Odiaସରକାର ଗଠନ ପାଇଁ ବିଜେଡିକୁ ମେଣ୍ଟର ଆବଶ୍ୟକତା ନାହିଁ: କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱର- ରାଜ୍ୟରେ ସରକାର ଗଠନ ପାଇଁ ବିଜେଡିକୁ ମେଣ୍ଟର ଆବଶ୍ୟକତା ନାହିଁ। ଆଗାମୀ ନିର୍ବାଚନରେ ଦେଶରେ ନରେନ୍ଦ୍ର ମୋଦି ଓ ଓଡ଼ିଶାରେ ନବୀନ ପଟ୍ଟନାୟକ ଜିତିବେ । ସରକାର ପାଇଁ ଉଭୟଙ୍କୁ ଉଭୟଙ୍କ ଆବଶ୍ୟକ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି ବିଜେଡି ନେତା ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ଉତ୍ତମ ରାଜନେତା ବୋଲି ପାଣ୍ଡିଆନ କହିଛନ୍ତି। ନେଟୱର୍କ ୧୮ର ରାଇଜିଂ [...]
Odiaପତଞ୍ଜଳି ବିଜ୍ଞାପନ ମାମଲା: ରାମଦେବଙ୍କୁ ହାଜର ହେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ଔଷଧ ବିଜ୍ଞାପନ ମାମଲାରେ ପତଞ୍ଜଳିର ସହପ୍ରତିଷ୍ଠାତା ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ତଥା ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ କୋର୍ଟରେ ହାଜର ହେବାକୁ କହିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଜାରି ଅବମାନନା ନୋଟିସର ଜବାବ ଦାଖଲ ନ କରିବାରୁ କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଜଷ୍ଟିସ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ରାମଦେବଙ୍କ ବିରୋଧରେ ଅବମାନନା ମାମଲା କାହିଁକି ଆରମ୍ଭ ନ କରାଯିବ ସେନେଇ [...]
Odiaସରଫରାଜ, ଜୁରେଲଙ୍କୁ ମିଳିଲା ବିସିସିଆଇ କେନ୍ଦ୍ରୀୟ ଚୁକ୍ତି
ନୂଆଦିଲ୍ଲୀ: ଭାରତର ନୂଆ ବ୍ୟାଟିଂ ଷ୍ଟାର ସରଫରାଜ ଖାନ ଏବଂ ୱିକେଟ୍ କିପର ଧ୍ରୁବ ଜୁରେଲଙ୍କୁ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି । ଉଭୟ ଖେଳାଳି ଗ୍ରୁପ୍ ସି’ରେ ସ୍ଥାନ ପାଇଛନ୍ତି। ଏହି ଗ୍ରୁପରେ ସାମିଲ ଖେଳାଳି ବାର୍ଷିକ ୧ କୋଟି ଟଙ୍କା ପାଉଣା ପାଇଥାନ୍ତି। ଜୁରେଲ ଓ ସରଫରାଜ ଚଳିତ ସିଜନରେ ତିନୋଟି ଟେଷ୍ଟ ଖେଳିବା ମାନଦଣ୍ଡ ପୂରଣ କରିଛନ୍ତିି । ତେଣୁ ଉଭୟ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରିବାକୁ ସୋମବାର ଅନୁଷ୍ଠିତ [...]
Odiaଦିଲ୍ଲୀ ପୁଣି ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀ ନଗରୀ
ନୂଆଦିଲ୍ଲୀ: ଦିଲ୍ଲୀ ପୁଣି ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀ ନଗରୀର ମାନ୍ୟତା ପାଇଛି । ଏହି ଖବର ଦେଶବାସୀ, ବିଶେଷ କରି ଦିଲ୍ଲୀବାସୀଙ୍କ ପାଇଁ ଚିନ୍ତାଜନକ ବିଷୟ। ଏହାଛଡ଼ା ବିହାରର ବେଗୁସରାଇ ବିଶ୍ବର ସବୁଠୁ ପ୍ରଦୂଷିତ ମହାନଗର ଭାବେ ଉଭା ହୋଇଛି। ସ୍ୱିସ୍ ସଂସ୍ଥା ‘ଆଇକ୍ୟୁଏୟାର’ ଦ୍ବାରା ଜାରି ବିଶ୍ବ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୩ ଅନୁଯାୟୀ, ୧୩୪ଟି ଦେଶ ମଧ୍ୟରେ ବାଂଲାଦେଶ ଓ ପାକିସ୍ତାନ ପଛରେ ଭାରତ ତୃତୀୟ ସର୍ବାଧିକ ନିକୃଷ୍ଟ ବାୟୁ ଗୁଣବତ୍ତା ଥିବା [...]
