦାସଙ୍କୁ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଦୁଇ ବର୍ଷ ସଶ୍ରମ ଜେଲ୍ ସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଜୋରିମାନା ଦେଇନପାରିଲେ ତାଙ୍କୁ ୬ ମାସ ଅଧିକ ଦିନ ଜେଲରେ ରହିବାକୁ ପଡ଼ିବ। ୨୦୧୮ରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଏକ ମୁଟେସନ କେସରେ [...]
Odiaସୋସିଆଲ ମିଡିଆରେ ଘୃଣାପୂର୍ଣ୍ଣ ପୋଷ୍ଟ ପାଇଁ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା
ବେଙ୍ଗାଲୁରୁ: ସୋସିଆଲ ମିଡିଆରେ ଘୃଣାପୂର୍ଣ୍ଣ ପୋଷ୍ଟ କରିବା ଅଭିଯୋଗରେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନିର୍ବାଚନ କମିଶନ ଅଧିକାରୀ ଏହି ସୂଚନା ଦେଇଛନ୍ତି । ନିର୍ବାଚନ କମିଶନ ଏବଂ ବୃହତ୍ତ ବେଙ୍ଗାଲୁରୁ ମହାନଗର ନିଗମ (ବିବିଏମସି) ଅଧିକାରୀଙ୍କ ଅଭିଯୋଗ ଆଧାରରେ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବେଙ୍ଗାଲୁରୁ ଦକ୍ଷିଣରୁ ସାଂସଦ ତଥା ବିଜେପି ଯୁବ ମୋର୍ଚ୍ଚା ସଭାପତି ଥିବା ସୂର୍ଯ୍ୟ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଏକ [...]
ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ ପରେ ପୋନମୁଡିଙ୍କୁ ମନ୍ତ୍ରୀ ଭାବେ ଶପଥ ନେବାକୁ ଆମନ୍ତ୍ରଣ କଲେ ତାମିଲନାଡୁ ରାଜ୍ୟପାଳ

Odiaସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ ପରେ ପୋନମୁଡିଙ୍କୁ ମନ୍ତ୍ରୀ ଭାବେ ଶପଥ ନେବାକୁ ଆମନ୍ତ୍ରଣ କଲେ ତାମିଲନାଡୁ ରାଜ୍ୟପାଳ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବି ଡିଏମକେ ନେତା କେ.ପୋନମୁଡିଙ୍କୁ ରାଜ୍ୟ କ୍ୟାବିନେଟରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସୁପାରିସକୁ ଗ୍ରହଣ କରିଛନ୍ତିି । ରାଜ ଭବନଙ୍କ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ପୋନମୁଡିଙ୍କୁ ଶପଥ ନେବାକୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଶୁକ୍ରବାର ଅପରାହ୍ନ ୩.୩୦ ସମୟରେ ପୋନମୁଡିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୋନମୁଡିଙ୍କୁ ରାଜ୍ୟ କ୍ୟାବିନେଟରେ ସାମିଲ କରିବା ଏବଂ ତାଙ୍କୁ ବୈଷୟିକ ଶିକ୍ଷା ସମେତ [...]
Odiaଅନ୍ତଃରାଜ୍ୟ ସୀମା ଚେକ୍ ଗେଟରୁ ବିପୁଳ ପରିମାଣର ମଦ ଜବତ
ବ୍ରହ୍ମପୁର: ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟ ଶ୍ରୀକାକୁଲମ ଜିଲ୍ଲା ନିକଟ ଅନ୍ତଃରାଜ୍ୟ ସୀମା ଚେକ୍ ଗେଟ ପାଖରୁ ବିପୁଳ ପରିମାଣର ମଦ ଜବତ କରିଛି ବ୍ରହ୍ମପୁର ପୋଲିସ। ୩୩୩୬.୨୪ ଲିଟର ବିଦେଶୀ ମଦ ଭରି ରହିଥିବା ୩୩୫ କାର୍ଟୁନ୍ ସହ ଓଡ଼ିଶାର ଏକ ପିକ୍ ଅପ୍ ଭ୍ୟାନ୍ ଜବତ କରିଛି ପୋଲିସ। ଏଥିରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ସାମୁଦ୍ରିକ ଥାନା ଅନ୍ତର୍ଗତ ପାତିସୁନାପୁର ଗ୍ରାମର ପି.ଗୋପୀ ନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟ [...]