Odiaଓଡ଼ିଶାରେ ଦେଖାଗଲା କଳା କଲରାପତରିଆ ବାଘୁଣୀ ଓ ଯାଆଁଳା ଶାବକ, ଗୋଟିଏ ଶାବକର ରଙ୍ଗ କଳା
ଭୁବନେଶ୍ୱର – ରାଜ୍ୟରେ ପୁଣି ଦେଖାଯାଇଛି କଳାରଙ୍ଗର କଲରାପତରିଆ ବାଘ। କେନ୍ଦ୍ରୀୟ ଓଡ଼ିଶାର ଜଙ୍ଗଲରେ କଳା କଲରାପତରିଆ ବାଘୁଣୀ ସହ ଦୁଇ ଯାଆଁଳା ଶାବକଙ୍କୁ ଦେଖିବାକୁ ମିଳିଛି । ବନ ବିଭାଗର କ୍ୟାମେରାରେ କଏଦ ହୋଇଛି କଳା କଲରାପତରିଆ ବାଘୁଣୀ ଓ ତାହାର ଦୁଇ ଯାଆଁଳା ଶାବକଙ୍କ ଦୃଶ୍ୟ।ଯାଆଁଳା ଶାବକଙ୍କ ମଧ୍ୟରୁ ଗୋଟିଏ କଳା କଲରାପତରିଆ ବାଘ ହୋଇଥିବା ବେଳେ ଅନ୍ୟଟି ସାଧାରଣ ରହିଛି। ଏ ନେଇ ପିସିସିଏଫ୍ ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ଜରିଆରେ ସୂଚନା [...]
Odiaସିଏଏ ବିରୋଧରେ ୨୦୦ରୁ ଊର୍ଦ୍ଧ୍ବ ପିଟିସନ, ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ରୋକ ଲଗାଇବାକୁ ଦାବି କରି ହୋଇଥିବା ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ଶୁଣାଣି କରିବ। ସିଏଏ ଲାଗୁ ନେଇ ମାର୍ଚ୍ଚ ୧୧ରେ ବିଜ୍ଞପ୍ତି ଜାରି ହୋଇଥିଲା | ଏହି ଆଇନ ଅନୁଯାୟୀ, ୨୦୧୪ ପୂର୍ବରୁ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଭାରତ ଆସିଥିବା ଅଣମୁସଲିମ (ହିନ୍ଦୁ, ଶିଖ, ଜୈନ, [...]
Odiaପ୍ରଧାନମନ୍ତ୍ରୀଙ୍କ ହ୍ବାଟସଆପ୍ ବାର୍ତ୍ତା ନେଇ ନିର୍ବାଚନ କମିଶନ ତରଫରୁ କାର୍ଯ୍ୟାନୁଷ୍ଠାନ ଦାବିକଲେ ବିରୋଧୀ
ନୂଆଦିଲ୍ଲୀ: ହ୍ବାଟସଆପରେ ଲୋକଙ୍କୁ ପଠାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଚିଠି ନେଇ ବିରୋଧୀ ଆପତ୍ତି ପ୍ରକାଶ କରିଛନ୍ତି । ସେମାନେ ଏନେଇ ନିର୍ବାଚନ କମିଶନଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ହ୍ବାଟସଆପ୍ ଚିଠିରେ ‘ବିକଶିତ ଭାରତ’ ଗଠନ ପାଇଁ ଜନସାଧାରଣଙ୍କ ଠାରୁ ସମର୍ଥନ ଲୋଡ଼ାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ହ୍ବାଟସଆପ୍ ବାର୍ତ୍ତା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ବୋଲି ବିରୋଧୀ ସାଂସଦ ଅଭିଯୋଗ କରିଛନ୍ତିି । ବିଦେଶରେ ରହୁଥିବା ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ [...]
Odiaନୀଳଗିରି ଜଙ୍ଗଲରେ ଶିକାରୀଙ୍କ ଗୁଳିମାଡ଼ରେ ଦୁଇ ବନ କର୍ମଚାରୀ ଆହତ
ବାଲେଶ୍ଵର – ପାଟ୍ରୋଲିଂ କରୁଥିବା ବନ କର୍ମଚାରୀଙ୍କ ଉପରେ ଶିକାରୀଙ୍କ ଗୁଳିମାଡ଼ । ବାଲେଶ୍ଵର ଜିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ଵର ବିଟ୍ ଅଞ୍ଚଳରେ ଘଟିଛି ଏହି ଘଟଣା । କିଛି ଶିକାରୀଙ୍କ ଉପସ୍ଥିତି ବାବଦରେ ସୂଚନା ମିଳିବାରୁ ରାତି ପ୍ରାୟ ୮ଟା ବେଳେ ପାଟ୍ରୋଲିଂ ଟିମ୍ ଜଙ୍ଗଲକୁ ଯାଇଥିଲେ। ପାଟ୍ରୋଲିଂ ବେଳେ ବିଳମ୍ବିତ ରାତିରେ ଶିକାରୀଙ୍କ ସହ ବନ କର୍ମଚାରୀଙ୍କ ମୁହାଁମୁହିଁ ହୋଇଥିଲା । ଜଙ୍ଗଲରେ ଥିବା ଦୁଇ ଶିକାରୀଙ୍କୁ ବନ କର୍ମଚାରୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏଥିରେ [...]
Odiaଆଜିଠୁ କାଳବୈଶାଖୀ ପ୍ରଭାବ ବୃଦ୍ଧି ସମ୍ଭାବନା, ୧୪ଟି ଜିଲ୍ଲାକୁ ସତର୍କତା
ଭୁବନେଶ୍ୱର – ଆଜିଠାରୁ ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ପ୍ରଭାବ ବୃଦ୍ଧି ପାଇବା ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ କିଛି ଜିଲ୍ଲାରେ ପବନର ଘଣ୍ଟା ପ୍ରତି ବେଗ ୪୫ରୁ ୫୫ କିମି ରହିପାରେ। ଏଥିସହ ଝଡ଼ବର୍ଷା, କୁଆପଥର ବର୍ଷା ମଧ୍ୟ ହୋଇପାରେ। କେତେକ ସ୍ଥାନରେ ୭ରୁ ୧୧ ସେମି ବର୍ଷା ହେବା ସମ୍ଭାବନା ରହିଛି। କାଳବୈଶାଖୀ ପାଇଁ ୧୪ଟି ଜିଲ୍ଲା -ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଅନୁଗୁଳ, ନୟାଗଡ଼, ଗଞ୍ଜାମ, [...]
Odiaଓଡ଼ିଶାର ପୁରପଲ୍ଲୀରେ ଆଜି ପାଳିତ ହେଉଛି ଭାଇଚାରାର ପର୍ବ ଫଗୁ ଦଶମୀ
ଆଜି ଫଗୁ ଦଶମୀ l ଫାଲଗୁନ ଶୁକ୍ଳପକ୍ଷ ଦଶମୀ ତିଥି ଠାରୁ ଫଗୁ ବା ଅଭିର ଦେବତାଙ୍କ ସେବାରେ ଲାଗେ l ଏହା ହେଉଛି ହୋଲି ପର୍ବର ପୂର୍ବ ପର୍ବ l ଫଗୁ ଦଶମୀ ଏକ ବିଚିତ୍ର ପର୍ବ l ଗ୍ରାମ ପୁର ସହରରେ ହିନ୍ଦୁ ଧର୍ମାବଲମ୍ୱୀ ମାନେ ଏହି ପର୍ବକୁ ବୋହୁଳ ଭାବରେ ପାଳନ କରିଥାନ୍ତି l ଏହି ସମୟ ରେ ପ୍ରେମାଵତାର ଶ୍ରୀ ଚୈତନ୍ୟ ମହାପ୍ରଭୁ ଆବିର୍ଭାବ ହେଇଥିଲେ l ତାଙ୍କ ଦେହରେ ରାଧାଙ୍କର [...]
